<< hoolock hooly >>

hoolocks Meaning in Odia (Oriya). ( hoolocks ଶବ୍ଦର ଓଡିଆ ଅର୍ଥ)



ହୁଲକ୍,

Noun:

ମୁଂହା ମୁଂହି,

People Also Search:

hooly
hoon
hoons
hoop
hoop pine
hoop snake
hooped
hooper
hooping
hoopla
hoopoe
hoopoes
hoops
hooray
hooray henry

hoolocks తెలుగు అర్థానికి ఉదాహరణ:

ହୁଲକ୍ ଗିବନ୍‍କୁ ଅରୁଣାଚଳ ପ୍ରଦେଶର “ପ୍ରାଦେଶିକ ପଶୁ”ର ମାନ୍ୟତା ମିଳିଛି ।

ସଦ୍ୟ ଅନ୍ୱେଷଣରୁ ଉତ୍ତର-ପୂର୍ବ ଭାରତରେ “ମିଶ୍ମି ପାହାଡ଼ ହୁଲକ୍” (ଈଂରାଜୀରେ Hoolock hoolock mishmiensis) ନାମକ ଏକ ନୂତନ ପ୍ରଜାତି ଚିହ୍ନଟ କରଯାଇଛି ।

|ହୁଲକ୍ ଗିବନ୍‍ର ଗର୍ଭ ଧାରଣ ସମୟ ପ୍ରାୟ ୭ ମାସ ଓ ନବଜାତ ଶାବକ ଗିବନ୍‍ର ରଙ୍ଗ କ୍ଷୀର ପରି ଧଳା ବା ପାଉଁଶିଆ ହୋଇଥାଏ ।

|ଅଧିବାସ|ଉତ୍ତର-ପୂର୍ବ ଭାରତରେ ବ୍ରହ୍ମପୁତ୍ର ନଦୀର ଦକ୍ଷିଣ ଓ ଦିବାଂଗ୍ ନଦୀର ପୂର୍ବ ପଟେ ହୁଲକ୍ ଗିବନ୍‍ମାନେ ବହୁ ସଂଖ୍ୟାରେ ଦେଖାଯାନ୍ତି ।

ଏହି ହୁଲକ୍ ଗିବନ୍‍ମାନେ ମୁଖ୍ୟତଃ ପତ୍ର, ଫଳ ଓ ଛୋଟ ପୋକ ଯୋକ ଖାଆନ୍ତି ।

| ଫଟୋ ଗ୍ୟାଲେରି |ଆଧାର|ଆହୁରି ଦେଖନ୍ତୁ|ବଣ ମଣିଷ|ହୁଲକ୍ ଗିବନ୍|ଓରାଂଗୁଟାନ୍|ବାନର ହୁଲକ୍ ଗିବନ୍ (ଈଂରାଜୀରେ Hoolock Gibbons) ବଙ୍ଗଳାଦେଶ, ଉତ୍ତର-ପୂର୍ବ ଭାରତ ଓ ଦକ୍ଷିଣ-ପଶ୍ଚିମ ଚୀନରେ ବସବାସ କରୁଥିବା ଏକ ବଣମଣିଷ ପ୍ରଜାତି ।

୨୦୧୭ ମସିହାରେ ଦକ୍ଷିଣ-ପଶ୍ଚିମ ଚୀନରେ “ହୁଲକ୍ ତିଆନ୍-ଜିଂଗ୍” ନାମକ ଏକ ଉପ-ପ୍ରଜାତି ଚିହ୍ନଟ କରାଯାଇଛି ଓ ଚୀନରେ ଏହି ପ୍ରକାର ହୁଲକ୍‍ଙ୍କ ସଂଖ୍ୟା ପ୍ରାୟ ୨୦୦ ବୋଲି ଗଣନାର ଜଣା ପଡ଼ିଛି ।

ହୁଲକ୍ ଗିବନ୍‍ମାନଙ୍କ ବସବାସ କ୍ଷେତ୍ର ହେଉଛି ଉତ୍ତର-ପୂର୍ବ ଭାରତର ସମଗ୍ର ସପ୍ତ ଭଗିନୀ ରାଜ୍ୟ ; ଯଥା : ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ୍ ଓ ତ୍ରିପୁରା ।

ହୁଲକ୍ ପ୍ରଜାତି ଓ ବୁ. ସେରିକସ୍ ପ୍ରଜାତି ଯଥେଷ୍ଟ ଭିନ୍ନ ବୋଲି ଜଣା ପଡ଼ିଲା ପରେ “ହୁଲକ୍” ନାମ ସ୍ୱତନ୍ତ୍ର ପ୍ରଜାତିରେ ହୁଲକ୍ ଗିବନ୍‍ମାନଙ୍କୁ ସ୍ଥାନ ଦିଆଯାଇଛି ।

|ଅନ୍ୟ ଗିବନ୍‍ମାନଙ୍କ ପରି ହୁଲକ୍ ଗିବନ୍‍ମାନେ ମଧ୍ୟ ଦିବାଚର ଓ ବୃକ୍ଷବାସୀ ।

ପ୍ରାୟ ୯ ମାସ ପରେ ହୁଲକ୍ ଗିବନ୍ ଶାବକମାନେ ପରିପକ୍ୱତା ଲାଭ କରନ୍ତି ଓ ସେମାନଙ୍କ ଶରୀରର ରଙ୍ଗ ନିଜ ପରିବର୍ତ୍ତନ ଚକ୍ରର ଶେଷ ଅବସ୍ଥାରେ ରହିଥାଏ ।

ହୁଲକ୍ ଗିବନ୍‍ମାନେ ଯୁଗଳରେ ରହନ୍ତି ଓ ସାରା ଜୀବନ ଗୋଟିଏ ସାଥୀ ପ୍ରତି ଅନୁଗତ ହୋଇ ରହିଥାନ୍ତି ।

ଏହି ପ୍ରଣାଳୀରେ ହୁଲକ୍ ଗିବନ୍‍ମାନଙ୍କ ଦୁଇ ଉପ-ପ୍ରଜାତି ପ୍ରଜାତିର ମାନ୍ୟତା ପାଇଛନ୍ତି ।

hoolocks's Usage Examples:

Hornbills, hoolocks and hog badgers: Long‐term monitoring of threatened wildlife with local.



hoolocks's Meaning in Other Sites