humid Meaning in Odia (Oriya). ( humid ଶବ୍ଦର ଓଡିଆ ଅର୍ଥ)
ଆର୍ଦ୍ର, ଆଦ୍ର, ଓଦା,
Adjective:
ଆଦ୍ର, ଓଦା, ପୋଷାକ,
People Also Search:
humiderhumidified
humidifier
humidifiers
humidifies
humidify
humidifying
humidistat
humidistats
humidities
humidity
humidness
humidor
humidors
humification
humid తెలుగు అర్థానికి ఉదాహరణ:
|ଉଦ୍ଭିଦ|ପେଞ୍ଚ୍ ଜାତୀୟ ଉଦ୍ୟାନର ଅରଣ୍ୟ କ୍ରାନ୍ତୀୟ ଆର୍ଦ୍ର ପର୍ଣ୍ଣମୋଚୀ ଶ୍ରେଣୀର ।
ଏହି ଜିଲାର ତାପମାତ୍ରା ଓ ପାଣିପାଗ ଶୀତରେ ଥଣ୍ଡା, ଗ୍ରୀଷ୍ମରେ ଗରମ ଓ ଆର୍ଦ୍ରା ରାଜ୍ୟର ୪ ପ୍ରମୁଖ ନଦୀ ଯଥା ମହାନଦୀ, କାଠଯୋଡି, ଦେବୀ ଓ ବିଲୁଆଖାଇ ଏହି ଜିଲାରେ ପ୍ରବାହିତ ।
ଅନେକ ଆର୍ଦ୍ରଭୂମି କୃଷିକ୍ଷେତ୍ର ଓ ମନୁଷ୍ୟଙ୍କ ବସବାସ କ୍ଷେତ୍ରରେ ପରିଣତ ହେବାରୁ ବାରଶିଂଘାଙ୍କ ପରିବାସ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ।
ବାୟୋମ୍-୧୦ (ଭାରତୀୟ ଉପମହାଦ୍ୱୀପ କ୍ରାନ୍ତୀୟ ଆର୍ଦ୍ର ଅରଣ୍ୟ)ର ୧୫ରୁ ୭ ଓ ବାୟୋମ୍-୧୧ (ଭାରତୀୟ-ମାଳୟ କ୍ରାନ୍ତୀୟ ଶୁଷ୍କ ବଳୟ)ର ୫୯ରୁ ୨୧ଟି ପକ୍ଷୀ ପ୍ରଜାତି ଏହି ଜଙ୍ଗଲରେ ଦେଖାଯାଇଛନ୍ତି ।
ସମୁଦ୍ର ପତନରୁ ଅଧିକ ଉଚ୍ଚତାରେ ତାପମାତ୍ରା, ବାୟୁ ଚାପ ଓ ଆର୍ଦ୍ରତା କମିଯାଏ ।
ଏଠାରେ ଶୁଷ୍କ ଓ ଆର୍ଦ୍ର ଜାତୀୟ ସାଲ ବୃକ୍ଷ ସହ କଣ୍ଟା ଜାତୀୟ ବୃକ୍ଷ ମଧ୍ୟ ଦେଖାଯାଇଥାଏ ।
ପ୍ରବାସୀ ଓ ଆର୍ଦ୍ର ଅଞ୍ଚଳର ପକ୍ଷୀମାନେ ଏହି ଜଳଜ ଉଦ୍ଭିଦକୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି ।
ୟୁରୋପ୍ର କିଛି ଅଞ୍ଚଳରେ ଆର୍ଦ୍ର ଭୂମି କମ୍ ହେଉଥିବାରୁ ଓ ଶିକାର କରାଯାଉଥିବାରୁ ପଣ୍ଡା ହଂସଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
|ଜାତୀୟ ଉଦ୍ୟାନର ବୃକ୍ଷଲତା ଓ ଜୀବଜନ୍ତୁ|ବୃକ୍ଷଲତା|ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନର ଅରଣ୍ୟ ମୁଖ୍ୟତଃ ଶୁଷ୍କ ପର୍ଣ୍ଣମୋଚୀ ଶ୍ରେଣୀର ଓ ପାହାଡ଼ ଉପତ୍ୟକାରେ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ ଠାଏ ଠାଏ ରହିଥାଏ ।
ବଙ୍ଗୋପସାଗର ସହିତ ଲାଗିଥବାରୁ ବୃଷ୍ଟିପାତର ମାତ୍ରା ସାମାନ୍ୟଠାରୁ ଅଧିକ ଓ ଆର୍ଦ୍ରତା ୮୦% ପର୍ଯ୍ୟନ୍ତ ହୋଇଥାଏ ।
||| ଭୌଗୋଳିକ ବିତରଣ ଓ ପରିବାସ |||ଭାରତୀୟ କୋକିଶିଆଳ ଆର୍ଦ୍ର ଅରଣ୍ୟ ଓ ଅତ୍ୟନ୍ତ ଶୁଷ୍କ ସ୍ଥାନମାନଙ୍କ ବ୍ୟତୀତ ଭାରତୀୟ ଉପମହାଦେଶରେ ପ୍ରାୟ ସବୁ ସ୍ଥାନରେ ବ୍ୟାପ୍ତ ।
ବାୟୁମଣ୍ଡଳର ଚାପ, ଆର୍ଦ୍ରତା, ଉତ୍ତାପ, ଆର୍ଦ୍ରତା, ପବନ ଓ ପ୍ରେସିପିଟେସନକୁ ହିସାବକୁ ନେଇ ଏହି ଜଳବାୟୁ ବିଷୟରେ ପୁର୍ବାନୁମାନ କରାଯାଏ ।
humid's Usage Examples:
Human comfort can extend beyond this range depending on humidity, air circulation and other factors.
More specialized retailers might sell: ashtrays, humidification devices, hygrometers, humidors, cigar cutters, and more.
For these reasons, relative humidities over ice in the atmosphere can be found above 100%, meaning supersaturation.
Despite its latitude, Wuzhou has a monsoon-influenced [subtropical climate] (Köppen Cfa), with short, mild winters, and long, very hot and humid summers.
68"nbsp;mm for 89 rainy days within a year while average humidity level is at 76.
ClimateThe climate is tropical monsoonal, slightly less humid than the average in this part of Indonesia.
Malaria and sleeping sickness are common problems in the humid climate, and there are a variety of natural remedies in which the Pygmy healers are expert.
For each humidity value, a sorption isotherm indicates the corresponding water content value.
Robert (air washer) Fred (humidifier) Oskar, Oskar little, Oskar big (humidifier series) Anton (humidifier) Eva (humidifier series) Albert, Albert little.
Being surrounded by the Chic-Chocs creates unique climatic conditions in the region: a long and snowy winter and a hot and humid summer.
Norway spruces are more tolerant of hot, humid weather than many conifers which do not thrive except in cool-summer areas.
net of light that illuminates the low-relief contrast with the humid and vaporous landscape demonstrates the inspirations of the young Correggio.
Standard procedure calls for equilibrating the test chamber at temperature and relative humidity before inserting.
Synonyms:
wet,
Antonyms:
dryness, dry,