<< impression impressionable >>

impressionability Meaning in Odia (Oriya). ( impressionability ଶବ୍ଦର ଓଡିଆ ଅର୍ଥ)



ଭାବପ୍ରବଣତା, ଅନୁଭବ, ସମ୍ବେଦନଶୀଳତା,

impressionability తెలుగు అర్థానికి ఉదాహరణ:

ସେମାନଙ୍କର ଅନୁସନ୍ଧାନରୁ ଏହା ମଧ୍ୟ ସିଦ୍ଧାନ୍ତ ନିଆଯାଇଛି ଯେ ଯେଉଁମାନଙ୍କର ଭାବପ୍ରବଣତାର ଅଭାବ ରହିଛି ସେମାନେ ସାମାଜିକ ବିରୋଧୀ ଆଚରଣ (ଯେପରିକି ଡ୍ରଗ୍ ଏବଂ ମଦ୍ୟପାନ, ଶାରୀରିକ ଝଗଡ଼ାଝାଟି, ଭଙ୍ଗାରୁଜା) ପ୍ରତି ପ୍ରବୃତ୍ତ ଅଟନ୍ତି, ଯାହା ମାନସିକ ସ୍ୱାସ୍ଥ୍ୟ ଏବଂ ଚାପଗ୍ରସ୍ତ ଭାବନାକୁ ପ୍ରତିଫଳିତ କରିଥାଏ ।

ରିଚାର୍ଡସ, କ୍ୟାମ୍ପାନିଆ, ଏବଂ ମ୍ୟୁଜ୍-ବୁର୍କଙ୍କ ଅନୁଯାୟୀ, "ବଢ଼ୁଥିବା ପ୍ରମାଣ ରହିଛି ଯାହା ଭାବପ୍ରବଣତାକୁ ଦର୍ଶାଉଛି ଯେ ଚାପ ପରିଚାଳନା ଏବଂ ଶାରୀରିକ ସ୍ୱାସ୍ଥ୍ୟ ଭଳି ସାମାଜିକ ଆଚରଣ ସହିତ ଜଡ଼ିତ ଅଛି"।

ମ୍ଯାକ୍କଲେଲାଣ୍ଡଙ୍କ ମତରେ ଲେଖକମାନେ ସେମେ ଓ ଉକେ ମଧ୍ଯରେ ଥିବା ଭାବପ୍ରବଣତାକୁ ପରଖିବାକୁ ଚାହୁଁଛନ୍ତି ନା କି ଏହାର ବିରୋଧ କରିବାକୁ ।

|କିମ୍ବଦନ୍ତୀ କୁହେ ଯେ, ଏହି ନୃତ୍ୟ ଅସଲରେ ମାରୱାଡର ରାଜକୁମାରୀ ସାମ୍ମିଙ୍କଦ୍ୱାରା ରାଜସ୍ଥାନର ରାଜକୁମାର ସୁଚକୁମାରଙ୍କଠାରୁ ବିଚ୍ଛେଦ ହେବାର ଭାବପ୍ରବଣତାକୁ ଦେଖାଇବା ପାଇଁ କରାଯାଇଥିଲା ।

|ସେଣ୍ଟିମେଣ୍ଟ ଆନାଲିସିସ|ସେଣ୍ଟିମେଣ୍ଟ ଆନାଲିସିସ ବା ଭାବ ବିଶ୍ଳେଷଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ୱାରା ଲେଖା ବା କଥାବାର୍ତ୍ତାରେ ଥିବା ଭାବପ୍ରବଣତାକୁ ବାହାର କରାଯାଇଥାଏ ।

| ଭୌତିକ ତଥା ଭାବପ୍ରବଣତା |ଯୌନ ତଥା ଅାବେଗପ୍ରବଣତାର ଅନ୍ତରଙ୍ଗ ସମ୍ପର୍କ ପାଇଁ ପ୍ରେମ ହେଉଛି ଏକ ବିଶେଷ ଗୁଣ ।

ମୁଖ୍ୟତଃ ଏହି ପ୍ରକ୍ରିୟାଦ୍ୱାରା ଗ୍ରାହକମାନେ ଦେଇଥିବା ମାତାମତରୁ ତାଙ୍କର ଭାବପ୍ରବଣତା ଉଦ୍ଧାର କରାଯାଇଥାଏ, ଯେପରିକି ଗ୍ରାହକଜଣକ ସେବା ଉପଲବ୍ଧକରି ଖୁଶି ଅଛନ୍ତି ବା ଦୁଃଖିତ ବା ରାଗି ଇତ୍ୟାଦି ।

impressionability's Usage Examples:

out of jealousy, aggravated by Goncharov"s natural suspiciousness, impressionability, and general hypochondria.


during pregnancy, claiming that "Modern researchers have shown the impressionability of the embryo child during gestation" and that "Napoleon the Great.


traditions and thrown the universe of the perceptions out of focus, the impressionability and sensibility of the Young African are at the mercy of the various.


Intuitive-Projective: a stage of confusion and of high impressionability through stories and rituals (pre-school period).


justified these beliefs by claiming women had greater credulity, impressionability, feeble minds, feeble bodies, impulsivity and carnal natures which.



impressionability's Meaning in Other Sites