highspirited Meaning in Odia (Oriya). ( highspirited ଶବ୍ଦର ଓଡିଆ ଅର୍ଥ)
ଉଚ୍ଚକୋଟୀର,
ଉଚ୍ଚାଭିଳାଷୀ |,
People Also Search:
highthightail
hightailed
hightailing
hightails
highth
highting
highway
highway code
highway robbery
highway system
highwayman
highwaymen
highways
hijab
highspirited తెలుగు అర్థానికి ఉదాహరణ:
କିନ୍ତୁ, ୨୦୧୦ ମସିହାରେ ଦେବ.ଡି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ତାଙ୍କୁ ଖୁବ ପ୍ରସିଦ୍ଧି ଆଣିଦେବା ସହ ଉକ୍ତ ଚଳଚ୍ଚିତ୍ରରେ ଉଚ୍ଚକୋଟୀର ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଜାତୀୟ ପୁରସ୍କାର ଦେବାରେ ସହାୟ ହୋଇଥିଲା ।
ସେମାନେ ଓଡ଼ିଆ ସମାଜରେ ଉଚ୍ଚ ପଦବୀରେ ରହିଥିଲେ ଏବଂ ସେମାନଙ୍କ ସହିତ ପ୍ରାଥମିକ ଶାସ୍ତ୍ରଗୁଡ଼ିକରେ ଉଚ୍ଚକୋଟୀର ଉଲ୍ଲେଖ କରାଯାଇଛି ।
|୫୦୦ତମ ଜନ୍ମ ଉତ୍ସବ ଅବସରରେ ୧୯୬୯ରେ ସେ ଗୁରୁ ନାନକଙ୍କ ଉଦ୍ଦେଶ୍ୟରେ କରିଥିବା ଚିତ୍ରଟି ଖୁବ୍ ଉଚ୍ଚକୋଟୀର ଥିଲା ।
ତାଙ୍କର କବିତା ଗୁଚ୍ଛ ମଧ୍ୟରୁ ଏ ରେନ ଅଫ ରାଇଟ୍ସ , ଲାଇଫ ସାଇନସ ଏବଂ ଏ ୱାଇଟନେସ ଅଫ ବୋନ ଆଦି ଉଚ୍ଚକୋଟୀର ।
ଏହା ଏତେ ଉଚ୍ଚକୋଟୀର ହୋଇଥିଲା ଯେ ଭେର୍ରୋଚିଓ ତାଙ୍କର ତୁଳୀ ତଳେ ଥୋଇଦେଲେ ଓ ଜୀବନରେ ଆଉ କେବେ ରଙ୍ଗ କଲେ ନାହିଁ ।
ଦେଶକୁ ଆନେକ ଉଚ୍ଚକୋଟୀର ବୁଦ୍ଧିଜୀବୀ ଓ ପ୍ରଶାସକ ଦେଇଥିବା ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନ ବିଶ୍ୱବିଦ୍ୟାଳୟ) କଟକର ଏକ ଅନନ୍ୟ ଅଙ୍ଗ ।
ତାଙ୍କର ଅନୁଜ ଶ୍ରୀ ରୂପ ସନାତନାଦି ବ୍ରଜର ଗୋସ୍ୱାମୀମାନେ ସଂସ୍କୃତରେ ବହୁ ଉଚ୍ଚକୋଟୀର ଗ୍ରନ୍ଥ ପ୍ରଣୟକରିଛନ୍ତି ।
|ତାଙ୍କର ଉଚ୍ଚକୋଟୀର ବିବିଧ ଚିତ୍ର ଓ ପେଣ୍ଟିଙ୍ଗମାନଙ୍କୁ ତାଙ୍କର ଛାତ୍ରମାନେ ଅନୁକରଣ କରିଥିଲେ ଓ, ଅନ୍ୟ ବିଖ୍ୟାତ ଚିତ୍ରକର ଓ ସମାଲୋଚକମାନେ ବିଶଦ ଭାବେ ଚର୍ଚ୍ଚା କରିଥିଲେ ।
ଏହି ଧାରାବାହିକ ସ୍ତମ୍ଭଟି ବେଶ ଲୋକପ୍ରିୟତା ହାସଲ କରିଥିଲା ଓ ପାଠକ ମାନେ ଏହାକୁ ଏକ ଉଚ୍ଚକୋଟୀର ସମାଲୋଚନା ବୋଲି ବିବେଚନା କରିଥିଲେ ।
ସେହି ଅନୁଷ୍ଠାନରେ ଅତି ଉଚ୍ଚକୋଟୀର ବାତାବରଣ ଥିଲା ଓ ମୋତେ କିଛି ନୂଆ ଶିଖିବା ଅନୁଭୂତି ଆଣିଦେଲା ।
ଏହା ଡିଜିଟାଲ୍ ହୋଇଥିବାରୁ, ଏହାର ଗୁଣାତ୍ମକମାନ ସର୍ବାଧିକ ଉଚ୍ଚକୋଟୀର ଏବଂ ଏହି ବ୍ୟବସ୍ଥାଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତିବିଶେଷ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣିବାରେ ସକ୍ଷମ ହୋଇପାରୁଛନ୍ତି ।
highspirited's Usage Examples:
report that Middlesex is a "vastly realized, multi-generational novel as highspirited as it is intelligent .
my life, but really can I remamber none with so broad a view and so highspirited as Yokoi, my instructor.