hydroxy Meaning in Odia (Oriya). ( hydroxy ଶବ୍ଦର ଓଡିଆ ଅର୍ଥ)
ହାଇଡ୍ରୋକ୍ସି,
ହାଇଡ୍ରୋକ୍ସିଲ୍ ଗ୍ରୁପ୍ ହେବା କିମ୍ବା ଧାରଣ କରିବା |,
Adjective:
ହାଇଡ୍ରୋକ୍ସି |,
People Also Search:
hydroxychloroquinehydroxyl
hydroxyl ion
hydroxyl radical
hydroxylate
hydrozoa
hydrozoan
hydrozoans
hye
hyena
hyena dog
hyenas
hyes
hyetal
hyetograph
hydroxy తెలుగు అర్థానికి ఉదాహరణ:
| ଆଧାର |କନ୍ଧମାଳ ଜିଲ୍ଲା|କନ୍ଧମାଳ ଜିଲ୍ଲାର ଗାଆଁ ଓ ସହର ହାଇଡ୍ରକ୍ସୋକୋବାଲାମିନ (ଇଂରାଜୀ ଭାଷାରେ Hydroxocobalamin, ଅନ୍ୟ ନାମ ଜୀବସାର ଖ୧୨କ ବା vitamin B12a ଓ ହାଇଡ୍ରୋକ୍ସିକୋବାଲାମିନ hydroxycobalamin) ଏକ ଜୀବସାର ବା ଭିଟାମିନ (vitamin) ଯାହା ଖାଦ୍ୟରୁ ମିଳେ ଓ ଖାଦ୍ୟ ଅନୁପୂରକ (dietary supplement) ଭାବରେ ବ୍ୟବହାର କରାଯାଏ ।
ତା'ଠାରୁ ଏହାର ଭିନ୍ନତା ହେଲା - ଏହା ଇଣ୍ଡୋଲ-ବିରୋଧୀ ଏବଂ ମେଲେଜିଟୋଜରେ ଏହା ବଢିପାରେ କିନ୍ତୁ ୩-ହାଇଡ୍ରୋକ୍ସିବ୍ଯୁଟିରେଟରେ ବଢିପାରେ ନାହିଁ।
ଏହି ପ୍ରତିକ୍ରିୟାରେ ଜଳ ଦୁଇଭାଗ ହୋଇଯାଏ, ଏହାର -ଓଏଚ ଦଳ ଫସଫେଟ ସହିତ ସଂଯୁକ୍ତ ହୋଇଯାଆନ୍ତି; ଅନ୍ୟାନ୍ୟ ପଦାର୍ଥର ହାଇଡ୍ରୋକ୍ସିଲ ଦଳକୁ ଏଚ+ ପ୍ରଟୋନେଟ କରିଦିଏ ।
|ରୋଗର ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ | ଇମ୍ମ୍ୟୁନ ପ୍ରଣାଳୀକୁ ଦମନ କରିବା ପାଇଁ ପ୍ରେଡନିସୋନ, ସାଇକ୍ଲୋଫସଫାମାଇଡ କିମ୍ବା ହାଇଡ୍ରୋକ୍ସିକ୍ଲୋରୋକୁଇନ ଇତ୍ୟାଦି ବ୍ୟବହୃତ ହୁଏ ।
ଏକା ଶିରାଭ୍ୟନ୍ତର ନଳୀରେ ଏହା ସହିତ ହାଇଡ୍ରୋକ୍ସିକୋବାଲାମିନ (hydroxocobalamin) ଦିଆଯାଏନାହିଁ ।
ଏହିଭଳି ଔଷଧଗୁଡ଼ିକର ନାମ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଓ ମେଥୋଟେକ୍ସେଟ ।
ହାଇଡ୍ରୋକ୍ସିକୋବୋଲାମିନ (Hydroxocobalamin) ଏହାର ଆଣ୍ଟିଡୋଟ (antidote) କାମ କରିବା ଜଣାଯାଏ ଓ ଏହା ପ୍ରଥମ ଧାଡ଼ିର ଚିକିତ୍ସା ଭାବରେ ବିବେଚନା କରାଯାଏ ।
ଦେହରେ ଏହା ୧,୨୫-ଡାଇହାଇଡ୍ରୋକ୍ସିଭିଟାମିନ ଡିରେ (1,25-dihydroxyvitamin D) ପରିବର୍ତ୍ତିତ ହୋଇ ଅନ୍ତନଳୀରୁ ଅଧିକ କ୍ୟାଲସିଅମ (calcium) ଅବଶୋଷଣ କରେ ।
ଅବଶେଷରେ ଏହା ଭାନିଲିଲମାଣ୍ଡେଲିକ ଏସିଡ (Vanillylmandelic acid) ବା କଞ୍ଜୁଗେଟେଡ ୩-ମେଥୋକ୍ସି-୪-ହାଇଡ୍ରୋକ୍ସିଫିନାଇଲଏଥିଲିନ ଗ୍ଲାଇକଲ () ପ୍ରସ୍ତୁତ ହୁଏ ଯାହା ଏକ ନିଷ୍କ୍ରିୟ ପଦାର୍ଥ ଓ ମୁତ୍ର ସାଥିରେ ଦେହରୁ ନିଷ୍କାସିତ ହୋଇଯାଏ ।
ପିଏଏଚ ଜିନର (PAH gene) ମ୍ୟୁଟେସନ ହେବା ଯୋଗୁ ଅଳ୍ପ ମାତ୍ରାର ଏନଜାଇମ (enzyme) ଫିନାଇଲଆଲାନିନ ହାଇଡ୍ରୋକ୍ସିଲେଜ (phenylalanine hydroxylase) ତିଆରି ହୁଏ ।
hydroxy's Usage Examples:
The hydroxyl ion OH– has a negative charge (–) and its concentration is written as [OH–].
Trihydroxybenzoic acid may refer to the following phenolic acids : Gallic acid (3,4,5-trihydroxybenzoic acid) Phloroglucinol carboxylic acid (2,4,6-trihydroxybenzoic.
ReferencesExternal linksMSDS at Oxford UniversityHistory of aurin in Heinrich Caro and the creation of modern chemical industryTriarylmethane dyesPH indicatorsPhenol dyesBis(4-hydroxyphenyl)methanes Synchronized Rockers is tribute album recorded by various artists covering songs by The Pillows.
Unlike the case of testosterone and estradiol, progesterone cannot be esterified as it lacks hydroxyl groups, so all progestogen esters, with the exception.
A notable example of a radical is the hydroxyl radical (HO·), a molecule that has one unpaired electron on the oxygen atom.
In enzymology, a 4-cresol dehydrogenase (hydroxylating) (EC 1.
means it uses molecular oxygen to hydroxylate its substrates.
The simplest ketose is dihydroxyacetone, which has only three carbon atoms, and.
Desomorphine is a morphine analogue where the 6-hydroxyl.
157, CYP3A4) is an enzyme with systematic name 1,8-cineole,NADPH:oxygen oxidoreductase (2-exo-hydroxylating).
Polyhydroxybutyrate (PHB) is a polyhydroxyalkanoate (PHA), a polymer belonging to the polyesters class that are of interest as bio-derived and biodegradable plastics.