hysteria Meaning in Odia (Oriya). ( hysteria ଶବ୍ଦର ଓଡିଆ ଅର୍ଥ)
ନିମୋନିଆ, ହିଷ୍ଟେରିଆ, ଅପସ୍ମାର,
Noun:
ହିଷ୍ଟେରିଆ,
People Also Search:
hysteriashysteric
hysterical
hysterical fit
hysterical neurosis
hysterically
hystericky
hysterics
hysteroid
hysteroidal
hysteron proteron
hysterotomies
hysterotomy
hystrrical
hythes
hysteria తెలుగు అర్థానికి ఉదాహరణ:
|ଧୁମ୍ରପାନ, ପ୍ରତିରୋଧ ଅକ୍ଷମତା, ମଦ୍ୟାଶକ୍ତ, ଅବରୋଧକାରୀ ଫୁସଫୁସ୍ ରୋଗ, ପୁରାତନ ବୃକ୍କ ରୋଗ ଓ ଯକୃତ ରୋଗ ଇତ୍ୟାଦି ନିମୋନିଆର ବାହକ ରୂପେ ପରିଚିତ ।
ଏହି ସମସ୍ଟିରେ ଥିବା ରୋଗମାନଙ୍କର ନାମ: ଡିଫ୍ୟୁଜ୍ ଆଲ୍ଭିଓଲାର୍ ଡାମେଜ୍, ଅର୍ଗାନାଇଜିଙ୍ଗ ନିମୋନିଆ, ନନ୍ସ୍ପେସିଫିକ୍ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ଲିମ୍ଫୋସାଇଟିକ୍ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ଡିସ୍କ୍ୱାମେଟିଭ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ରେସ୍ପିରେଟରି ବ୍ରୋଙ୍କିଆଲ୍ ଇଣ୍ଟରସ୍ଟିସିଆଲ୍ ଫୁସ୍ଫୁସ୍ ରୋଗ ଓ ସାଧାରଣ ଇଣ୍ଟରସ୍ଟିସିଆଲ୍ ନିମୋନିଆ ।
ନିର୍ଦ୍ଦିଷ୍ଟ ଭାବରେ ଏହା ସେଲ୍ୟୁଲାଇଟିସ୍, ମୂତ୍ରନଳୀ ସଂକ୍ରମଣ (urinary tract infections), ନିମୋନିଆ, ଏଣ୍ଡୋକାର୍ଡ଼ାଇଟିସ (endocarditis), ଗଣ୍ଠି ସଂକ୍ରମଣ ( joint infection) ଓ ପିତ୍ତନଳୀ ସଂକ୍ରମଣ (biliary tract infections) ରୋଗମାନଙ୍କରେ ଦିଆଯାଏ ।
ଜୀବାଣୁଦ୍ୱାରା ହେଉଥିବା ନିମୋନିଆକୁ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ ।
|ନିମୋନିଆ ସିଭିଅରିଟି ଇଣ୍ଡେକ୍ସ (PCI Score).|ସି. ୟୁ. ଆର୍. ବି. – ୬୫ (CIRB-65).| ପ୍ଲୁରାଲ୍ ଇଫ୍ୟୁଜନ୍, ଏମ୍ପାଇମା, ଆବସେସ୍ ||ଫୁସ୍ଫୁସ୍ ଚାରି ପାଖରେ ଘେରି ରହିଥିବା ପ୍ଲୁରା ମଧ୍ୟରେ ତରଳ ପଦାର୍ଥ ଜମି ଯାଇ ପାରେ ।
ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଓଷ୍ଟିଓପୋରୋସିସ, ଅଳ୍ପ ରକ୍ତ ମାଗନେସିଅମ (low blood magnesium), କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ (Clostridium difficile infection) ଓ ନିମୋନିଆ ଆଦି ରୋଗ ହୋଇପାରେ ।
ରୋଗ ଜଟୀଳତା ମଧ୍ୟରେ ଆସ୍ପିରେସନ ନିମୋନିଆ, ସେରେବ୍ରାଲ ହେମୋରେଜ, ବୃକ୍କ ଫେଲ ଓ ହୃତ୍ପିଣ୍ଡ ବନ୍ଦ ହୁଏ ।
ଅନ୍ୟାନ୍ୟ ନିମୋନିଆ ରୋଗର ପାର୍ଥକ୍ୟ ନିର୍ଣ୍ଣୟ କରିବା କଷ୍ଟକର ।
ତଣ୍ଟି ସଂକ୍ରମଣ, ନିମୋନିଆ, ଚର୍ମ ସଂକ୍ରମଣ ଓ ମୂତ୍ରନଳୀ ସଂକ୍ରମଣରେ ମଧ୍ୟ ଏହା ବ୍ୟବହାର କରାଯାଏ ।
ଏହି ପରଜୀବୀ ସିଧା ସଳଖ ମୃତ୍ୟୁର କାରଣ ହୁଏନି କିନ୍ତୁ ଇମ୍ମ୍ୟୁନିଟି କମ୍ ଥିବା ସ୍ଥାନରେ ସର୍ବଦା ନିମୋନିଆ, ଯକ୍ଷ୍ମା ଓ ଡିସେଣ୍ଟେରି ରହୁଥିବାରୁ ଓ ଏଚଆଇଭି/ଏଡସ ଭଳି ସୁବିଧାବାଦୀ ଡୋନୋଭାନି ସଂକ୍ରମଣ ଯୋଗୁ ରୋଗ ବଢ଼ିଯାଇ ମୃତ୍ୟୁ ହୁଏ ।
