impleting Meaning in Odia (Oriya). ( impleting ଶବ୍ଦର ଓଡିଆ ଅର୍ଥ)
କାର୍ଯ୍ୟକାରୀ କରିବା,
Adjective:
ନିବେଦନ, ପ୍ରବର୍ତ୍ତାଇବା |,
People Also Search:
implexionimplexuous
implicant
implicate
implicated
implicates
implicating
implication
implications
implicative
implicit
implicit in
implicitly
implicitness
implied
impleting తెలుగు అర్థానికి ఉదాహరణ:
|ସରକାରଙ୍କର ନୀତିକୁ କାର୍ଯ୍ୟକାରୀ କରିବାପାଇଁ ମନ୍ତ୍ରାଳୟ ଅଧିନରେ ଦୁଇପ୍ରକାରର କାର୍ଯ୍ୟାଳୟ ରହିଥାଏ – ସଂଲଗ୍ନ ଓ ଅଧିନସ୍ଥ ।
ସେହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ମିଳିତ ଜାତିସଂଘର ଏକ ସଦସ୍ୟ ରାଷ୍ଟ୍ରରୂପେ ଭାରତ ଏହି ବାୟୁ (ପ୍ରଦୂଷଣ ନିବାରଣ ଓ ନିରାକରଣ) ଅଧିନିୟମ, ୧୯୮୧ ଅଧିନିୟମକୁ କର୍ଯ୍ୟକାରୀ କରିଛି ।
କ୍ୟାବିନେଟ ବୈଠକରେ ନିଆଯାଉଥିବା ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ମଧ ପ୍ରଧାନମନ୍ତ୍ରୀଙ୍କ ହାତରେ ନ୍ୟସ୍ତ ।
ତେବେ ଏହି ଭାବନାକୁ କାର୍ଯ୍ୟକାରୀ କରିବା ପାଇଁ ଓ ଆବଶ୍ୟକୀୟ ଯନ୍ତ୍ରପାତି ପାଇଁ ତାଙ୍କ ବାପା ଶ୍ରୀଯୁକ୍ତ ନଟବର ଗୋଚ୍ଛାୟତ ସାହାଯ୍ୟ କରିଥିଲେ ।
ସାମ୍ୟବାଦୀ ନୀତିକୁ କାର୍ଯ୍ୟକାରୀ କରିବାରେ ସୁପ୍ରିମକୋର୍ଟ ଅନ୍ତରାୟ ନ ହେଲେ ମଧ୍ୟ, ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଧାରିତ ସାମ୍ବିଧାନିକ ବ୍ୟବସ୍ଥାକୁ ତର୍ଜମା କରିବାର କ୍ଷମତା ଥିବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଆଇନ ଶାସନର ପ୍ରହରୀ ରୂପେ ନିଶ୍ଚୟ କାର୍ଯ୍ୟ କରିବ ।
ରକ୍ଷା ମନ୍ତ୍ରଣାଳୟ କେବଳ ନୀତିଗତ ଢାଞ୍ଚା ତିଆରି କରେ ଓ ସଶସ୍ତ୍ର ବାହିନୀ ଉପରେ ଦେଶର ପ୍ରତ୍ୟକ୍ଷ ସୁରକ୍ଷା ସମ୍ବନ୍ଧୀୟ ନିଜର ଦାୟିତ୍ୱ ନ୍ୟସ୍ତ କରିଥାଏ ଓ ସେ ସବୁକୁ ସଠିକ ଭାବେ କାର୍ଯ୍ୟକାରୀ କରିବାପାଇଁ ମୁଖ୍ୟାଳୟ, ଇଣ୍ଟର ସର୍ଭିସ ସଂଗଠନ, ଉତ୍ପାଦନ ପ୍ରତିଷ୍ଠାନ ଓ ଅନୁସନ୍ଧାନ ବିକାଶ ସଂଗଠନକୁ ସୂଚନା ଦେଇଥାଏ।
ସେ ମଧ୍ୟ ବିଭିନ୍ନ ରାଜ୍ୟରେ ସଂସ୍ଥାର ଆଭିମୂଖ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ଦାୟିତ୍ୱ ନେଇଥିଲେ।
ଜିଏସଟି କାର୍ଯ୍ୟକାରୀ କରିବା ପାଇଁ ଉକ୍ତ ବିଲରେ ସମ୍ବିଧାନ ସଂସୋଧନ ପ୍ରସ୍ତାବ ରଖାଯାଇଥିଲା ।
ଅତଏବ ଜନସଂଖ୍ୟା ବୃଦ୍ଧି ରୋକିବା ଦିଗରେ ସମୟୋପଯୋଗୀ ପଦକ୍ଷେପ ନ ନେଲେ ଏହା ବିଭିନ୍ନ ଉନ୍ନୟାନମୂଳକ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ଏକ ପ୍ରତିବନ୍ଧକ ରୂପେ ଦେଖାଦେବ ।
ଭାରତୀୟ ଉପମହାଦେଶ ଉପରେ ବ୍ରିଟିଶ ଶାସନକୁ ହଟାଇବା ଲକ୍ଷ୍ୟରେ ଏହି ଷଡଯନ୍ତ୍ର ଫେବୃଆରୀ ୧୯୧୫ରେ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଥିଲା ।
|ଏହି ଆଇନର ୨୩(୧) ତମ ଧାରା କେନ୍ଦ୍ର ସରକାରଙ୍କୁ ଏହି ଆଇନର ଉଦ୍ଦେଶ୍ୟସବୁକୁ କାର୍ଯ୍ୟକାରୀ କରିବା ପାଇଁ ନିୟମ ପ୍ରସ୍ତୁତ କରିବାର ଅଧିକାର ଦେଇଛି ।
ରାଷ୍ଟ୍ରୀୟ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ପତ୍ତି ଉପରେ ଆଞ୍ଚ ଆଣିପାରିବେ ।
|ଧାରା ୧୬ (୨)(e) ଅନୁସାରେ କେନ୍ଦ୍ରୀୟ ବୋର୍ଡ ବାୟୁ ପ୍ରଦୂଷଣ ପ୍ରସମନ ନିମିତ୍ତ ଏକ ନିର୍ଦ୍ଦିଷ୍ଟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବ୍ୟକ୍ତି ବିଶେଷଙ୍କୁ ତାଲିମ ଦେବାର ବ୍ୟବାସ୍ଥା କରିପାରିବେ ।