<< impainted impair >>

impainting Meaning in Odia (Oriya). ( impainting ଶବ୍ଦର ଓଡିଆ ଅର୍ଥ)



ଛାପ,

Noun:

ଛାପିବା,

People Also Search:

impair
impaired
impairer
impairers
impairing
impairment
impairments
impairs
impala
impalas
impale
impaled
impalement
impalements
impaler

impainting తెలుగు అర్థానికి ఉదాహరణ:

ଶୀତଦିନରେ ଏମାନଙ୍କ ପୃଷ୍ଠଦେଶ କଳଙ୍କ ଲାଲ୍ ବା ଲାଲ୍ ରଙ୍ଗର ହୋଇଥାଏ ଓ ଶରୀରର ମୁଣ୍ଡ, ବେକ ଓ କାନ୍ଧପରି କେତେକ ସ୍ଥାନରେ ବାଦାମୀ ରଙ୍ଗର ଛାପ ମଧ୍ୟ ରହିଥାଏ ।

ଓଡ଼ିଆ ଭାଷାରେ ଏହା ଦ୍ୱିତୀୟ ଛାପା ପତ୍ରିକା ଅଟେ (୧୮୪୯ ମସିହାର "ଜ୍ଞାନାରୁଣ" ପତ୍ରିକା ପରେ) ।

|୨୦୧୨|ଏହି ବର୍ଷକୁ ପଞ୍ଜାବୀ ଚଳଚ୍ଚିତ୍ରର ସୁବର୍ଣ୍ଣ ବର୍ଷ କୁହାଯାଏ ଓ ଚଳଚ୍ଚିତ୍ର ଶିଳ୍ପ ଏହି ବର୍ଷ ସମଗ୍ର ଭାରତୀୟ ଛାପ ଥାଇ ବହୁ ମାଇଲ୍ ଖୁଣ୍ଟ ଅତିକ୍ରମ କରିଥିଲା ।

| ସାହିତ୍ୟ ସର୍ଜନା |କୃଷ୍ଣା ହିନ୍ଦୀରେ ସାହିତ୍ୟ ରଚନା କରୁଥିଲେ କିନ୍ତୁ ତାଙ୍କ ରଚନାରେ ପଞ୍ଜାବୀ ଓ ଉର୍ଦ୍ଦୁ ଓ ରାଜସ୍ଥାନୀ ଭାଷାର ଛାପ ଦେଖିବାକୁ ମିଳୁଥିଲା ।

ତେଣୁ ସ୍ଥାନର ନାମ ଇଚ୍ଛାପୁର ହେଲା ।

ମନ୍ଦିର ବାହାରେ ଏକ ଛାପାଖାନା ଅଛି ।

ଲିପିବଦ୍ଧ କାରବାରର ସମୟଛାପ ଯେପରି ପରିବର୍ତ୍ତିତ ହୋଇପାରୁନଥିବା ଏକ ବ୍ୟବସ୍ଥା ସୃଷ୍ଟି କରିବା ସେମାନଙ୍କ ଇଚ୍ଛା ଥିଲା ।

ତାଳଚେର ବ୍ଳକ ସରାଙ୍ଗ ଗ୍ରାମର ଏକ ପାର୍ଶ୍ୱଦେଇ ବୋହି ଯାଉଥିବା ବ୍ରାହ୍ମଣୀ ନଦୀ କୂଳର ମୁଗୁନି ପଥର ଚଟାଣରେ ପଥରକୁ କଟାଯାଇ ତିଆରି କରାଯାଇଥିବା ପୁରାଣ କଥିତ ଭଗବାନଙ୍କ ବିଷ୍ଣୁଙ୍କ ଅନନ୍ତଶୟନର ଛାପ ଦେଖିବାକୁ ମିଳେ ।

ବୌଦ୍ଧ ଧର୍ମଗ୍ରନ୍ଥରେ ଯେଉଁ ଚାରିପ୍ରକାର ଗରୁଡ ରାଜାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ସେମାନେ ହେଲେ:- ମହା ଶକ୍ତିଶାଳୀ ଗରୁଡ ରାଜା, ବିଶାଳକାୟ ଗରୁଡ ରାଜା, ଇଚ୍ଛାପୂର୍ତ୍ତି ଗରୁଡ ରାଜା ଓ ସ୍ୱ-ଇଚ୍ଛାଧାରୀ ଗରୁଡ ରାଜା ଇତ୍ୟାଦି ।

୧୧ ବର୍ଷ ବୟସରେ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କ ରଚନା ସମୂହ ସମ୍ପାଦନା, ଭୁଲ ସଂଶୋଧନ ଏବଂ ସେଇ ଅପ୍ରାକୃତ ଗ୍ରନ୍ଥସମୂହ ଛାପିବା କାର୍ଯ୍ୟରେ ଭକ୍ତିବିନୋଦ ଠାକୁରଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲେ ।

ସେ କିଛି ବଦମାସ ଏବଂ ଖଳ ପ୍ରକୃତିର ଲୋକଙ୍କ ବିଷୟରେ ଖବରକାଜରେ ଲେଖି ଛାପିଥିଲା ।

impainting's Meaning in Other Sites