himalayan Meaning in Odia (Oriya). ( himalayan ଶବ୍ଦର ଓଡିଆ ଅର୍ଥ)
ହିମାଳୟ,
କିମ୍ବା ହିମାଳୟ ସହିତ ଜଡିତ |,
Adjective:
ହିମାଳୟ,
People Also Search:
himalayan lilachimalayas
himation
hims
himself
hin
hinayana
hinayana buddhism
hind
hind end
hind foot
hind leg
hind legs
hind limb
hind wing
himalayan తెలుగు అర్థానికి ఉదాహరణ:
|ଭାରତୀୟ ପ୍ଲେଟ୍ ସଞ୍ଚାଳିତ ହୋଇ ୟୁରେସିଆ ପ୍ଲେଟ୍ ସହିତ ଧକ୍କା ହେବା ପରେ ଦୁଇଟି ପ୍ଲେଟ୍ ଯଥାକ୍ରମେ ନିମ୍ନ ଓ ଉର୍ଦ୍ଧ୍ୱଗାମୀ ହେଲେ ଓ ସେଥିରୁ ହିମାଳୟ ସୃଷ୍ଟି ହୋଇଥିଲା ।
ହିମାଳୟ ପର୍ବତଶ୍ରେଣୀ ପ୍ରତିବର୍ଷ ଏହି ସଞ୍ଚାଳନରୁ ୨୦ ମି.ମି. ଧକ୍କା ଗ୍ରହଣ କରିନେଇଥାଏ ।
ଏହି ଅରଣ୍ୟରେ ବହୁ ସଂଖ୍ୟାରେ ହିମାଳୟନ ଥାର ଜନ୍ତୁ ରହନ୍ତି ।
ହିମାଳୟର ନିମ୍ନଦେଶ, ତେରାଇ ଓ ମଧ୍ୟୋଚ୍ଚ ଅଞ୍ଚଳରେ ଅଧିକାଂଶ ଆକ୍ରମଣ ହୋଇଥାଏ ।
ଅଧିକ ଉଚ୍ଚତାରେ ହିମାଳୟ କସ୍ତୁରୀ ମୃଗ ମଧ୍ୟ ଦେଖାଯାଏ ।
ଭାରତରେ ହିମାଳୟ ପାଦଦେଶ ୧୩୦୦-୧୪୦୦ ମିଟର ଉଚ୍ଚ ସ୍ଥାନରୁ ଆରମ୍ଭ କରି ହିମାଚଳ ପ୍ରଦେଶ, ଉତ୍ତରାଞ୍ଚଳ, ଉତ୍ତରପ୍ରଦେଶ, ଜାମ୍ମୁ ଓ କାଶ୍ମୀରର କେତେକ ଅଞ୍ଚଳ ସମତେ ଭାରତର ଆଉ ସମସ୍ତ ପ୍ରଦେଶରେ ଚାଷ ହୁଏ ।
ଏବେ ହିମାଳୟର କିଛି ଗ୍ଲେସିଅର୍ ୨୦ରୁ ୩୨ କି.ମି. ବ୍ୟାପ୍ତ ଥିବା ବେଳେ ହିମଯୁଗରେ ଅନେକ ଗ୍ଲେସିଅର୍ ୬୦ରୁ ୧୧୨ କି.ମି. ପର୍ଯ୍ୟନ୍ତ ବ୍ୟାପ୍ତ ଥିଲେ ।
ସେହି ଚକ୍ଷୁରୁ ଅଶ୍ରୁ ନିର୍ଗତ ହେଲା, ସତେ ଯେପରି ହିମାଳୟ ବକ୍ଷରୁ ସ୍ରୋତସ୍ୱିନୀ ଗଙ୍ଗାର ପ୍ରବାହ ।
| ଆହାର ସମ୍ବନ୍ଧୀୟ ତଥ୍ୟ |ଭାରତୀୟ ଜଙ୍ଗଲରେ ଦେଖାଯାଉଥିବା ଶିକାର ଜନ୍ତୁମାନେ ହେଲେ – ଚିତଲ୍ ହରିଣ, ସମ୍ବର ହରିଣ, କୁଟୁରା, ମୂଷା ହରିଣ, ବାରଶିଙ୍ଘା, ବାରହା, ଗୌର୍ (ଗୟଳ), ପାଣି ମଇଁଷି, ବାଣ୍ଟେଙ୍ଗ୍ ପ୍ରଜାତିର ଗାଈ, ଗୋରୁଗାଈ, ନୀଳଗାଈ, ଛେଳି, ଭାରତୀୟ ଠେକୁଆ, ହିମାଳୟ ମୂଷା ଓ ହନୁ ମାଙ୍କଡ଼ ।
|ନେପାଳର ସୁଦୂର ପୂର୍ବରେ ହିମାଳୟ ବକ୍ଷରେ ଓ ଭାରତର ସୀମାରେ ପୃଥିବୀର ତୃତୀୟ ସର୍ବୋଚ୍ଚ ଶୃଙ୍ଗ କାଞ୍ଚନଜଙ୍ଘା ଦଣ୍ଡାୟମାନ ।
ହିମାଳୟ ବଳୟର ଦକ୍ଷିଣ ପଟକୁ ଗାଙ୍ଗେୟ ସମତଳ ଭୂମି ଅବସ୍ଥିତ ।
|ପଶ୍ଚିମରେ ସିନ୍ଧୁ ନଦୀ ଓ ଉତ୍ତରରେ ହିମାଳୟ ପର୍ବତମାଳା ଏହି ଉପପ୍ରଜାତିର ଭୌଗୋଳିକ ବ୍ୟାପ୍ତିର ସୀମା ନିର୍ଦ୍ଧାରଣ କରନ୍ତି ବୋଲି ବିଶ୍ୱାସ କରାଯାଏ ।
ହିମାଳୟର ଅତ୍ୟୁଚ୍ଚ ଶିଖରଗୁଡ଼ିକ ବର୍ଷ ତମାମ ବରଫାବୃତ ରହନ୍ତି ଓ ବିଭିନ୍ନ ଚିରସ୍ରୋତା ନଦୀର ଉତ୍ସର ଭୂମିକା ଗ୍ରହଣ କରିଥାନ୍ତି ।
himalayan's Usage Examples:
parakeet (Psittacula himalayana) is the only psittacid species to exhibit altitudinal migration.
The Himalayan marmot (Marmota himalayana) is a marmot species that inhabits alpine grasslands throughout the Himalayas and on the Tibetan Plateau.
The Himalayan pika (Ochotona himalayana) is a species of small mammal in the pika family (Ochotonidae).
It is found in himalayan region where small bushes and rhododendron is available.
The slaty-headed parakeet (Psittacula himalayana) is the only psittacid species to exhibit altitudinal migration.
duomurisporum Hemithecium endofusca Hemithecium flavoalbum Hemithecium flexile Hemithecium himalayanum Hemithecium implicatum Hemithecium kodayarense.