<< iller illerate >>

illeracy Meaning in Odia (Oriya). ( illeracy ଶବ୍ଦର ଓଡିଆ ଅର୍ଥ)



ନିରକ୍ଷରତା,

Noun:

ନିରକ୍ଷରତା |,

illeracy తెలుగు అర్థానికి ఉదాహరణ:

ନିରକ୍ଷରତା ଦୂରୀକରଣ ନିମନ୍ତେ ପୁରୁଷ-ସ୍ତ୍ରୀ, ଶ୍ରମିକ-ମୂଲିଆ, ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଶିକ୍ଷା ଲାଭ ପାଇଁ ସେ ଏକ ନୈଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।

ଭାରତ ଏକ ଦ୍ରୁତ ବିକାଶଶୀଳ ଦେଶ ହେଲେ ମଧ୍ୟ ଦାରିଦ୍ର୍ୟ, ନିରକ୍ଷରତା, ଭ୍ରଷ୍ଟାଚାର ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇ ପାରିନାହିଁ ।

ଗାଁର ଲୋକମାନେ ଦାରିଦ୍ର୍ୟ, ଅଭାବ, ନିରକ୍ଷରତା ମଧ୍ୟରେ ଜୀବନଯାପନ କରୁଥିଲେ ଓ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ରହିଥିଲେ ।

ବିଶ୍ୱରୁ ନିରକ୍ଷରତା ଦୂର କରିବା ଏହାର ପାଥମିକ ଲକ୍ଷ୍ୟ ।

ନାରୀମାନଙ୍କ ନିରକ୍ଷରତା ହିଁ ତାଙ୍କୁ ଦୁର୍ବିସହ ଜୀବନ ବିତାଇବାକୁ ବାଧ୍ୟ କରୁଥିବା କଥା ସେ ଜାଣିଥିଲେ।

illeracy's Meaning in Other Sites