imponed Meaning in Odia (Oriya). ( imponed ଶବ୍ଦର ଓଡିଆ ଅର୍ଥ)
ଅପରାଧୀ,
Adjective:
ନ୍ୟସ୍ତ |,
People Also Search:
imponentimponing
impoor
import
import credit
import duty
importable
importance
importances
importancy
important
important looking
importantly
importation
importations
imponed తెలుగు అర్థానికి ఉదాహరణ:
ଯଦି ଏହି ସମ୍ବାଦ ଅପରାଧ ସଂଘଟଣ, ଅପରାଧ ନିରାକରଣ କିମ୍ବା କୌଣସି ଅପରାଧୀକୁ ଗିରଫ କରିବା ବିଷୟରେ ହୋଇଥାଏ, ତା’ହେଲେ ତାଙ୍କୁ ଛଅମାସ ପର୍ଯ୍ୟନ୍ତ ଅଶ୍ରମ ଜେଲଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ ।
ଯଦି ସହାୟତାବଶତଃ କିଛି ଅପରାଧୀକ କାର୍ଯ୍ୟ ହୁଏ ସେଥରେ କୌଣସି ବ୍ୟକ୍ତିଙ୍କୁ ଆଘାତ ଘଟେ ତା’ହେଲେ ୧୪ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ହେବ ।
ଅନ୍ୟ ଆରୋପୀଙ୍କ ମଧ୍ୟରେ ଜଣେ ବାଳ ଅପରାଧୀ ମଧ୍ୟ ବିଚାରର ସମ୍ମୁଖୀନ ହେଲା ।
|ସାହାବ|ସାହାବ ଏକ ଅପରାଧୀ ଓ ନିଶା କାରବାରର ବ୍ୟବଶାୟୀ ଥିଲା ।
ନିମ୍ନ ସାରଣୀରେ ଏହା ସଂକ୍ଷିପ୍ତରେ ବର୍ଣ୍ଣିତ :| ଅଧ୍ୟାୟ V | କୁପ୍ରବର୍ତ୍ତନା |ଅପରାଧୀ ଅପରାଧ ପାଇଁ ଯେପରି ଦଣ୍ଡିତ ହୁଏ ସହାୟତାକାରୀ ମଧ ସମାନ ଭାବରେ ଦଣ୍ଡର ଭାଗୀ ହୁଅନ୍ତି ।
|ରାମାୟଣର ରାବଣ ଓ ଫିଲ୍ମ ରାବଣର କାହାଣୀର ତଥ୍ୟରେ ସମାନତା|ପୁରାଣ ଯୁଗରେ ରାବଣ ରାମଙ୍କ ପତ୍ନୀଙ୍କୁ ଅପହରାନ କରି ନେଇ ପ୍ରତିଶୋଧ ନେବାର ଦୃଷ୍ଟାନ୍ତ ପାରି ଏଥିରେ ମଧ୍ୟ ମୁଖ୍ୟ ଅଭିନେତା , ଯିଏ କି ଜଣେ ଦୁର୍ଦ୍ଧଶ ପୋଲିସ ଅଫିସର ଭୂମିକାରେ ଅପରାଧୀ ତଥା ମାଫିଆ ନେତାଙ୍କ ସହ ସଙ୍ଗର୍ଷ ରତ ଥିଲେ ଓ ଅପରାଧୀ ତାଙ୍କ ପତ୍ନୀଙ୍କୁ ଅପହରଣ କରିନେଇ ପୋଇସ ଅଫିସରଙ୍କ ଉପରେ ଚାପ ପକେଇବାକୁ ସତତ ଉଦ୍ୟମ କରିଥିଲା ।
ପୀଡ଼ିତାଙ୍କ ବନ୍ଧୁ ମୁକେଶଙ୍କୁ ଅନ୍ୟତମ ଅପରାଧୀ ବୋଲି ଚିହ୍ନଟ କରନ୍ତି ।
|ଏହି ଆଇନର ସବୁଠାରୁ ଅଧିକ ସମାଲୋଚିତ ନିୟମ ଅନୁଯାୟୀ କେତେକ କ୍ଷେତ୍ରରେ ନାବାଳକ ଅପରାଧୀଙ୍କୁ ମଧ୍ୟ ପ୍ରାପ୍ତ ବୟସ୍କ ଭାବେ ଗ୍ରହଣ କରାଯାଇ ବିଚାର କରାଯାଇ ପାରିବ ।
| ଅପବ୍ୟବହାର |ଯଦିଓ ପେଗାସସ ଅପରାଧୀ ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ ବ୍ୟବହୃତ ହେବାକୁ ଉଦ୍ଦିଷ୍ଟ ବୋଲି ଦର୍ଶାଯାଇଥିଲେ ହେଁ ଏହା ସମାଲୋଚକ ଏବଂ ବିରୋଧୀଙ୍କ ଉପରେ ଗୋପନରେ ନଜର ରଖିବା ପାଇଁ କ୍ଷମତାଲୋଭୀ ସରକାରଙ୍କଦ୍ୱାରା ପ୍ରାୟତଃ ବ୍ୟବହାର ହେଉଥିବା ବିବରଣୀ ପ୍ରକାଶ ପାଇଛି ।
ଏଥି ନିମନ୍ତେ ଦସ୍ତାନା/ଗ୍ଲୋଭ୍ସ ବ୍ୟବହାର କରିବା ଅପରାଧୀଙ୍କର ଅପରିହାର୍ଯ୍ୟ ହୋଇଗଲାଣି ।
୧୯୯୮ ମସିହାରେ ରାମ ଗୋପାଳ ବର୍ମାଙ୍କ ଅପରାଧୀ ଭିତ୍ତିକ ଚଳଚ୍ଚିତ୍ର ସତ୍ୟାରେ ଜଣେ ଗୁଣ୍ଡା ଭିକୁ ମାଃତ୍ରେ ଭୂମିକାରେ ଅଭିନୟ କରିଥିଲେ ।
|ଉଦ୍ୟମ|ଅପରାଧୀଙ୍କଦ୍ୱାରା ଫୋପାଡ଼ି ଦିଆଯିବା ହେତୁ ଗୋଡ଼ ହରାଇବା ସତ୍ତ୍ୱେ ଅରୁଣିମା ୨୧ ମଇ ୨୦୧୩ ମସିହାରେ ଦୁନିଆର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ (୨୯୦୨୮ ଫୁଟ)କୁ ମାପ କରି ଏକ ନୂତନ ଇତିହାସ ସୃଷ୍ଟି କରିଥିଲେ।