impersonalize Meaning in Odia (Oriya). ( impersonalize ଶବ୍ଦର ଓଡିଆ ଅର୍ଥ)
ଛଦ୍ମନାମ,
Verb:
ବ୍ୟକ୍ତିଗତ,
People Also Search:
impersonalizedimpersonally
impersonate
impersonated
impersonates
impersonating
impersonation
impersonations
impersonator
impersonators
impertinence
impertinences
impertinencies
impertinency
impertinent
impersonalize తెలుగు అర్థానికి ఉదాహరణ:
ତେବେ ସାତୋଶି ନାକାମୋଟୋ ଏକ ଛଦ୍ମନାମ ମାତ୍ର ଓ ଏହି ବ୍ୟକ୍ତି/ଦଳଙ୍କର ପ୍ରକୃତ ପରିଚୟ ଅଜଣା ।
ପଶାଖେଳରେ ହାରିଯାଇ ପାଣ୍ଡବମାନେ ଯେତେବେଳେ ଅଜ୍ଞାତ ବାସ କରୁଥିଲେ, ନକୁଳ ସେତେବେଳେ ନିଜକୁ ଗ୍ରନ୍ଥିକ ନାମକ ଘୋଡ଼ା ପ୍ରଶିକ୍ଷକ ଭାବରେ ଛଦ୍ମନାମରେ ପରିଚୟ ଦେଇ ଅଜ୍ଞାତବାସ ସଂପୂର୍ଣ୍ଣ କରିଥିଲେ ।
ନିର୍ବାସନର ଶେଷ ବର୍ଷରେ, ନକୁଳ ନିଜକୁ ଏକ ଅଶ୍ୱରକ୍ଷକ ଭାବେ ଗ୍ରନ୍ଥିକା ଛଦ୍ମନାମରେ ବିରାଟ ରାଜ୍ୟରେ (ନିଜ ମଧ୍ୟରେ ପାଣ୍ଡବ ତାଙ୍କୁ ଜୟସେନା ବୋଲି ଡାକିଲେ) ବିତାଇଥିଲେ ।
ଚଳଚ୍ଚିତ୍ର ସମୀକ୍ଷକ "ସୂର୍ଯ୍ୟ ଦେଓ"ଙ୍କ କହିବା ଅନୁଯାୟୀ ଏହି ଚଳଚ୍ଚିତ୍ରଟି ବମ୍ବେର ନିର୍ଦ୍ଦେଶକ "ରାମଚନ୍ଦ୍ର ଠାକୁର(ଠାକୁର ଭାଇ) ଓ ଗୌର-ପାର୍ବତୀଙ୍କଦ୍ୱାରା ମିଳିତ ଭାବେ "ସିଦ୍ଧାର୍ଥ" ଛଦ୍ମନାମ ବ୍ୟବହାର କରି ନିର୍ଦ୍ଦେଶିତ ହୋଇଥିଲା ।
| ଆହୁରି ଦେଖନ୍ତୁ |ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର| ଟୀକା | ଆଧାର |ଓଡ଼ିଆ ସିନେମା ଜଗତ ସାରଦା ପ୍ରସନ୍ନ ନାୟକ (ଛଦ୍ମନାମ ସିଦ୍ଧାର୍ଥ)ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସ୍ତ୍ରୀ ୧୯୬୮ ମସିହାରେ ମୁକ୍ତିଲାଭ କରିଥିଲା ।
ଛଦ୍ମନାମ "ହସମତ" ମାଧ୍ୟମରେ ସେ ନିଜେ ଲେଖୁଥିବା ଲେଖାର ଠିକ ବିପରୀତ ଦିଗ ଓ ଧର୍ମର ଲେଖା ଲେଖୁଥିଲେ ବୋଲି ସେ ସ୍ୱୀକାର କରିଥିଲେ ।
| ସାହିତ୍ୟ ସର୍ଜନା |୧୯୦୭ ମସିହାରୁ ଉଦାସୀ ଛଦ୍ମନାମରେ, ସେ କେନ୍ଦୁଝର ବିଦ୍ରୋହ ନାମକ ଏକ ଧାରାବାହିକ ଐତିହାସିକ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ କିନ୍ତୁ ତାହା ଅସମ୍ପୂର୍ଣ୍ଣ ରହିଥିଲା ।
ତାଙ୍କ ପିତା ମନୀଷ ଘାତକ, କାଲୋଲ ଆନ୍ଦୋଳନର ଜଣେ ଜଣାଶୁଣା କବି ତଥା ଔପନ୍ୟାସିକ ଥିଲେ, ଯିଏ ଜୁବାନାଶୱା (ବଙ୍ଗାଳୀ: যুবনাশ্ব) ନାମକ ଛଦ୍ମନାମରେ ଲେଖାଲେଖି କରୁଥିଲେ ।
| ଅଜ୍ଞାତ ବାସର ପୌରାଣିକ ଗାଥା |ଅଜ୍ଞାତ ବାସ କାଳରେ ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀ ଯେତେବେଳେ ରାଜା ବିରାଟଙ୍କ ପ୍ରାସାଦରେ ସୈରୀନ୍ଧ୍ରି (ମହିଳା ଚାକର) ଭାବରେ ଛଦ୍ମନାମ ନେଇ ରହିଥିଲେ, କୀଚକ ଥରେ ଏହି ମାଳିନୀକୁ ଦେଖି ପାଗଳ ଭାବରେ ତାଙ୍କ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଇଚ୍ଛା କଲା, କିନ୍ତୁ ଛଦ୍ମବେଶୀ ଦ୍ରୌପଦୀ ମନା କଲେ ।
ସେ ପ୍ରଥମ ଓଡ଼ିଆ ନିର୍ଦ୍ଦେଶକ ଭାବରେ ଛଦ୍ମନାମ "ସିଦ୍ଧାର୍ଥ" ବ୍ୟବହାର କରି ଲକ୍ଷ୍ମୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।
୧୫ବର୍ଷ ବୟସରୁ ସେ ଛଦ୍ମନାମ ମକରନ୍ଦରେ କବିତା ଲେଖିବା ଆରମ୍ଭ କରିଥିଲେ ।
ସେମାନେ ନିଜ ନାମ ଲୁଚାଇ ଏହି ଛଦ୍ମନାମ, ତ୍ରିମୁର୍ତ୍ତୀ ବ୍ୟବହାର କରିଥିଲେ ।
impersonalize's Usage Examples:
differentiated, adventurous, innovative, but also estranged, alienated, impersonalized.
PST IPD impeditive IPS impersonalizer (AGIPS agent impersonalizer); impersonal passive IRR.
or imagery domain, in the later works his trees – unlike Mondrian"s impersonalized trees – become multi-layer ideological and visual entities.
the invasion of privacy, but also, argues Cooper, because it is cold, impersonalized, and insincere.
As a result, in America the human soul is impersonalized and its spiritual growth is stunted.
is dependent on other entities: users, tasks, goals) Roles allow an impersonalized representation of an actor.