hijacked Meaning in Odia (Oriya). ( hijacked ଶବ୍ଦର ଓଡିଆ ଅର୍ଥ)
ଅପହରଣ,
Verb:
ଅପହରଣ,
People Also Search:
hijackerhijackers
hijacking
hijackings
hijacks
hijinks
hike
hiked
hiker
hikers
hikes
hiking
hila
hilal
hilar
hijacked తెలుగు అర్థానికి ఉదాహరణ:
ସେହିପରି ପୂର୍ବରୁ ଅନ୍ୟ କେତେକ ରିପୋର୍ଟରେ ବିମାନ ଅପହରଣ ହୋଇଥିବାର ମଧ୍ୟ ପ୍ରକାଶ କରାଯାଇଛି ।
| ପୃଷ୍ଠଭୂମି |ସଂପ୍ରତି ଭାରତରେ ସାଂବିଧାନିକ ବ୍ୟବସ୍ଥାରେ କେବଳ ହତ୍ୟା, ଧର୍ଷଣ ତଥା ଅପହରଣ ଭଳି ଗମ୍ଭୀର ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିବିଶେଷଙ୍କୁ ହିଁ ନିର୍ବାଚନ ଲଢିବାରୁ ବଞ୍ଚିତ କରିବା ଭଳି ଆଇନ ରହିଛି ।
ଲାଲବାଗ ତାଙ୍କୁ ଦେଖି ଆକର୍ଷିତ ହୋଇ ଅପହରଣ କରିନେଇଥିଲେ।
ସେ ମଧ୍ୟ ଶ୍ରୀ ସୁବାକର ଓ ଶୀନାଙ୍କୁ ଅପହରଣ କରିଥିଲେ ଏବଂ ଏହା ଶକ୍ତିମାରଙ୍କ କାର୍ଯ୍ୟ ବୋଲି କହିଥିଲେ ।
ରାଜଦମ୍ପତିଙ୍କ ସମାଧି ପ୍ରକୋଷ୍ଠ ମଧ୍ୟସ୍ଥ ବେଦୀ ଉପରେ ଯେଉଁ ଦୁଇଖଣ୍ଡ ଉଜ୍ଜ୍ୱଳ ଶିଳା ଖଚିତ ହୋଇଥିଲା ତାହା କିଏ ଅପହରଣ କଲା ତାର ଇୟତ୍ତା ନାହିଁ।
ମହଭାରତ ଗାଥା ଅନୁସାରେ ଦୁର୍ଯୋଧନ ଏବଂ କର୍ଣ୍ନ ଭାନୁମତୀଙ୍କୁ ଅପହରଣ କରି ନେଇଯାଉଥୁଲେ, ପରିଚାରିକା ସୁପ୍ରିୟା ସେତେବେଳେ ତାଙ୍କର ପିଛା କରିଥିଲା ।
|ରାବଣଙ୍କ ସହ ବିଭୀଷଣଙ୍କ ମତଭେଦ ହେତୁ ସେ ସୀତାଙ୍କୁ ଅପହରଣ କରିବାର ବିରୋଧୀ ଥିଲେ ଏବଂ ରାବଣ ନିଜ ପାଇଁ ସିଂହାସନ ଚାହୁଁଥିବାରୁ ସେ ଲଙ୍କା ଛାଡି ପଳାଇଥିଲେ ।
(୧) ଦେୱୀ (ସୀନ୍ତା)ଙ୍କ ଅପହରଣ, (୨) ଜ୍ୱଳନ୍ତ ହନୁମାନ, (୩) କୁମ୍ବକର୍ଣ୍ଣ (କୁମ୍ଭକର୍ଣ୍ଣ) ବଧ ଓ (୪) ରାମ ଓ ସୀନ୍ତାଙ୍କ ମିଳନ ଏହି ନାଟକର ଚାରି ଅଧ୍ୟାୟ ।
ପରିଶେଷରେ, ମାରୀଚ ଏକ ସୁବର୍ଣ୍ଣ ହରିଣର ରୂପ ନେଇ ସୀତାଙ୍କୁ ଅପହରଣ କରିବାରେ ରାବଣକୁ ସାହାଯ୍ୟ କରିଥିଲେ ।
ମାତ୍ର ଡଃ ଜୟକାଲ ତାକୁ ଅପହରଣ କରିଥିଲା ।
|ରାମାୟଣର ରାବଣ ଓ ଫିଲ୍ମ ରାବଣର କାହାଣୀର ତଥ୍ୟରେ ସମାନତା|ପୁରାଣ ଯୁଗରେ ରାବଣ ରାମଙ୍କ ପତ୍ନୀଙ୍କୁ ଅପହରାନ କରି ନେଇ ପ୍ରତିଶୋଧ ନେବାର ଦୃଷ୍ଟାନ୍ତ ପାରି ଏଥିରେ ମଧ୍ୟ ମୁଖ୍ୟ ଅଭିନେତା , ଯିଏ କି ଜଣେ ଦୁର୍ଦ୍ଧଶ ପୋଲିସ ଅଫିସର ଭୂମିକାରେ ଅପରାଧୀ ତଥା ମାଫିଆ ନେତାଙ୍କ ସହ ସଙ୍ଗର୍ଷ ରତ ଥିଲେ ଓ ଅପରାଧୀ ତାଙ୍କ ପତ୍ନୀଙ୍କୁ ଅପହରଣ କରିନେଇ ପୋଇସ ଅଫିସରଙ୍କ ଉପରେ ଚାପ ପକେଇବାକୁ ସତତ ଉଦ୍ୟମ କରିଥିଲା ।
ନିର୍ବାସନ ସମୟରେ ଥିବା ବେଳେ ଜଟାସୁର ନାମକ ରାକ୍ଷସ ଜଣେ ଛଦ୍ମ ବ୍ରାହ୍ମଣ ରୂପେ ନକୁଳ, ଦ୍ରୌପଦୀଙ୍କ ସହିତ ସହଦେବ ଏବଂ ଯୁଧିଷ୍ଠିରଙ୍କୁ ଅପହରଣ କରି ନେଇଥିଲେ ।
