<< highlanders highlands >>

highlandmen Meaning in Odia (Oriya). ( highlandmen ଶବ୍ଦର ଓଡିଆ ଅର୍ଥ)



ଉଚ୍ଚଭୂମି,

Noun:

ଉଚ୍ଚଭୂମି,

highlandmen తెలుగు అర్థానికి ఉదాహరణ:

ଉଚ୍ଚଭୂମିରେ ଥିବା ହ୍ରଦ ବା ଉପନଦୀରେ ଯେଉଁ ସବୁ ମାଛ ଦେଖାଯାନ୍ତି, ସେମାନେ ନିମ୍ନ ଅବବାହିକାରେ ପ୍ରାୟତଃ ମିଳନ୍ତି ନାହିଁ ।

|ବର୍ତ୍ତମାନ ସୁଦ୍ଧା ଭାରତୀୟ ପ୍ଲେଟ୍ ତିବ୍ବତୀୟ ଉଚ୍ଚଭୂମିକୁ ଧକ୍କା ଦେଉଛି ଏବଂ ଫଳରେ ତିବ୍ବତୀୟ ଉଚ୍ଚଭୂମିର ସମୁଦ୍ରପତନରୁ ଉଚ୍ଚତା ପ୍ରତିବର୍ଷ ବଢ଼ୁଛି ।

ଉଚ୍ଚ ଦେଶରେ ଉପକ୍ରାନ୍ତୀୟ ଉଚ୍ଚଭୂମି ଜଳବାୟୁ ଅନୁଭୂତ ହୋଇଥାଏ ।

କେନ୍ଦ୍ରୀୟ ଉଚ୍ଚଭୂମିର ପର୍ବତମାନ ଏହି ଅଞ୍ଚଳରେ ଉଚ୍ଚତମ ।

|୨୦୦୦ ମସିହାରେ ରୋଜର୍ସ, ମାଥୁର ଓ ପନୱାର ଭୌଗୋଳିକ ଦୃଷ୍ଟିରୁ ବାନ୍ଧବଗଡ଼କୁ କେନ୍ଦ୍ରୀୟ ଉଚ୍ଚଭୂମିର ଡେକାନ୍ ଉପଦ୍ୱୀପ ଜୋନ୍-୬Aର ଅଂଶ ବୋଲି କହିଛନ୍ତି ।

୧୮୩୦ ଦଶକରେ ଶ୍ରୀଲଙ୍କାରେ କଫିଚାଷ ଆରମ୍ଭ ହୋଇଥିଲା, କୃଷକ ମାନଙ୍କ ଠାରୁ ନିଆଯାଇଥିବା ଉଚ୍ଚଭୂମିରେ ଏହି ଫସଲ ଭଲ ଅମଳ ଦେଇଥିଲା ।

ଉତ୍ତର ନିମ୍ନଭୂମିରେ ଥିବା ୟୁକାଟାନ ପେନିନସୁଲା (Yucatán Peninsula) ଓ ଉଚ୍ଚଭୂମିରେ ଥିବା ସିଏରା ମାଡ୍ରେ ଡି ଚିଆପାସ (Sierra Madre), ଗୁଆତେମାଲା, ମେକ୍ସିକୋ, ଏଲ ସାଲଭାଡର ଓ ପାସିଫିକ ଲୋଟୋରାଲ ସମତଳ ନିମ୍ନଭୂମି ପର୍ଯ୍ୟନ୍ତ ବ୍ୟାପିଥିଲା ।

କର୍ଣ୍ଣାଟକର କୋଡ଼ାଗୁ, ତାମିଲ୍‍ନାଡ଼ୁର କୋଡାୟାର୍ ପାହାଡ଼ ଓ ଅନ୍ୟ ପାହାଡ଼ିଆ ଅଞ୍ଚଳ ତଥା କେରଳର ଉଚ୍ଚଭୂମି ଅଞ୍ଚଳରେ ଏମାନେ ଦୃଶ୍ୟମାନ ହୁଅନ୍ତି ।

ଏଭେରେଷ୍ଟ୍ ଓ କେ-୨ (କେ-ଟୁ) ମଧ୍ୟବର୍ତ୍ତୀ ଉଚ୍ଚଭୂମିର ସର୍ବନିମ୍ନ ବିନ୍ଦୁଟି ହେଉଛି କୋରା-ଲା ଗିରିପଥ ।

ପଶ୍ଚିମସ୍ଥ ଉଚ୍ଚଭୂମି ଲୋହିତ ସାଗରର ନିକଟବର୍ତ୍ତୀ ଥିବାରୁ ଏହି ଅଞ୍ଚଳ ସମଗ୍ର ଆରବୀୟ ଉପଦ୍ୱୀପରେ ସବୁଠାରୁ ଅଧିକ ବୃଷ୍ଟିପାତ ଗ୍ରହଣ କରିଥାଏ ।

| ଇତିହାସ | ନିର୍ମାଣ, ଉଦ୍‍ଘାଟନ ଓ ନବୀକରଣ |ସେଲିୟାନ୍, ଏସ୍କୁଇଲାଇନ୍ ଓ ପାଲାଟାଇନ୍ ନାମକ ତିନୋଟି ପାହାଡ଼ (ଉଚ୍ଚଭୂମି)ଦ୍ୱାରା ପରିବେଷ୍ଟିତ ନିମ୍ନ ସମତଳ ଉପତ୍ୟକାରେ କୋଲୋଜିୟମ୍ ନିର୍ମାଣ କରିବା ପାଇଁ ସ୍ଥିର କରାଯାଇଥିଲା ।

|ଜଳବାୟୁ|ଭାରତର କେନ୍ଦ୍ରୀୟ ଉଚ୍ଚଭୂମିର ଜଳବାୟୁ କ୍ରାନ୍ତୀୟ ମୌସୁମୀ ଜଳବାୟୁ ।

highlandmen's Meaning in Other Sites