<< hurts husayn >>

husain Meaning in Odia (Oriya). ( husain ଶବ୍ଦର ଓଡିଆ ଅର୍ଥ)



ହୁସେନ୍,

Noun:

ହୁସେନ୍ |,

husain తెలుగు అర్థానికి ఉదాహరణ:

ଗୁରୁ ହିସାବରେ ସେ ଜାଭେଦଙ୍କ ନାମକୁ ଜାଭେଦ ହୁସେନ୍ରୁ ଜାଭେଦ ଅଲ୍ଲୀ କରିଥିଲେ।

ପ୍ୟାଟ୍ରିକ୍ ଓ’ବ୍ରେନଙ୍କ ଲିଖିତ “ହୁସେନ୍, ଆନ୍ ଏଣ୍ଟରଟେନମେଣ୍ଟ” ପୁସ୍ତକରେ ବ୍ରିଟିଶ୍ ଶାସନ ସମୟରେ କିପରି ରାଜପରିବାରମାନଙ୍କଦ୍ୱାରା ଚିତାବାଘ ପାଳିତ ହେଉଥିଲା ଓ ହରିଣ ଶିକାର ପାଇଁ ବ୍ୟବହୃତ ହେଉଥିଲା ତାହାର ବିବରଣୀ ଦେଇଛନ୍ତି ।

| ବ୍ୟକ୍ତିଗତ ଜୀବନ |ସେ ଚଳଚ୍ଚିତ୍ର ନିର୍ମାତା ଅମଜାଦ୍ ହୁସେନ୍‌ଙ୍କ ପୁଅ ସୋହେଲ୍ ଅରମାନ୍‌ଙ୍କୁ ୨୦୦୧ ମସିହାରେ ବିବାହ କରିଥିଲେ ।

|ଅଭିଯୋଗ ଅନୁସାରେ ସଦ୍ଦାମ ହୁସେନ୍ ଶିୟାଙ୍କ ପ୍ରତି ଭେଦଭାବ କରୁଥିଲେ ।

ତାଙ୍କ ବାପାଙ୍କ ନାମ ମକବୁଲ୍ ହୁସେନ୍ ଖାନ ଏବଂ ପତ୍ନୀଙ୍କ ନାମ ସଲତାନା ବେଗମ।

ଏହା ସତ୍ତ୍ୱେ ଗଜପତି ପ୍ରତପରୁଦ୍ର ଦେବ ଦମ୍ଭିକତାର ସହ ହୁସେନ୍ ଶାହା, କୃଷ୍ଣଦେବ ରାୟ ଓ କୁଲିକୁତବ ଶାହା ସଙ୍ଗେ ଯୁଦ୍ଧକରି ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଓଡ଼ିଶା ସୀମାର ସୁରକ୍ଷା କରିଥିଲେ ।

ବହୁତ କମ୍ ବୟସରୁ ସେ ତାଙ୍କ ପିତା ଉସ୍ତାଦ୍ ହମିଦ୍ ହୁସେନ୍, ଯିଏ କି ଜଣେ ଲୋକପ୍ରିୟ କୱାଲି ଗାୟକ, ତାଙ୍କଠାରୁ ସଂଗୀତ ସାଧନା ଆରମ୍ଭ କରିଥିଲେ।

|୩୧ ବର୍ଷ ବୟସରେ ସଦ୍ଦାମ ହୁସେନ୍ ଜେନେରାଲ ଅହମ୍ମଦ ଅଲ ବକରଙ୍କ ସହ ଇରାକରେ କ୍ଷମତା ହାସଲ କରିଥିଲେ ।

| ସଂକ୍ଷିପ୍ତ ଜୀବନୀ |ସଦ୍ଦାମ ହୁସେନ୍ ୨୮ ଏପ୍ରିଲ ୧୯୩୭ରେ ବାଗଦାଦର ଉତ୍ତରରେ ଥିବା ଟିକ୍ରିଟ୍ ନିକଟ ଅଲ-ଓଜା ଗାଁରେ ଜନ୍ମଗ୍ରହଣ କରିଥିଲେ ।

ଜଗଜିତ୍ ସିଂହ, ଅହମ୍ମଦ, ମହମ୍ମଦ ହୁସେନ୍, ହରିହରନ୍, ମହମ୍ମଦ ରଫି, ପଙ୍କଜ ଉଧାସଙ୍କ ପରି ଆଉ କିଛି ଗଜଲ ଗାୟକ ପଶ୍ଚିମ ସଂଗୀତର ତତ୍ତ୍ୱକୁ ସାମିଲ କରି ଗଜଲକୁ ଏକ ନୂଆ ରୂପ ଦେଇଛନ୍ତି ।

ତାଙ୍କ ବାପା ଅବୁଲ ହୁସେନ୍ ଏବଂ ମାଆ ନୁର୍‌ଜାହାନ ବେଗମ ।

ଆବେଦନକାରୀଭାବେ ହୁସେନ୍‌ନାରା ଖାତୁନ କରିଥିବା ଏହି ମାମଲାଟି ବିଚାରପତି ଜଷ୍ଟିସ କ୍ରୀଷ୍ଣା ଆୟାରଙ୍କ୍ ଇଜଲାସରେ ଶୁଣାଣି ହୋଇଥିଲା ।

୨୦୧୨ରେ ଶ୍ରୀଦେବୀଙ୍କ ସହ ଅଭିନେତା ଆଦିଲ୍ ହୁସେନ୍ କହିଥିଲେ ଯେ, ସଦମା ଦେଖିବା ପରେ ସେ ଶ୍ରୀଙ୍କ ପ୍ରଶଂସକ ହୋଇଯାଇଥିଲେ ।

husain's Meaning in Other Sites