hobbian Meaning in Odia (Oriya). ( hobbian ଶବ୍ଦର ଓଡିଆ ଅର୍ଥ)
ଶବ୍ଦ,
Noun:
ଧେରା |, ସୂତା,
People Also Search:
hobbieshobbist
hobbists
hobbit
hobbitry
hobbits
hobble
hobbled
hobbledehoy
hobbledehoys
hobbler
hobblers
hobbles
hobbling
hobbs
hobbian తెలుగు అర్థానికి ఉదాహరణ:
ଏଥିରୁ ଆଧୁନିକ ବ୍ରେସ୍ଟ (Breast) ଶବ୍ଦ ଆସିଛି, ଯାହାର ଓଡ଼ିଆ ଅର୍ଥ ସ୍ତନ ।
ପାରମ୍ପରିକ ଜାପାନୀ ହାଇକୁରେ ତିନୋଟି ପର୍ଯ୍ୟାୟ ଥାଏ: ଏକ କିରେଜି ବା "କାଟିବା ଶବ୍ଦ" ୫, ୭, ୫ ଢାଞ୍ଚାରେ ଥିବା ୧୭ଟି ଅନ (ଏକପ୍ରକାର ଜାପାନୀ ଧ୍ୱନିଏକକ), ଏବଂ ଏକ କିଗୋ, ବା ଋତୁକାଳୀନ ଆଧାର ।
ତାଙ୍କର ପ୍ରଥମ କବିତା ସଂକଳନ ଶବ୍ଦ ନିଃଶବ୍ଦ ୧୯୮୦ ମସିହାରେ ପ୍ରକାଶ ପାଇଥିଲା ।
ବିଭିନ୍ନ ଅଞ୍ଚଳ ଭେଦରେ ଉପଭାଷା ମାନ ରହିଛି ଯାହା ପ୍ରାମାଣିକ ଜର୍ମାନ୍ରୁ ଶବ୍ଦାବଳୀ, ଉଚ୍ଚାରଣ ଓ ବାକ୍ୟସଜ୍ଜାରେ ଭିନ୍ନ ।
ଏହି କୋଲାଞ୍ଜାଇଟିସ ଶବ୍ଦଟି ତିନୋଟି ଗ୍ରୀକ ଭାଷାର ଶବ୍ଦରୁ ନିଆଯାଇଛି; କୋଲ ଅର୍ଥ ପିତ୍ତ, ଆଞ୍ଜ ଅର୍ଥ ରକ୍ତନଳି ଓ ଆଇଟିସ ଅର୍ଥ ପ୍ରଦାହକୁ ବୁଝାଏ ।
|ଜୀବବିଜ୍ଞାନ ଦୁଇଟି ଶବ୍ଦକୁ ନେଇ ଗଠିତ, ଜୀବ ଓ ବିଜ୍ଞାନ ।
ଗ୍ରୀକ୍ ଶବ୍ଦ Loxodonta ଆଫ୍ରିକୀୟ ହାତୀମାନଙ୍କ ପାଇଁ ବ୍ୟବହୃତ ହୁଏ ଓ ଏହାର ଅର୍ଥ ହେଲା “ପାର୍ଶ୍ୱସ୍ଥ ତେର୍ଛା ଦାନ୍ତ" ।
ପରେ ୧୯୬୭ରେ ଜନ୍ ୱିଲର୍ ନିଜର ଛାତ୍ରଙ୍କଠାରୁ ଏହି ଶବ୍ଦ ଶୁଣି ବିଜ୍ଞାନ ଶବ୍ଦାବଳୀରେ ଏହା ବ୍ୟବହାର କରିବା ଆରମ୍ଭ କଲେ ।
ଶବ୍ଦଟି ପରିବର୍ତ୍ତନ କ୍ରମରେ କଂଗୋଦ > ଗଂଗୋଦ > ଗଂଗୋ > ଗଂଜୋ > ଗଂଜା > ଗଂଜାମ > ଗଞ୍ଜାମ ଏଭଳି ରୂପାନ୍ତରିତ ହୋଇଛି ।
କିନ୍ତୁ ସାଧାରଣତଃ ଏମାନେ ଦୁଇ ଥର ଟିହି ଶବ୍ଦ କରି ବୋବାଇଥାନ୍ତି ।
ଏହି କ୍ଷୁଦ୍ର ରୂପର ବ୍ୟବହାର ସେତେଟା ପସନ୍ଦ କରାଯାଉନଥିଲେ ବି ମଧ୍ୟଯୁଗୀୟ ଈଂରାଜୀରେ ଏହାର ଅଧିକ ବ୍ୟବହାର ଦେଖାଯାଇଛି (Χρ̄es masse ଶବ୍ଦରେ Χριστόςର କ୍ଷୁଦ୍ରରୂପ ହେଲା "Χρ̄") ।
ସ୍ଥାନେ ସ୍ଥାନେ ଉଭୟ କବି କେବଳ 'ଗୌର' ଶବ୍ଦଟି ଭଣିତାରେ ପ୍ରୟୋଗ କରିଥିବାରୁ ସେହି କବିତାଗୁଡ଼ିକରେ ପ୍ରମାଦ ରହୁଛି ।
ଆଗରୁ ପ୍ରାକୃତରେ ଏହା ଉଭୟ ଭାବରେ ବ୍ୟବହାର ହେଉଥିବାର ଅପଭ୍ରଂଶ ଶବ୍ଦମାନଙ୍କରୁ ଜାଣିବାକୁ ମିଳିଥାଏ ।