hired Meaning in Odia (Oriya). ( hired ଶବ୍ଦର ଓଡିଆ ଅର୍ଥ)
ନିଯୁକ୍ତ, ଭିକାରୀମାନେ, ଠିକ୍ ଅଛି, ଭଡାଟିଆ, ଭଡା,
Adjective:
ଠିକ୍ ଅଛି, ଭଡାଟିଆ, ଭଡା,
People Also Search:
hired gunhired hand
hired help
hired man
hireling
hirelings
hiren
hirer
hirers
hires
hiring
hiring freeze
hiring hall
hirings
hiro
hired తెలుగు అర్థానికి ఉదాహరణ:
୨୦୧୯ ମସିହାରେ ବିଜୁ ଜନତା ଦଳର ମହିଳା ଶାଖା ବିଜୁ ମହିଳା ଜନତା ଦଳ (ବିଏମଜେଡି) ଦଳର ଉପସଭାପତି ଭାବେ ନିଯୁକ୍ତ ହୋଇଥିଲେ ।
ପରବର୍ତ୍ତୀ ସମୟରେ, ସେ ଷ୍ଟେଟ ବ୍ୟାଙ୍କ ବ୍ୟାଙ୍କିଙ୍ଗ ନିଯୁକ୍ତି ବୋର୍ଡ଼ର ଅଧ୍ୟକ୍ଷ, ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଡେଭେଲପମେଣ୍ଟ ଷ୍ଟଡିଜର ଅଧ୍ୟକ୍ଷ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏକାଡେମିକ କାଉନସିଲର ସଭ୍ଯ ଭଳି ଗୁରୁତ୍ୱପୂର୍ଣ କାର୍ଯ୍ୟଭାର ସମ୍ଭାଳି ଥିଲେ ।
|ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବରେ ଆନ୍ତର୍ଜାତୀୟ ସ୍ଥରରେ ନିଯୁକ୍ତି ପାଇଥିଲେ, ଦକ୍ଷିଣ ଆଫ୍ରିକା ମହିଳା ଦଳର କନସଲଟାଣ୍ଟ ଭାବରେ ୨୦୧୩-୧୩ରେ ନିଯୁକ୍ତ ହୋଇଥିଲେ ।
ଏଥିରେ ୬ ବିଦେଶୀ ରାଷ୍ଟ୍ର ସହ ଭାରତର ୨୩ଟି ରାଜ୍ୟରୁ ଯୋଗଦେଇଥିବା ୮୦୦ରୁ ଊର୍ଦ୍ଧ୍ୱ ପ୍ରତିଷ୍ଠିତ ଶିଳ୍ପପତିଙ୍କ ଆଡୁ ୪ ଲକ୍ଷରୁ ଅଧିକ ନିବେଶ ପ୍ରସ୍ତାବ ସହ ୫ ଲକ୍ଷରୁ ଅଧିକ ନିଯୁକ୍ତି ପ୍ରତିଶ୍ରୁତି ମିଳିଛି ।
୨୦୧୮ମସିହାରେ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବରେ ନିଯୁକ୍ତ ହୋଇଥିଲେ ।
୧୯୯୫ରେ ସେ ଭାରତୀୟ ରାଜସ୍ୱ ସେବା (ଆଇଆରଏସ୍) ପାଇଁ ମନୋନୀତ ହୋଇଥିଲେ ଏବଂ ଦିଲ୍ଲୀରେ ତାଙ୍କର ପ୍ରଥମ ନିଯୁକ୍ତି ହୋଇଥିଲା ।
ଭଦ୍ରକରେ କିଛି ବର୍ଷ ଅଧ୍ୟାପନା କରିବାପରେ ତାଙ୍କୁ ବିଶ୍ୱଭାରତୀ ଶାନ୍ତିନିକେତନଠାରେ ଓଡ଼ିଆ ଅଧ୍ୟାପକ ଭାବରେ ନିଯୁକ୍ତି ମିଳିଥିଲା ।
୨୦୦୮ରେ ସେ ଗୃହ ବିଭାଗର ଉପସଚିବ ନିଯୁକ୍ତ ହୋଇଥିଲେ ।
୧୯୭୩ରେ ଇନ୍ଦିରାଙ୍କ କ୍ୟାବିନେଟରେ ତାଙ୍କୁ ଶିଳ୍ପ ବିକାଶ ଉପମନ୍ତ୍ରୀ ନିଯୁକ୍ତ କରାଯାଇଥିଲା ।
୧୮୬୧ରେ ମେଜର ଇମ୍ପେଙ୍କୁ ସମ୍ବଲପୁରର ଡେପୁଟୀ କମିଶନର ରୂପେ ନିଯୁକ୍ତି ଦିଆଗଲା ।
| ଆଜିକାର ଦିନରେ ଦରମା ଏବଂ ଅନ୍ୟାନ୍ୟ ଦେୟ |ଆଜି, ବେତନର ଧାରଣା ସମୁଦାୟ ନିଯୁକ୍ତିର ଏକ ଅଂଶ ଭାବରେ ବିକଶିତ ହେବାରେ ଲାଗିଛି ଯାହା ନିଯୁକ୍ତିଦାତା କର୍ମଚାରୀମାନଙ୍କୁ ପ୍ରଦାନ କରନ୍ତି ।
ଏହା ପରେ ସେ ଏସପି ଏବଂ ପରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋରେ ଡିଜି ଭାବରେ ନିଯୁକ୍ତ ହୋଇଥିଲେ ।
ଅଷ୍ଟାଦଶ ଶତାବ୍ଦୀର ପ୍ରଥମ ଭାଗରେ ମରାଠା ରାଜା ଛତ୍ରପତି ଶାହୁଜୀ ଏକ ନୁଆ ପେଶୱା (ରାଜ ଦରବାରରେ ମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରମୁଖ ଅଧିକାରୀ) ନିଯୁକ୍ତି କରିବାକୁ ଚାହିଁଲେ ।
hired's Usage Examples:
Lorillard hired famed architect Bruce Price to design his clubhouse and the many cottages of the era along with landscape architect Arthur P.
2012 brought a new focus on WBCX by the university, which re-hired Jay Andrews to manage forward the station's programming and the school's digital technology.
Leading artists were hired to teach or judge exhibits at the Society of Decorative Arts in New York.
" Said wrote that the "Zionist movement has resorted to shabbier and shabbier techniques" and alleged that the movement had hired "an obscure.
He hired the famed architect Francis Rattenbury from CPR to design a grand hotel, the Château Prince Rupert, at the westernmost stop on the railway.
He optioned it and hired Reginald Rose to write the screenplay in June 1976.
The hired help bungled the attempt, Kuaikui had to flee his father"s anger.
Narron got the job permanently after Gardenhire was hired to be the Detroit Tigers' manager.
trafficking, feminicide, sexual exploitation, forced labour, hired killer, mendicity, domestic labour and forced marriage victims".
As he fell into a slump in July however, the cleanup position was eventually assigned to the newly hired import Jeffry Marte on August.
Estes was a non-tenured teacher who passed all background checks when he was hired.
On July 11, 2020, it was announced that Lawson was hired as the head coach of the Duke Blue Devils women's basketball team.
In June 2007, ThoughtWorks hired Ola Bini to work on Ruby and JRuby.
Synonyms:
employed,
Antonyms:
out of work, unemployed,