hoteliers Meaning in Odia (Oriya). ( hoteliers ଶବ୍ଦର ଓଡିଆ ଅର୍ଥ)
ହୋଟେଲ୍,
Noun:
ହୋଟେଲର ମାଲିକ,
People Also Search:
hotelkeeperhotelman
hotels
hoten
hotfoot
hotfooted
hotfooting
hotfoots
hothead
hotheaded
hotheads
hothouse
hothouses
hoti
hotkey
hoteliers తెలుగు అర్థానికి ఉదాహరణ:
ପୂର୍ବେ ମଇ ମାସରେ ଏହି ହୋଟେଲ୍ରୁ ୭ ଜଣ ଫିଫା କର୍ମଚାରୀଙ୍କୁ ଗିରଫ କରାଯାଇଥିଲା ।
ପ୍ରପାତ ନିକଟରେ ରାତିଟିଏ ବିତାଇବାର ଇଚ୍ଛା ରଖୁଥିବା ଯାତ୍ରୀଙ୍କ ପାଇଁ ଚୁକ୍କିମାନେ ପରି କେତୋଟି ରିଜୋର୍ଟ୍ ହୋଟେଲ୍ ବ୍ୟବସ୍ଥା ମଧ୍ୟ ରହିଛି ।
ରିଭର୍ ୱୁଡ୍ ଫରେଷ୍ଟ୍ ରିଟ୍ରିଟ୍ସ୍ ନାମକ ଏକ ଚତୁଃ-ତାରକା ହୋଟେଲ୍ ରହିଛି ଯେଉଁଠାରୁ ଗୋରୁମାରା ଜାତୀୟ ଉଦ୍ୟାନ, ମୂର୍ତ୍ତି ନଦୀ ଓ ଧୂପଝଡ଼ା ହାତୀ ଶିବିର ଦେଖାଯାଏ ।
|୭. ବଣରେ ବସବାସ କରୁଥିବା ଜନଜାତିର ଥଇଥାନ|ତାଜ ହୋଟେଲ୍ ଗ୍ରୁପ୍ ନାଗାରହୋଳେରେ ଗେଟ୍ୱେ ଟସ୍କର୍ ଲଜ୍ ନାମକ ଏକ ବିଳାଶପୂର୍ଣ୍ଣ ରିସୋର୍ଟ୍ ନିର୍ମାଣ କରିବାର ଯୋଜନା କରିଥିଲା ।
ସେ ୨୦୧୫-୨୦୧୬ରେ ପ୍ରସାରିତ ଆମେରିକୀୟ ଧାରାବାହିକ ଆମେରିକାନ୍ ହରର୍ ଷ୍ଟୋରୀ: ହୋଟେଲ୍ରେ ଅଭିନୟ କରିଥିଲେ ।
|ଟେସ୍ଲା ନ୍ୟୁୟର୍କର୍ ହୋଟେଲ୍ର ୩୩୨୭ କୋଠରୀରେ ଜାନୁୟାରୀ ୭, ୧୯୪୩ରେ ମୃତ୍ୟୁବରଣ କରିଥିଲେ ।
ସୱାଇ ମାଧୋପୁର ଓ ଜାତୀୟ ଉଦ୍ୟାନ ମଧ୍ୟରେ ରହିବା ପାଇଁ ଅନେକ ରିସୋର୍ଟ୍ ଏବଂ ହୋଟେଲ୍ ରହିଛି ।
|୨୦୧୫ ମସିହା ଡିସେମ୍ବର ୩ ତାରିଖରେ ଜୁରିକ୍ ସହରର ଏକ ହୋଟେଲ୍ରୁ ଆଉ ୨ ଜଣ ଫିଫା ଉପସଭାପତିଙ୍କୁ ଗିରଫ କରାଯାଇଥିଲା ।
ମ୍ୟାରୀଙ୍କ ବାପା ଏଡ୍ୱାର୍ଡ୍ ଗ୍ଲୋରେ ପ୍ରଥମେ ବିରେଗୁରାରେ ଏକ ସାଧାରଣ ଦୋକାନ ଓ ପରେ ଗାର୍ଭୋକ୍ ଓ ୱାଚେମ୍ରେ ହୋଟେଲ୍ ଚଲାଉଥିଲେ ।
ଜାତୀୟ ରାଜପଥ – ୬୬ରେ ଉତ୍ତର ଦିଗକୁ ଯିବାବେଳେ ଭଟ୍କଲ୍ର ଶମଶୁଦ୍ଦିନ୍ ଛକରେ ଡାହାଣ ପଟକୁ ଓ ଜାତୀୟ ରାଜପଥରେ ଦକ୍ଷିଣ ଦିଗକୁ ଯିବା ବେଳେ ହାନ୍ନୋୱର୍ର ନ୍ୟୁ କାମତ୍ ହୋଟେଲ୍ ନିକଟରେ ବାମ ପଟକୁ ବୁଲି ପଡ଼ିଥିବା ରାସ୍ତାରେ ଗଲେ ଜୋଗ ଜଳପ୍ରପାତ ନିକଟରେ ପହଞ୍ଚି ହେବ ।
ପୁରୀ ଘରୋଈ ହୋଟେଲ୍ ସଙ୍ଗଠନ(ଏଚ୍ ଏ ପି), ଅନ୍ୟ ଆୟୋଜକ(ଯଥା-ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ଭାରତ ସରକାର)ଙ୍କ ସହାୟତାରେ ଏହାର ଆୟୋଜନ କରିଥାଏ ।
hoteliers's Usage Examples:
hoteliers and shopkeepers have often been accused by the visitors for overcharging and misbehaving.
life Fawlty Towers", with incompetent hoteliers – a vulgar bossy wife and tetchy henpecked husband – aided and abetted in their comedy escapades by clueless.
See alsoIndians in the New York City metropolitan regionSikh AmericanReferencesAmerican SikhsIndian emigrants to the United States1946 birthsLiving peoplePunjabi peopleAmerican hoteliers Opus Dei and politics is a discussion on Opus Dei's view on politics, its role in politics and its members involvement in politics.
Mercure is a midscale hotel brand specialized in traditional hotels managed by committed hoteliers, and owned by Accor.
with the idea of developing the rural area, primarily because it could detract revenue from hoteliers in Woodland as people from the Sacramento International.
midscale hotel brand specialized in traditional hotels managed by committed hoteliers, and owned by Accor.
The complaints led to a vocal response from business owners and hoteliers in New Orleans, in support of the festival.
There are no legally prescribed sizes for beer volumes, but the stated capacities, which are a legal requirement, must be formally tested by the hoteliers and breweries.
Synonyms:
hotel manager, hotelman, decision maker, administrator, hotelkeeper, hosteller,