<< illustratively illustrators >>

illustrator Meaning in Odia (Oriya). ( illustrator ଶବ୍ଦର ଓଡିଆ ଅର୍ଥ)



ଚିତ୍ରକାର,

Noun:

ଚିତ୍ରକାର,

illustrator తెలుగు అర్థానికి ఉదాహరణ:

ହୁସେନ ଜନେ ଛାୟାଚିତ୍ରକାର ଏବଂ ଚଳଚ୍ଚିତ୍ରରେ କାର୍ଯ୍ୟ କରୁଥିଲେ ।

ତତ୍କାଳୀନ ବରିଷ୍ଠ ଚିତ୍ରକାର ମାଳୀଙ୍କ ତତ୍ୱାବଧାନରେ ସେ ଅଙ୍କନ କରୁଥିଲେ ଓ ମାଳୀ ହିଁ ତାଙ୍କୁ " ଶିଳ୍ପୀ" ନାମ ଦେଇଥିଲେ ।

|ରଥରେ ଲାଗୁଥିବା ଘୋଡ଼ା ଏବଂ ପାର୍ଶ୍ୱଦେବତାମାନଙ୍କୁ ସବୁବର୍ଷ ତିଆରି କରିବା ପରିବର୍ତ୍ତେ ନବକଳେବର ବର୍ଷରେ ହେଉଥିବା ରଥଯାତ୍ରାରେ ନୂଆ କରି ନିର୍ମାଣ କରାଯାଇଥାଏ ଏବଂ ଅନ୍ୟ ବର୍ଷମାନଙ୍କରେ ଏହାକୁ ଚିତ୍ରକାର ସେବାୟତଙ୍କର ରଙ୍ଗକାମ ପରେ ରଥରେ ଖଞ୍ଜିଦିଆଯାଇଥାଏ ।

|ଚିତ୍ରକାର : (ସେବା ନଂ ୮୭) ଏହି ସେବକ ରଥବାଡ଼, ପାର୍ଶ୍ୱ ଦେବଦେବୀ, ଓଲଟ ଶୁଆ, କଳସ ଓ ରଥରେ ପରମ୍ପରା ଅନୁଯାୟୀ ଅନ୍ୟାନ୍ୟ ସମସ୍ତ ଚିତ୍ର କାର୍ଯ୍ୟ କରିଥାନ୍ତି।

ଫଳରେ ସେ ରେଖାଚିତ୍ର ତଥା ଜ୍ୟୋତିଷ ଶାସ୍ତ୍ରରେ ପ୍ରଭୂତ ଜ୍ଞାନ ଆହରଣ କରିପାରିଥିଲେ ଏବଂ ଜଣେ କୁଶଳୀ ମାନଚିତ୍ରକାର ମଧ୍ୟ ହୋଇପାରିଲେ ।

ସେହି ପୁତ୍ରଙ୍କ ମଧ୍ୟରୁ ମାଳାକାରଙ୍କୁ ପୁଷ୍ପଶିଳ୍ପ, କର୍ମକାରଙ୍କୁ ଲୌହ ଶିଳ୍ପ, କାଂସ୍ୟକାରଙ୍କୁ କଂସା ଶିଳ୍ପ, ସୂତ୍ରଧରଙ୍କୁ କାଠ ଶିଳ୍ପ, ତନ୍ତୀଙ୍କୁ ବୟନଶିଳ୍ପ, କୁମ୍ଭକାରଙ୍କୁ ମୃତ୍ତିକା ଶିଳ୍ପ, ସ୍ୱର୍ଣ୍ଣକାରଙ୍କୁ ଅଳଙ୍କାର ଓ ଚିତ୍ରକାରଙ୍କୁ ଅଙ୍କନ ଶିଳ୍ପ ବିଦ୍ୟା ଶିକ୍ଷା ଦେଇ ବିଶ୍ୱକର୍ମା ସେମାନଙ୍କୁ ସୁଶିକ୍ଷିତ କରାଇଥିଲେ ।

