<< idolizing idols >>

idoloclast Meaning in Odia (Oriya). ( idoloclast ଶବ୍ଦର ଓଡିଆ ଅର୍ଥ)



ପ୍ରତିମା,

Noun:

ସଂସ୍କାରର ଆକ୍ରମଣକାରୀ |, ପ୍ରତିମା,

People Also Search:

idols
idolum
idp
idris
ids
idyl
idyll
idyllian
idyllic
idyllical
idyllically
idyllist
idylls
idyls
ie

idoloclast తెలుగు అర్థానికి ఉదాహరణ:

ନଡ଼ିଆ ଓ ଗୁଆକୁ ହଳଦୀ ପାଣିରେ ଗାଧୋଇଦେବା ପରେ ଏହି ଝିଅମାନେ ଧଳା କୁଙ୍କୁମରେ ପ୍ରତିମାଗୁଡ଼ିକୁ ସଜାଇ ଦିଅନ୍ତି ।

|ଉତ୍ତରଦ୍ୱାର ପାହାଚ ଉପର ବାମପାଖରେ ଥିବା ପର୍ଶୁନାଥ ଓ ଧବଳେଶ୍ୱର ମନ୍ଦିରର ଦକ୍ଷିଣପାଖ ଦେବତା ଗଣେଶ ଥିବା ସ୍ଥଳେ ଧବଳେଶ୍ୱର ମନ୍ଦିର ସାମ୍ନାପଟ କାନ୍ଥରେ ଗଣେଶଙ୍କର ଏକ ଚିତ୍ର ପ୍ରତିମା ରହିଛି ।

ମୂଳ ପ୍ରତିମା ନିର୍ମାଣ ସମୟରେ ବ୍ୟବହୃତ ଖଡ଼ିପଥର ପରି ସ୍ୱଚ୍ଛ ଧଳା ଖଡ଼ିପଥର ଆଉ ସହଜରେ ଉପଲବ୍ଧ ନୁହେଁ ଓ ବର୍ତ୍ତମାନ ସମୟରେ ମିଳୁଥିବା ଅଧିକାଂଶ ଖଡ଼ିପଥର ଈଷତ୍ ଗାଢ଼ ରଙ୍ଗର ।

ଏହା ବ୍ୟତୀତ ସେ ପ୍ରତିମା ଦେବୀଙ୍କ ନୃତ୍ୟ ଅନୁଷ୍ଠାନ 'ନୃତ୍ୟଗ୍ରାମ' ସହିତ ସଂଶ୍ଳିଷ୍ଟ ରହି ସେ ଓଡ଼ିଶୀ ନୃତ୍ୟର ପ୍ରସାର ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି ।

ତେଣୁ ଉଦିତ ସୂର୍ଯ୍ୟଙ୍କ ପ୍ରଥମ କିରଣ କୋଣାର୍କ ମନ୍ଦିରର ପ୍ରତିମା ଉପରେ ପଡୁଥିବା ବେଳେ ଅସ୍ତମିତ ସୂର୍ଯ୍ୟଙ୍କ କିରଣ ବିରଞ୍ଚି ନାରାୟଣଙ୍କ ପ୍ରତିମାର ଚରଣ ସ୍ପର୍ଶ କରିଥାଏ ।

କେତେକ ଦେଉଳରେ ମଧ୍ୟ ଏଗୁଡ଼ିକ ଅଧୀଷ୍ଠିତ ଠାକୁରଙ୍କ ପ୍ରତିମା ରଖିବା ପାଇଁ ବ୍ୟବହାର କରାଯାଇଥାଏ ।

ଗୋମତେଶ୍ୱର ପ୍ରତିମାରେ ତାଙ୍କ କେଶ କୁଞ୍ଚୁକୁଞ୍ଚିଆ ଓ ତାଙ୍କ କର୍ଣ୍ଣ ଦ୍ୱୟ ଈଷତ୍ ବଡ଼ ।

|ଭକ୍ତ ମାନଙ୍କୁ ଭସ୍ମ ଦିଆ ଯାଏ|ମନ୍ଦିରରେ ନିର୍ଦ୍ଧିଷ୍ଟ ପ୍ରତିମା ନାହି ।

ସେ ପ୍ରତିମା ମଞ୍ଜରୀଙ୍କୁ ବିବାହ କରିଥିଲେ ।

ଏହି ପ୍ରତିମାରେ ଚତୁର୍ମୁଖ ବ୍ରହ୍ମା କମଳାସନରେ ରୂପାୟିତ ।

ପ୍ରତନତାତ୍ତ୍ୱିକ ଖନନ ବେଳେ ମିଳିଥିଲା କିଛି ଧ୍ୟାନମଗ୍ନ ବୁଦ୍ଧ ପ୍ରତିମା ଆବିଷ୍କୃତ ହୋଇଥିବାରୁ ଏହି ସ୍ଥାନର ନାମ ବୁଦ୍ଧଖୋଲ ।

idoloclast's Meaning in Other Sites