|ଆଧୁନିକ ଭେଷଜ ବିଜ୍ଞାନର ପିତା ରୁପେ ପରିଚିତ ସାର ଉଇଲିଅମ୍ ଓସ୍ଲର୍ ୧୯୧୮ ମସିହାରେ ନିମୋନିଆକୁ ମୃତ୍ୟୁ ମାନବମାନଙ୍କର କ୍ୟାପଟେନ ନାମରେ ଅଭିହିତ କରିଥିଲେ ।
hysteria's Usage Examples:
Unlike many of her future "reaps", George suffers from mild hysteria upon realizing she is dead.
neuroses into the psychasthenias and the hysterias, discarding the term "neurasthenia" since it implied a neurological theory where none existed.
Nunez was diagnosed with "conversion hysteria" in 1970 and visited numerous psychiatric clinics.
argued that hysteria was caused by "a hereditary degeneration of the nervous system, namely a neurological disorder".
is best known today for his work on hypnosis and hysteria, in particular his work with his hysteria patient Louise Augustine Gleizes.
believed some common signs of female hysteria were "tears and laughter, oscitation [yawning], pandiculation (stretching and yawning), suffocating angina.
During this time period, science started to focalize hysteria in the central nervous system.
On 26 June 1893 Illinois Governor John Peter Altgeld set the remaining leader free, and granted full pardons to all those tried claiming they were innocent of the crime for which they had been tried and the hanged men had been the victims of hysteria, packed juries and a biased judge.
In "Birds and Fishes", the poet is ironic when he anthropomorphizes the feasting birds and attributes sins and hysteria to their behavior.
"catastrophic Allied defeats" that soon followed, which produced "two hysterias in the summer of 1940: first, fear of imminent invasion and, second, a.
saw their work in 1922, and criticized it for "its disproportion and dadaistic hysteria.
casualties manifest themselves in fatigue cases, confusional states, conversion hysteria, anxiety, obsessional and compulsive states, and character disorders.
In the wake of the massacre, the news reel of the event was suppressed for fear of creating, in the words of an official at Paramount News agency, mass hysteria.
Synonyms:
fear, fright, fearfulness,
Antonyms:
unafraid, afraid, formalism, fearlessness,