|ତାଙ୍କର ୨୦୦୫ ବହି ଲଷ୍ଟ୍ ସ୍ପ୍ରିଙ୍ଗ୍: ଷ୍ଟୋରିଜ୍ ଅଫ୍ ଦି ଲଷ୍ଟ୍ ଚିଲ୍ଡ୍ରେନ୍, ସମାଜର ତଳ ସ୍ତରର ପିଲାମାନଙ୍କୁ ନେଇ ଓ ଇଡ୍ରିଜ୍ ନାମକ ଏକ ପିଲା, ଯେ ଅପହରଣ ହୋଇଥିଲା ଓ ମିର୍ଜାପୁରର କାର୍ପେଟ୍ ଶିଳ୍ପରେ କାମ କରିବାକୁ ବାଧ୍ୟ ହୋଇଥିଲା, ତାହା ଉପରେ ଆଧାରିତ ।
hijacked's Usage Examples:
Runaway Train (in Wild West): Psycho is in the end of a hijacked train, and has to reach the locomotive, dodging through signs, water tanks, gunmen and tunnels.
In a typical Zoombombing incident, a teleconferencing session is hijacked by the insertion of material that is lewd, obscene.
In the serial, the alien time traveller the Master (Roger Delgado) is plotting to start World War III by destroying a peace conference between the United States and China in London by using a nerve gas missile he hijacked from the organisation UNIT.
The flight was apparently hijacked as soon as it reached cruise altitude.
Hermes – Allegedly scuttled after being hijacked by the Red Skull.
In Blows Against the Empire, Kantner and Slick sang about a group of people escaping Earth in a hijacked starship.
skinheads, hijacked in their views by white power skinheads, who they sometimes deride as "boneheads".
1970, members of the Popular Front for the Liberation of Palestine (PFLP) hijacked four airliners bound for New York City and one for London.
the brig Frederick was hijacked by ten Australian convicts and used to abscond to Chile, where they lived freely for two years.
After taking off from Da Nang International Airport (IATA:DAD/ICAO:VVDN) in South Vietnam on a regularly scheduled flight to Saigon's Tan Son Nhat International Airport (SGN/VVTS), the flight was hijacked by Tan, holding two grenades.
As well as stenciling prolifically, Meek has also hijacked billboards, and used wheat paste.
He ran out onto the road and tried to stop cars, but was caught by the crowd, beaten, and bundled into a hijacked vehicle.
Synonyms:
seize, pirate, carjack, highjack, skyjack, commandeer,
Antonyms:
refrain, sell, leave office, refuse, forfeit,