hers Meaning in Odia (Oriya). ( hers ଶବ୍ଦର ଓଡିଆ ଅର୍ଥ)
ତାଙ୍କର, ତାହର,
Pronoun:
ତାଙ୍କର,
People Also Search:
herschelhersed
herself
hershey
hership
hertford
hertfordshire
hertz
hertzes
hertzian
herve
hes
he's
heshvan
hesiod
hers తెలుగు అర్థానికి ఉదాహరణ:
ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମାୟାଧର ଜେନାଙ୍କୁ ୨୫,୨୦୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।
ମୋର ପିତାଙ୍କର ଇଚ୍ଛା ଥିଲେ ମଧ୍ୟ ତାଙ୍କୁ ଅବ୍ୟବହାରିକ (Impractical) ଆଖ୍ୟା ଦିଆଗଲା ।
ଏହି ବେଳର ସ୍ମୃତି ସେ ପରବର୍ତ୍ତୀ କାଳରେ ତାଙ୍କର ସ୍ତ୍ରୀ-ଭକ୍ତମାନଙ୍କ ଆଗରେ ପ୍ରକାଶ କରି କହିଥିଲେ, ‘ସେତେବେଳେ ମୋର ମନେ ହେଉଥିଲା, ଅନ୍ତର ମଧ୍ୟରେ କେହି ଯେପରି ଗୋଟିଏ ପୂର୍ଣ୍ଣାନନ୍ଦର କଳସ ସ୍ଥାପନ କରି ରଖିଛି ।
ଚକାଆଖି ତାଙ୍କର ସମଦୃଷ୍ଟିରେ ପରି ପୂର୍ଣ୍ଣ ।
ସେହି ବର୍ଷ ତାଙ୍କର ପ୍ରଥମ କବିତା ପୁସ୍ତକ ସମୟରେ ଲିପି ମଧ୍ୟ ପ୍ରକାଶ ପାଇଥିଲା ।
ତାଙ୍କ ଅନୁପସ୍ଥିତିରେ ବିଚିତ୍ରାନନ୍ଦ ଦାସ ଏବଂ ତାଙ୍କର ଅନୁଗାମୀମାନେ ଧରଣୀଧରଙ୍କ ବିରୋଧରେ ଖଚମିଛ କହି, ମିଥ୍ୟା ଅଭିଯୋଗ କରି ରାଜାଙ୍କ ମନରେ ବିଷ ଭରିବାରେ ସଫଳ ହୋଇଥିଲେ ।
ଏହି ଗ୍ରାମରେ କବି ତାଙ୍କ ବାପାମାଆ ଭୋଜଦେବ ଏବଂ ବାମାବତୀଙ୍କ ସହିତ ତାଙ୍କର ପିଲାଦିନ ଅତିବାହିତ କରିଥିଲେ ।
ତାଙ୍କର ପ୍ରଥମ କବିତା ସଂକଳନ ଶବ୍ଦ ନିଃଶବ୍ଦ ୧୯୮୦ ମସିହାରେ ପ୍ରକାଶ ପାଇଥିଲା ।
|ଦିନେ ଦ୍ୱିପ୍ରହର ସମୟରେ ନିଘୋଡ଼ ନିଦରେ ଶୋଇଥିବାବେଳେ ରାମଚନ୍ଦ୍ର ଦେଖିଲେ ଗୋଟିଏ ସର୍ବସୁଲକ୍ଷଣୀ ବାଳିକା ତାଙ୍କର କଣ୍ଠଦେଶକୁ ଦୁଇ ହସ୍ତରେ ବେଷ୍ଟନ କରି କହୁଛି-‘ବାପା, ମୁଁ ତୁମ ଘରକୁ ଆସିଲି ।
ଆଞ୍ଜେଲିନା ତାଙ୍କର ପ୍ରାକ୍ତନ ପତି ଜନି ଲୀ ମିଲର୍ ଏବଂ ବିଲ୍ଲି ବବ୍ଙ୍କୁ ଛାଡ଼ିବା ପରେ ବ୍ରାଡ଼ ପିଟଙ୍କୁ ବିବାହ କରିଥିଲେ ଏବଂ ୨୦୧୬ରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା ।
|ବନବାସୀ ପଟ୍ଟନାୟକ ତାଙ୍କର ଶେଷ ଋଣଜୀ ଟ୍ରଫି ମ୍ୟାଚ ୧୯୬୪-୬୫ ସିଜନରେ ଜାମସେଦପୁରରେ ବିହାର ବିପକ୍ଷରେ ଖେଳିଥିଲେ ଓ ଦୁଇଟି ଯାକ ଇନିଂସରେ ୧୩ ରନ ଲେଖାଏଁ ସ୍କୋର କରିଥିଲେ ।
ତାଙ୍କର ଲକ୍ଷ୍ୟ ଥିଲା ଓଡ଼ିଶାରେ ସଙ୍ଗୀତର କିପରି ଉନ୍ନତି ଓ ପ୍ରଚାର ପ୍ରସାର ହେବ ।
ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୧୩,୭୮୪ ଖଣ୍ଡ ଭୋଟରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
hers's Usage Examples:
Some of the windows are mullioned and transomed, and others are cross windows.
epigraph includes the line ""Love hath made this thing a Man"", which adumbrates one of Kipling"s themes in this story, as in others.
novice in a Belgian monastery, she forces herself to endure disciplinary mortifications for her new love"s sake.
identified specifically as the Pilgrim Fathers) as a small armed group of somberly clad, God-fearing souls making their way from right to left through a snowy.
He was a middle child of a large family, and the eldest of three sons, preceding his brothers Frederick (Bun) and Alexander (Bud).
She comes upon one of the TARDIS's inner doors and opens it, only to find herself in the TARDIS console room, which has bits of rock wall mixed in with its normal walls.
But the sentence I found is different, almost an apology or explanation for having got herself into such trouble; she is seeking comfort and support in simple, short but meaningful words.
After allying herself with Emma before being promoted on the WWE"s main roster in 2016, where she began allying herself with Charlotte.
Williams describe the libretto thus: Schikaneder, a kind of literary magpie, filched characters, scenes, incidents, and situations from others" plays and novels.
The Law Society sought a declaration that its activities did not infringe on the publishers' copyrights, by either the provision of a single copy of a work or by allowing patrons to avail themselves of the self-service photocopiers.
If the Danish Cup winner is among the top two finishers in either playoff group, it is withdrawn from the knockout playoff and its opponent automatically advances to the tournament final.
a standard of reasonable care when performing an activity that could foreseeably harm others Duty to rescue – Concept in tort law in which a party can.