<< illuminances illuminants >>

illuminant Meaning in Odia (Oriya). ( illuminant ଶବ୍ଦର ଓଡିଆ ଅର୍ଥ)



ଉଜ୍ଜ୍ୱଳ, ଆଲୋକିତକାରୀ,

Noun:

ଆଲୋକିତକାରୀ,

illuminant తెలుగు అర్థానికి ఉదాహరణ:

ଯେତେବେଳେ ତାଙ୍କୁ 5/6 ବର୍ଷ ହୋଇଥିଲା, ଥରେ କ୍ଷେତରେ ବୁଫାଲ ଚରାଉଥିଲେ, ସେତେବେଳେ ସେ ଜଣେ ଉଜ୍ଜ୍ୱଳ ଏବଂ ଧର୍ମପରାୟଣ ବ୍ୟକ୍ତିଙ୍କ ଦର୍ଶନ ପାଇଲେ | ଯେତେବେଳେ ସାଧୁଜୀ ତାଙ୍କୁ କିଛି ଖାଦ୍ୟ ମାଗିଲେ, କାଟିଆ ବାବାଜୀ ମହାରାଜ ତାଙ୍କୁ ଘରୁ ବହୁ ପରିମାଣର ମଇଦା, ଚିନି, ଘି ଇତ୍ୟାଦି ଆଣିଥିଲେ।

ରାଜଦମ୍ପତିଙ୍କ ସମାଧି ପ୍ରକୋଷ୍ଠ ମଧ୍ୟସ୍ଥ ବେଦୀ ଉପରେ ଯେଉଁ ଦୁଇଖଣ୍ଡ ଉଜ୍ଜ୍ୱଳ ଶିଳା ଖଚିତ ହୋଇଥିଲା ତାହା କିଏ ଅପହରଣ କଲା ତାର ଇୟତ୍ତା ନାହିଁ।

ବିଚାରପତି କମଲ ନାରାୟଣ ଚୌଧୁରୀ ତାଙ୍କୁ ସେ ଆଧୁନିକ ଗୀତ ଗାଇବା ନିମନ୍ତେ ବ‌ହୁତ ଗାଳି ଦେଇ ଟିପ୍ପଣୀ ଦେଇ କ‌ହିଥିଲେ, ସେ ଆଧୁନିକ ଗୀତ ଗାଇ ନିଜର ଉଜ୍ଜ୍ୱଳ ଭବିଷ୍ୟତକୁ ବରବାଦ କରଛନ୍ତି ।

ଫ୍ରେସ୍ନେଲ୍‍ଙ୍କ ଏହି ଆବିଷ୍କାର ବତିଘର ଆଲୋକର ଉଜ୍ଜ୍ୱଳତା ୪ ଗୁଣ ପର୍ଯ୍ୟନ୍ତ ବଢ଼ାଇବାରେ ସକ୍ଷମ ହୋଇଥିଲା ।

ଅଚାନ‌କ ସେମାନେ ଉଜ୍ଜ୍ୱଳ ଆଲୋକର ସଂସ୍ପର୍ଶରେ ଆସିଲେ ଏବଂ ତାକୁ ପିଛା କରି କରି ଯାଇ ଏକ କୁଡ଼ିଆରେ ପ‌ହ‌ଞ୍ଚିଲେ ।

ଉଦ୍‍ଘାଟନ ସମୟରେ ୯୨୦୦ କିଲୋମିଟର୍ ଦୂରରେ ଅବସ୍ଥିତ ରୋମ୍ ସହରରୁ ବେତାର ତରଙ୍ଗର ପ୍ରେରଣ କରି ରିଓରେ ଆଲୋକ ଜଳାଇ ମୂର୍ତ୍ତିକୁ ଉଜ୍ଜ୍ୱଳିତ କରିବାର ଯୋଜନା କରାଯାଇଥିଲା ।

|ଉଗ୍ର ଟନସିଲାଇଟିସ ହେଲେ ଟନସିଲ ଉଜ୍ଜ୍ୱଳ ଲାଲ ଦେଖା ଯାଇ ଓ ଠାଏ ଠାଏ ପୂଜ ଦେଖାଯାଏ ।

|ସ୍ୱପ୍ନରେ ସେ ଏକ ଉଜ୍ଜ୍ୱଳ ଆଲୋକରେ ଏକ ଛାୟା ମୂର୍ତ୍ତୀ ଦେଖିଲେ ଓ ସେ ଆଶ୍ୱାସନା ଦେଇ ବ୍ୟସ୍ତ ନହେବାକୁ କ‌ହିଲେ ।

ଏହି ଅବସ୍ଥାରେ ତାହାର ମଥା ରଙ୍ଗ ଉଜ୍ଜ୍ୱଳ ନଥାଏ, ଥଣ୍ଟ ଅଣଓସାରିଆ ଓ ଗାଢ଼ ପାଉଁସିଆ ଦେଖାଯାଏ, ଗୋଡ଼ ଓ ପାଦ କଳା ଦେଖାଯାଏ ।

ସେହି ବସ୍ତୁରୁ ବିକିରୀତ ଆଲୋକ ଦେଖଣାହାରୀକୁ ନାଲି ଓ କମ୍ ଉଜ୍ଜ୍ୱଳ ଦିଶିବ ।

illuminant's Usage Examples:

wooden towers with candle illuminants.


The term illuminant metameric failure or illuminant metamerism is sometimes used to describe situations in.


ludicrous, lusory, prelude lumin- light Latin lumen, luminis, luminare dislimn, enlumine, illuminable, illuminance, illuminant, illuminate, illuminati.


neutral; this flatness ensures that the card appears neutral under any illuminant (see metamerism).


Before ceasing publication of standard illuminants, the CIE worked around this problem by explicitly specifying the form.


The excitation purity (purity for short) of a stimulus is the difference from the illuminant"s white.


lucre, lucrific †lucellum lucell- lūmen lūmin- light dislimn, enlumine, illuminable, illuminance, illuminant, illuminate, illuminati, illumination, illumine.


An illuminant is characterized by its relative spectral power distribution (SPD).


lucrative, lucre, lucrific †lucellum lucell- lūmen lūmin- light dislimn, enlumine, illuminable, illuminance, illuminant, illuminate, illuminati, illumination.


Whale oil was used as a cheap illuminant, though it gave off a strong odor when burnt and was not very popular.


It is part of the D series of illuminants that try to portray standard illumination conditions at open-air in different.


profit lucrative, lucre, lucrific †lucellum lucell- lūmen lūmin- light dislimn, enlumine, illuminable, illuminance, illuminant, illuminate, illuminati.


flatness ensures that the card appears neutral under any illuminant (see metamerism).



Synonyms:

fuel,

illuminant's Meaning in Other Sites