humans Meaning in Odia (Oriya). ( humans ଶବ୍ଦର ଓଡିଆ ଅର୍ଥ)
ମଣିଷ,
Noun:
ମଣିଷର |,
People Also Search:
humashumber
humble
humble abode
humble bee
humble plant
humble submission
humblebee
humbled
humbleness
humbler
humbles
humblest
humbling
humblings
humans తెలుగు అర్థానికి ఉదాహరణ:
ଏହି କଥାଚିତ୍ରଟି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଉପନ୍ୟାସ "ମାଟିର ମଣିଷ" ଉପରେ ନିର୍ମାଣ କରାଯାଇଥିଲା ।
ଲକ୍ଷଣ ନଥିଲେ ବର୍ଷକୁ ପିଲାଙ୍କ ମୃତ୍ୟୁ ସଙ୍କଟ ୦.୫% ଓ ବଡ଼ ମଣିଷଙ୍କ ମୃତ୍ୟୁ ସଙ୍କଟ ୦.୧% ରହେ ।
ମଣିଷର ପୁରାତନ ସଭ୍ୟତାଗୁଡ଼ିକ ମୁଖ୍ୟତଃ ପାହାଡ଼ ପର୍ବତ ନିକଟରେ ଗଢ଼ି ଉଠୁଥିଲା ।
ଶରୀର ମଣିଷର ମସ୍ତକ ହାତୀର ।
ଦେଖିଲା ବେଳକୁ ଗୋଟାଏ ବେଢଙ୍ଗିଆ ମଣିଷର ଚିତ୍ର ‽|ଗୁରୁଜୀ କହିଲେ - ସମସ୍ତଙ୍କ ଚେହେରା ଯଦି ଏହିଭଳି ହୋଇଥାନ୍ତା କେମିତି ଦେଖା ଯାଉଥାନ୍ତା ?|ପିଲାଏ ହସିଲେ ଓ କାବା ହୋଇ ତାଙ୍କ ମୁହଁକୁ ଚାହିଁଲେ ।
ସାଧାରଣ ମଣିଷଙ୍କ ଭଳି କଣ୍ଢେଇମାନଙ୍କୁ ନାନାଦି ବେଶଭୂଷା କରି ତାରଦ୍ୱାରା ସଂଯୋଗ କରାଯାଇଥାଏ ।
ଏହି ପୀଠଟି ଅନେକ ଦେବ ବୃକ୍ଷ୍ୟ ଯଥା ନିମ୍ବ,ବର,ଅଶ୍ୱସ୍ତତ ବେଲ ଓ ବଉଳ ଆଦି ପାକୃତିକ ପରିବେଶ ବୃଦ୍ଧି ଘଟାଇବା ସହ ମଣିଷ ମନରେ ଭକ୍ତିଭାବ ସୃଷ୍ଟି କରିଥାଏ।
ସେମାନଙ୍କ ଭାଷାରେ ଜୁଅଙ୍ଗର ଅର୍ଥ ହେଉଛି ମଣିଷ ।
ମଣିଷ ଜାଣିଥିବା ସବୁଠାରୁ କଠିନ ପ୍ରାକୃତିକ ବସ୍ତୁ ହେଉଛି ହୀରା ।
|ମଣିଷର ଏକ ଉଲ୍ଲେଖନୀୟ ସୃଷ୍ଟି ଚକ ବୃତ୍ତାକାର ଅଟେ ।
ବଡ଼ ମଣିଷମାନଙ୍କର ଆର୍.ଏ.ଡି.ଟି. ବିଯୁକ୍ତାତ୍ମକ ଥିଲେ ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ୍ ନୁହେଁ ବୋଲି ଧରାଯାଏ, କିନ୍ତୁ ପିଲାମାନଙ୍କ କ୍ଷେତ୍ରରେ ଥ୍ରୋଟ କଲ୍ଚର୍ ଆବଶ୍ୟକ ହୁଏ ।
|ଭିକ୍ଟର ଫ୍ରାଙ୍କଏଲ ତାଙ୍କର ବହିରେ ଲେଖିଥିଲେ ଯେତେବେଳେ ମଣିଷ ନିଜର ମୃତ୍ୟୁର ବହୁତ ପାଖରୁ ଦେଖେ ସେତେବେଳେ ସେ ମୃତ୍ୟୁରୁ ବଞ୍ଚିବା ପାଇଁ, ଜୀବିତ ରହିବାର ଅର୍ଥ ଖୋଜିଥାଏ ।
|ଏହି ସଙ୍କଟ କାଳରେ ପୃଥିବୀ ଆଣବିକ ଯୁଦ୍ଧ ସବୁଠୁ ସନ୍ନିକଟ ହୋଇଥିଲା, କିନ୍ତୁ ଶେଷରେ ଦୁଇ ଜଣ ମଣିଷଙ୍କ ମାନବତା ଯୁଦ୍ଧକୁ ଏଡ଼ାଇ ଦେଲା ।
humans's Usage Examples:
They are a common nuisance for humans, and many U.
Roman Catholics hold that righteousness comes to be present in humans, and that the continuing status of acceptance is based on this.
EA-3990 lethality in humans is unknown but estimates have been made.
contemporary to the emergence of the earliest early modern humans (Homo sapiens) around 300 ka.
Alexander in the application of individual selection theory and sociobiological ideas to varied organisms including humans.
He consumes humans and spins cocoons in which to keep his prey.
humans, hair removal is done for personal grooming purposes, usually with tweezers.
Alkaline phosphatase, tissue-nonspecific isozyme is an enzyme that in humans is encoded by the ALPL gene.
PlotBy 2012, humans had colonised many planets throughout the Solar System, including Mars, Jupiter, Venus and Saturn.
the Saha world of humans, he will accomplish the unfinished task of remonstration before his mortal death on 15 November 1333, on which present High Priests.
in humans through use and repetition without conscious planning or premeditation.
enzyme that in humans is encoded by the IMPAD1 gene.
Synonyms:
human, humankind, homo, people, mankind, group, humanity, human beings, human being, grouping, human race, world, man,
Antonyms:
volunteer, civilian, female, juvenile, woman,