hyderabad Meaning in Odia (Oriya). ( hyderabad ଶବ୍ଦର ଓଡିଆ ଅର୍ଥ)
ହାଇଦ୍ରାବାଦ,
ଦକ୍ଷିଣ ପାକିସ୍ଥାନ ହେଉଛି ସିନ୍ଦୂର ନଦୀର ଏକ ସହର,
Noun:
ହାଇଦ୍ରାବାଦ |,
People Also Search:
hydnocarpushydra
hydrae
hydrangea
hydrangea family
hydrangeaceae
hydrangeas
hydrant
hydranth
hydrants
hydrargyrum
hydrarthrosis
hydras
hydrate
hydrated
hyderabad తెలుగు అర్థానికి ఉదాహరణ:
ସେ ହାଇଦ୍ରାବାଦର ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
୧୯୮୮ ମସିହାରେ ସେ କେନ୍ଦ୍ରୀୟ ହିନ୍ଦୁ ମହାବିଦ୍ୟାଳୟ (Central Hindu School) ଏବଂ ୧୯୨୨ ମସିହାରେ ଭାରତର ମୁମ୍ବାଇଠାରେ ହାଇଦ୍ରାବାଦ୍ (ସିନ୍ଦ୍) ଜାତୀୟ କଲିଜିଏଟ୍ ବୋର୍ଡ଼୍ (Hyderabad (Sind) National Collegiate Board) ପ୍ରତିଷ୍ଠାରେ ସହାୟକ ହୋଇଥିଲେ।
ସିଦ୍ଦିକୀ ଶେଖ ଏବେ ନ୍ଧ୍ୟ ଉତ୍ତର ଭାରତ ବିଶେଷ ଭାବରେ ଉତ୍ତରପ୍ରଦେଶ, ହରିୟାଣା ଓ ବିହାର, ପଶ୍ଚିମ୍ବଙ୍ଗ, ହାଇଦ୍ରାବାଦର କିଛି ଅଞ୍ଚଳରେ ଦେଖାଯାଆନ୍ତି ।
ହାଇଦ୍ରାବାଦର ନବାବ ତାଙ୍କୁ ନିଜର ଶିକ୍ଷକ ପଦରେ ବରଣ କରି ତାଙ୍କୁ ହାଇଦ୍ରାବାଦ ନେଇ ଯାଇଥିଲେ।
|ଔପନିବେଶିକ ଶାସନ କାଳରେ ଅଜନ୍ତା ଗୁମ୍ଫା ହାଇଦ୍ରାବାଦ ନିଜାମଙ୍କ ରାଜ୍ୟର ସୀମା ମଧ୍ୟରେ ରହିଥିଲା ଓ ଇଂରେଜ ଶାସନାଧୀନ ଭାରତର ଅଂଶ ନଥିଲା ।
୨୦୧୬ ମସିହାର ଜୁନ ମାସ ୨୦ ତାରିଖରୁ ହାଇଦ୍ରାବାଦରେ ଏହି କଥାଚିତ୍ରଟିର ପ୍ରିନ୍ସପାଲ୍ ଫଟୋଗ୍ରାଫି ଆରମ୍ଭ କରାଯାଇଥିଲା ଏବଂ ଏହାର ସୁଟିଂ ଶେଷ ହେବା ପାଇଁ ୮୫ ଦିନ ସମୟ ଲାଗିଥିଲା ।
ହାଇଦ୍ରାବାଦ ନିଜାମଙ୍କ ଅନୁରୋଧ କ୍ରମେ ହାଇଦ୍ରାବାଦ ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ସହିତ ଉକ୍ତ ସହରକୁ ଜଳଯୋଗାଣର ବ୍ୟବସ୍ଥା ସେ କରିଥିଲେ ।
ହାଇଦ୍ରାବାଦୀ ବ୍ୟଞ୍ଜନ ଶାକାହାରୀ ଓ ମାଂସାହାରୀ ଉଭୟ ସାମଗ୍ରୀର ମିଶ୍ରଣ ରହିଥାଏ ।
ଏହି ସ୍ମାରକଟି ୧୯୨୨ ମସିହାରେ ପ୍ରଥମ ବିଶ୍ୱଯୁଦ୍ଧରେ ଭାରତୀୟ ବ୍ରିଟିଶ୍ ସୈନ୍ୟବାହିନୀ ପକ୍ଷରୁ ଲଢ଼ିଥିବା ଭାରତର ତତ୍କାଳୀନ ତିନି ରାଜ୍ୟ, ଯଥା ଯୋଧପୁର, ହାଇଦ୍ରାବାଦ ଓ ମହୀଶୂରର ସୈନିକମାନଙ୍କ ସ୍ମୃତିରେ ତିଆରି କରାଯାଇଥିଲା ।
ପାଠାଗାରର କର୍ମକର୍ତ୍ତାଙ୍କ ଉଦ୍ୟମରେ କାହ୍ନୁଚରଣ ଲେଙ୍କା ଭାରତ ସରକାରଙ୍କ ରେଳ ବିଭାଗର ମନ୍ତ୍ରୀ ଥିବା ସମୟରେ ବିଶାଖାପାଟଣା-ହାଇଦ୍ରାବାଦ ଏକ୍ସପ୍ରେସକୁ ପଲାସା ପର୍ଯ୍ୟନ୍ତ ଲମ୍ବାଯାଇଥିଲା ।
ବର୍ତ୍ତମାନ ସେ ହାଇଦ୍ରାବାଦସ୍ଥିତ ଗୋପିଚାନ୍ଦ ଏକାଡେମୀରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି ।
hyderabad's Usage Examples:
com/2010-03-11/hyderabad/28146403_1_trees-walta-act-housing-societyhttps://web.
com/2012-04-07/hyderabad/31304223_1_lake-surface-plastic-bags-cleaninghttp://www.
com/news/hyderabad-students-clean-kapra-lake/268669-62.
com/60971/ramzan-iftar-dinner-hyderabad-mosque/.