hospitale Meaning in Odia (Oriya). ( hospitale ଶବ୍ଦର ଓଡିଆ ଅର୍ଥ)
ଡାକ୍ତରଖାନା,
Noun:
ଡାକ୍ତରଖାନା, Vaidyasala,
People Also Search:
hospitalerhospitalisation
hospitalisations
hospitalise
hospitalised
hospitalises
hospitalising
hospitality
hospitalization
hospitalization insurance
hospitalizations
hospitalize
hospitalized
hospitalizes
hospitalizing
hospitale తెలుగు అర్థానికి ఉదాహరణ:
ଡାକ୍ତରଖାନାରେ ଭର୍ତ୍ତି ହେଲେ ମୃତ୍ୟୁ ହେବାର ଆଶଙ୍କା ୧୯୭୦ ଦଶକରେ ୬୦% ଥିବାବେଳେ ୧୯୯୦ ଦଶକରେ ୩୦%କୁ ହ୍ରାସ ପାଇଛି।
ଡାକ୍ତରଖାନାରେ ଆଡମିଶନ ଆବଶ୍ୟକ ହୋଇପାରେ ।
ସାଧାରଣତଃ ଡାକ୍ତରଖାନାରେ ଏ ରୋଗର ଚିକିତ୍ସା କରାଯାଏ ।
ଡାକ୍ତରଖାନାରେ ଆଡମିସନ ହୋଇଥିବା ରୋଗୀଙ୍କ ମଧ୍ୟରୁ ୧୦% ଲୋକ କେବଳ ଆସ୍ପିରେସନ ଯୋଗୁ ହୋଇଥାଏ ।
ଏକ ମଧ୍ୟମ ଧରଣର ସହରରେ ମିଳୁଥିବା ସୁବିଧା ସୁଯୋଗ ଯଥା ଚିକିତ୍ସା ପାଇଁ ଡାକ୍ତରଖାନା, ଥାନା, ଡାକଘର, ବ୍ୟାଙ୍କ୍, ଦମକଳ କେନ୍ଦ୍ର, ତହସିଲ୍ ଏବଂ ଅନ୍ୟାନ୍ୟ ଛୋଟବଡ଼ ସୁବିଧା ସୁଯୋଗ ଅଛି ।
ଡାକ୍ତରଖାନାରେ ଆଡମିଶନ ହୋଇଥିବା ରୋଗୀଙ୍କର ଏହି ଅବସ୍ଥା ହେବା ସାଧାରଣତଃ ଦେଖାଯାଏ ।
| ମୃତ୍ୟୁ |୨୦୨୦ ସେପ୍ଟମ୍ବର ୭ ତାରିଖରେ ସେ କରୋନାଭାଇରସରେ ଆକ୍ରାନ୍ତ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
|ଗୁଣ୍ଟୁରରେ ଯେଉଁଠାରେ ସେ ପ୍ରଥମେ ଡାକ୍ତରୀ କାମ ଆରମ୍ଭ କରିଥିଲେ ତାହା ପରେ ସେଣ୍ଟ୍ ଯୋଶେଫ୍ ଡାକ୍ତରଖାନାରେ ପରିଣତ ହୋଇଥିଲା ।
ପୂର୍ବରୁ ତାଙ୍କର ଅସୁସ୍ଥତାର କୌଣସି ଲକ୍ଷଣ ନଥିଲା, ଜୁନ ୮ ତାରିଖ ଦିନ ସେ ହଠାତ ପଡ଼ିଯାଇଥିଲେ ଏବଂ ତାଙ୍କୁ ରାଇରଙ୍ଗପୁର ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆ ଯାଇଥିଲା, ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
ଡାକ୍ତରଖାନା, ଡାକଘର, ବ୍ୟାଙ୍କ, ଅାଦି ସୁବିଧା ଥିବାରୁ ଆଖପାଖ ୩୦ରୁ ଉର୍ଦ୍ଧ୍ୱ ଗ୍ରାମର ଲୋକେ ଭାପୁର ଉପରେ ନିର୍ଭରଶୀଳ ।
ଏହି ମନ୍ଦିରଟି ପୁରୁଣା ଭୁବନେଶ୍ୱରରସ୍ଥିତ ଶ୍ରୀରାମ ନଗରର ମୁନିସିପାଲ କର୍ପୋରେସନ ଡାକ୍ତରଖାନା ପରିସରରେ ଅବସ୍ଥିତ ।
ସମସ୍ତ ଜିଲ୍ଲା ଡାକ୍ତରଖାନା ତଥା ମେଡିକାଲ କଲେଜ ହସ୍ପିଟାଲରେ ପୃଥକବାସ ପାଇଁ ଅସ୍ଥାୟୀ ସୁବିଧାର ଆୟୋଜନ କରାଯାଇଛି ।
ମେହଦି ହାସନଙ୍କ ମୃତ୍ୟୁ ଜୁନ ୧୩, ୨୦୧୨ରେ ପାକିସ୍ତାନର କରାଚୀସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ହେଇଥିଲା ।
hospitale's Usage Examples:
However, the already mentioned tesserae hospitales from Celtiberia, as well as the common practice in early European legal systems to consider, in principle, foreigners without a local host as without legal protection, we can assume that the same was the case in most if not all late prehistoric Celtic laws.
CS1 maint: discouraged parameter (link) "To hospitaler – to runde fødselsdage" (in Danish).
A hospital was attached to it, called hospitale angelorum ("Angels" hospital") or hospitale sancti Angeli ("Holy Angels" hospital"), administered.
resistance in Levico, which was then defined by Napoleon loco ameno et hospitale (quaint and hospitable town).
attested in historical documents as Pochsruke in 1252, hospitale in Poxrukhe in 1255, and hospitale sancti Anthonii in Poxruk in 1261, among other names.
The English form of the name was The University Hospital Rikshospitalet-Radiumhospitalet.
com/2007/01/history-of-children-hospitale-college.
He was born at Rikshospitalet as a part of quadruplets, all boys.
About 60% of the patients admitted to Rikshospitalet are referred from other hospitals in Norway for more specialized investigations and treatment.
Rigshospitalet is often abbreviated RH and colloquially also called Riget (literally meaning 'the realm' or 'the kingdom'), hence the name of Lars von Trier's thriller TV series The Kingdom which was set at the hospital, and Stephen King's American version Kingdom Hospital.
First records of a "hospitale" in Mirandola dates back to 1311, in a document which also mentions two.
ponto poŋte/poŋt poŋt bridge ecclesia(m) chiesa ceza cexa cesa church hospitale(m) ospedale uspadal ospedal ospedal hospital caseu(m) lat.