ସେ ଜଣେ ଚିତ୍ରକାର ଓ ସ୍ଥପତି ମଧ୍ୟ ।

ଏହାର ଅଳ୍ପ ଦୂରରେ ଚିତ୍ରକାରିଣୀ ମନ୍ଦିର ଅବସ୍ଥିତ ।

| କବିତା ପୁସ୍ତକ |ଦୁଃଖଦୋଳୀ - ୨୦୧୨|ସୂର୍ଯ୍ୟଫୁଲ - ୨୦୧୬| ଗଳ୍ପ ପୁସ୍ତକ |ମୁଁ ନଥିବା ଯାଏ - ୨୦୧୩|ମାଟିପିଣ୍ଡା - ୨୦୧୬| ଆଧାର |୧୯୭୨ ଜନ୍ମ|ଓଡ଼ିଆ ସାହିତ୍ୟ|କେନ୍ଦ୍ରାପଡ଼ା ଜିଲ୍ଲାର ଲୋକ ହେମା ଉପାଧ୍ୟାୟ (ଜନ୍ମ ହେମା ହିରାନୀ; ୧୯୭୨ – ଡିସେମ୍ବର ୧୧ ୨୦୧୫) ମୁମ୍ବାଇରେ ରହୁଥିବା ଜଣେ ଭାରତୀୟ ଚିତ୍ରକାର

ସେ ପ୍ରସିଦ୍ଧ ଚିତ୍ରକାର ଶ୍ରୀ ଏସ୍. ଧନପାଲଙ୍କ ଛାତ୍ରୀ ।

ଛାୟା ଚିତ୍ରକାର ଫାରୁକି ହେଲାଲ ଏବଂ ଫ୍ୟାସନ ଡିଜାଇନର ଏମଦାଦ ହକ୍ ତାଙ୍କର କାର୍ଯ୍ୟକୁ ପ୍ରଥମେ ଗୁରୁତ୍ୱର ସ‌ହ ନେଇଥିଲେ ଏବଂ ତାଙ୍କୁ ମଡେଲିଂ ଦୁନିଆରେ ପ୍ରବେଶ କରିଥିଲେ ।

ବେଲଜିଆନ୍ ପ୍ରତୀକବାଦୀ ଚିତ୍ରକାର ଫର୍ନାର୍ଡ୍ ନୋଫ୍ ୧୮୯୬ ମସିହାରେ ଆଙ୍କିଥିବା ଓଏଡାଇପସ୍ ଓ ସ୍ଫିଙ୍କସ୍ ଥିବା “ଦ କରେସ୍” ନାମକ ଚିତ୍ରରେ ଥିବା ଜୀବର ମୁଣ୍ଡ ନାରୀର କିନ୍ତୁ ଶରୀର ଏକ ଚିତାବାଘର ।

)|ଅଧିକ ଆଷାଢ଼ର ଶେଷ ପନ୍ଦର ଦିନ ନୂତନ ବିଗ୍ରହଙ୍କ ଦେହର ପୂର୍ଣ୍ଣ ରୂପାୟନ, ଚିତ୍ରକାରଙ୍କଦ୍ୱାରା ରଙ୍ଗ ଆଦି କରାଯାଇ ବିଗ୍ରହଙ୍କ କାର୍ଯ୍ୟ ଶେଷ କରାଯାଇଥାଏ ।

illustrator's Usage Examples:

oil from the illustrator"s hands can form skid patches on the film"s nonporous surface, where ink and pencil will not adhere to the matte surface, while.


American cartoonist and illustrator known for his intricately detailed grotesques of bizarre or misshapen people.


He first appeared in Young Avengers #1 (April 2005), created by writer Allan Heinberg and illustrator Jim Cheung.


Feldstein encouraged the EC illustrators to maintain their personal art styles, and this emphasis on individuality gave the EC line a unique appearance.


He also learned about aquatinting and drawing on wood under Josiah Wood Whymper (wood-engraver, illustrator.


1847)January 6 – Adolfo de Carolis, Italian painter, xylographer, illustrator and photographer (b.


Margaret Ely Webb (1877–1965) was an American illustrator, printmaker, and bookplate artist.


He was married to Hester Margaret Sainsbury who was a book illustrator, painter and artist known for her performances to music.


illustrator known for his intricately detailed grotesques of bizarre or misshapen people.


Alongside is illustrator Love Nordberg, whose aquarelle paintings are shown during the introduction and as a divider in the show.


See alsoFootball field (for each football code)Turf managementGroundskeepingReferencesPitchSports rules and regulationsSports venues by type Joakim Lindengren (born March 28, 1962) is a Swedish cartoonist, illustrator and artist.


painter and illustrator John Bauer (potter) (born 1978), South African ceramicist and artist John Bauer (American painter) (born 1971), American artist.


called the Children"s Literature Legacy Award), a prize for writers or illustrators of children"s books published in the U.



Synonyms:

creative person, commercial artist, artist,

Antonyms:

classicist, romanticist,

illustrator's Meaning in Other Sites