<< hundredth hundredweight >>

hundredths Meaning in Odia (Oriya). ( hundredths ଶବ୍ଦର ଓଡିଆ ଅର୍ଥ)



ଶତକଡା, ଶହେ,

Noun:

ଶତକଡା, ଶହେ,

Adjective:

ଶତକଡା, ଶହେ,

hundredths తెలుగు అర్థానికి ఉదాహరణ:

ଅମଳପରେ ମଞ୍ଜିକୁ ଭଲଭାବରେ ଖରାରେ ଶୁଖାଇଦେଲେ ଏହା ନଷ୍ଟ ହୋଇଯାଏ ନାହିଁ ଏବଂ ଶତକଡା ୧୦ ଭାଗରୁ କମ ଜଳୀୟ ଅଂଶ ରହିଥାଏ ।

ଏହାର ଶତକଡା ୧୩ ଭାଗ ୬ ବର୍ଷରୁ କମ୍ ବୟସର ଥିଲେ ।

ରକ୍ତ ଶର୍କରା ଶତକଡା ୧୮୦ ମିଲିଗ୍ରାମରୁ ଅଧିକ ହେଲେ ପରିସ୍ରାରେ ମଧ୍ୟ ଶର୍କରା ଆସିଥାଏ ।

ରାଜ୍ୟର ଶିଳ୍ପ ବିଭାଗର ପ୍ରକାଶିତ ଏକ ସର୍ଭେ ଅନୁଯାୟୀ ଛୋଟ ଛୋଟ ଚା’ ମାଲିକଙ୍କ ସଂଖ୍ୟା ହେଉଛି ୬୮୪୬୫ ଏବଂ ସେମାନେ ଆସାମର ମୋଟ ଚା’ର ଶତକଡା ୨୫ ଭାଗ ଉତ୍ପାଦନ କରନ୍ତି ।

WWF ଏକ ଅଣଲାଭଦାୟକ ସଂଗଠନ ଯାହାର ମୋଟ ଆୟର ଶତକଡା ୫୫ ଭାଗ ଜନସାଧାରଣଙ୍କ ଦାନରୁ, ଶତକଡା ୧୯ ଭାଗ ସରକାରୀ ସଂସ୍ଥାରୁ (ଯେପରିକି ବିଶ୍ୱ ବ୍ଯାଙ୍କ, ଅନ୍ତର୍ରାଷ୍ଟ୍ରୀୟ ବିକାଶ ବିଭାଗ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ତର୍ରାଷ୍ଟ୍ରୀୟ ବିକାଶ ସଂସ୍ଥା) ଓ ଶତକଡା ୮ ଭାଗ ବିଭିନ୍ନ ଅନୁଷ୍ଠାନମାନଙ୍କଠାରୁ ଆସିଥାଏ ।

ଏହି ଅଞ୍ଚଳର ପ୍ରାୟ ଶତକଡା ୭ ଭାଗ ହେଉଛି ଜାତୀୟ ଉଦ୍ୟାନ, ଜନସାଧାରଣ ବନ୍ୟଜନ୍ତୁ ଦେଖିବା ଏବଂ ଅଧ୍ୟୟନ ପାଇଁ ଅନୁମତିପ୍ରାପ୍ତ ଅଞ୍ଚଳ ।

ଅତାବିରାର ଶତକଡା ଶହେ ଭାଗ ଚାଷଜମି ଜଳସେଚିତ ହେଉଥିବାରୁ ଏହା ଏକ ମୁଖ୍ୟ କୃଷିପ୍ରଧାନ ଅଞ୍ଚଳ ରୂପେ ପରିଗଣିତ ।

|ଶରୀରରେ ସ୍ୱାଭାବିକ ରକ୍ତ ଶର୍କରା ମାତ୍ରା ଶତକଡା଼ ୧୦୦ ମିଲିଗ୍ରାମରୁ କମ ଓ ଖାଇବାର ୨ ଘଣ୍ଟା ପରେ ଶତକଡା଼ ୧୪୦ ମିଲିଗ୍ରାମରୁ କମ ।

ଗୋଟିଏ ସଦ୍ୟ ଅନୁଧ୍ୟାନରୁ ଜଣା ଯାଇଛି, ଶତକଡା ୩୦ ଭାଗ ଲୋକ ଏକ ବର୍ଷ ମଧ୍ୟରେ ଭଲ ହେଲେ ନାହିଁ ।

ଶତକଡା ସାତ ଛ ହେଲା ଆଦର୍ଶ ଡାଇବେଟିସ କଣ୍ଟ୍ରୋଲ ।

ଏହାର ମାତ୍ରା ସର୍ବଦା ଶତକଡା ସାତ ତଳେ ରହିବା ଦରକାର ।

‌‌‌‌|ପୁରୁଷ: ୫୨%|ମହିଳା: ୪୮%|ଭବାନିପାଟଣାର ସାକ୍ଷରତା ହାର ହାରାହାରି ଶତକଡା ୭୦ ଭାଗ ।

ଏହା ଚ୍ୟବନପ୍ରାଶର ମୁଖ୍ୟ ଉପାଦାନ (ଶତକଡା ୯୦ ଭାଗରୁ ଅଧିକ)।

hundredths's Usage Examples:

In the United States it is expressed in hundredths of an inch; in Great Britain in thousandths;.


These fast-rotating pulsating B-type stars vary by only a few hundredths of a magnitude with periods.


States it is expressed in hundredths of an inch; in Great Britain in thousandths; in Europe and elsewhere in millimeters.


Cyg variable, erratically pulsating and changing brightness by a few hundredths of a magnitude.


V371 Car is an α Cyg variable, erratically pulsating and changing brightness by a few hundredths of a magnitude.


in the women"s single sculls, over Bulgaria"s Rumyana Neykova by one hundredths of a second.


number refers to the black powder load, though in this case it means "41 hundredths of an inch".


silver medal at the 500 m at the 2010 Winter Olympics in Vancouver, five hundredths of a second after South Korean Lee Sang-hwa over two races.


his international career, Aksel Lund Svindal won the silver medal, two-hundredths of a second behind compatriot and training partner Kjetil Jansrud.


cruelty to animals, but the injury rate to animals is less than five-hundredths of one percent.


These fast-rotating pulsating B-type stars vary by only a few hundredths of a magnitude with periods less than half a day.


In the United States it is expressed in hundredths of an inch; in Great Britain in thousandths; in Europe and.


hundredths of an inch of bird shot sizes from No.



Synonyms:

rank,

Antonyms:

45, xcvi,

hundredths's Meaning in Other Sites