heroize Meaning in Odia (Oriya). ( heroize ଶବ୍ଦର ଓଡିଆ ଅର୍ଥ)
ବୀରତ୍ୱ,
Noun:
ଆଦର୍ଶ ମଣିଷ |, ଦେବୀ, ହିରୋଇନ୍,
People Also Search:
heroizedheron
heronries
heronry
herons
heros
heroship
herpes
herpes encephalitis
herpes simplex
herpes simplex encephalitis
herpes simplex virus
herpes virus
herpestes
herpetic
heroize తెలుగు అర్థానికి ఉదాహరణ:
ଇଂରେଜମାନଙ୍କର କଠୋର ଦମନ ନୀତି ସତ୍ତ୍ୱେ, ବକ୍ସିଙ୍କ ବୀରତ୍ୱ ଓ ପାଇକମାନଙ୍କର ମିଳିତ ସଂଘର୍ଷ ଯୋଗୁଁ ବିଦ୍ରୋହ ଦମନ କରିବା ସହଜ ହୋଇନଥିଲା ।
ତାଙ୍କ ବୀରତ୍ୱ ଓ କାର୍ଯ୍ୟ ଦକ୍ଷତାରେ ସନ୍ତୁଷ୍ଟ ହୋଇ ବାହାର ଖାଁ ନିଜ ପୁତ୍ର ଜଲାଲ ଖାଁଙ୍କ ଶିକ୍ଷାଭାର ତାଙ୍କ ହସ୍ତରେ ନ୍ୟସ୍ତ କରିଥିଲେ ।
|ଶୂରବୀର ଓ ବୀରତ୍ୱପୂର୍ଣ୍ଣ କାର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ହିସାବରେ ତାଙ୍କୁ ପ୍ରାୟତଃ ପ୍ରଚୀନ ଗ୍ରୀକ୍ ବୀରମାନଙ୍କ ସହଚରୀ ରୂପେ ଚିତ୍ରଣ କରାଯାଏ ।
|ପତାକାର ଉପରେ ଥିବା କେଶରୀ ରଙ୍ଗ ଦେଶବାସୀଙ୍କ ସାହସ ଓ ବୀରତ୍ୱକୁ ସୂଚାଇ ଥାଏ ।
ଭୂୟାଁମାନଙ୍କର କେନ୍ଦୁଝରର ରାଜା ଓ ରାଜବଂଶ ସହିତ ପାରମ୍ପାରିକ ସମ୍ପର୍କ ରହିଆସିଛି ||ଉପନ୍ୟାସରେ ଭୂୟାଁମାନଙ୍କର ବୀରତ୍ୱ ସଙ୍ଗେ ସଙ୍ଗେ ନୃଶଂସତା, ଭୂୟାଁ ଗ୍ରାମ ମଧ୍ୟରେ ଧାଙ୍ଗଡା଼-ଧାଙ୍ଗଡ଼ି ଘର, ରାଜପୁରୁଷମାନଙ୍କ ପ୍ରତି ଶ୍ରଦ୍ଧା, ଭକ୍ତି ଓ ସାଧାରଣଙ୍କ ପ୍ରତି ଆତିଥେୟତା, ପୁଣି ଯୁବକଯୁବତି ଓ ବୃଦ୍ଧବୃଦ୍ଧାମାନଙ୍କର ସାମାଜିକତା ମଧ୍ୟରେ ଭୀମାଭୂୟାଁର ପୌରୁଷ ଓ ପ୍ରେମର ଚିତ୍ର ଅଂକିତ ହୋଇଛି ।
ଓଡ଼ିଶାର ଜଣେ ରାଜକନ୍ୟାଙ୍କର ଅପୂର୍ବ ଚାରିତ୍ରିକ ପ୍ରଭାବରେ ଆଦିବାସୀ ଭୀମାଭୂୟାଁର ବୀରତ୍ୱର ଦମ୍ଭ ଓ ପ୍ରେମ କିପରି ତ୍ୟାଗର ଚରମସୀମାକୁ ସ୍ପର୍ଶ କରିଛି, ତାହା ଏହି ଉପନ୍ୟାସରେ ଚିତ୍ରିତ ହୋଇଛି ।
ବୀରତ୍ୱରେ ମଧ୍ୟ ସେ କମ ନ ଥିଲେ ।
ତତ୍ପରେ ସୁଗ୍ରୀବ ହନୁମାନଙ୍କୁ ଡାକି କହିଲେ, ହେ ବାୟୁପୁତ୍ର, ତୁମ ଅସାଧାରଣ ବୀରତ୍ୱ ଯୋଗୁଁ ରାମଚନ୍ଦ୍ରଙ୍କ ଏହି କାର୍ଯ୍ୟ ନିମିତ୍ତ ଆପଣ ହିଁ ଏକମାତ୍ର ଯୋଗ୍ୟ ।
କୌରବ ମାନେ ସସୈନ୍ୟ ବିରାଟରାଜ୍ୟ ଆକ୍ରମଣ କରିବାରୁ ବିରାଟ—ତନୟ ଉତ୍ତରଙ୍କ ରଥରେ ବୃହନ୍ମଳା ନାମଧାରୀ ଅର୍ଜୁନ ସାରଥି ରୂପରେ ଗଲେ ଓ ଅର୍ଜୁନଙ୍କ ବୀରତ୍ୱ ଯୋଗୁଁ ମହାଭୀରୁ ଉତ୍ତର ମଧ୍ୟ ଜୟଲାଭ କରି ଫେରି ଆସିଲେ ।
ବୀର ଓଡ଼ିଆ ପାଇକମାନେ ସେମାନଙ୍କର ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ କରି ଓଡ଼ିଶା ମାଟିରୁ ଗୋରା ଫିରିଙ୍ଗି ଶାସକମାନଙ୍କୁ ହଟାଇବା ନିମନ୍ତେ ତରବାରୀ ଧରିବା ପାଇଁ ପଶ୍ଚାତପଦ କରିନଥିଲେ ।
ଲୋକେ ବୀରତ୍ୱର ଆସ୍ଫାଳନ କରିବା ସମୟରେ ନିଶକୁ ଆଉଁସନ୍ତି।
ସେ ଆକ୍ରମଣ, ଯୁଦ୍ଧ ଓ ବୀରତ୍ୱ ପ୍ରଦର୍ଶନ ସହ ଶାନ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ଭଳି ଅନେକ ଗୁଣ ଧାରଣ କରିଥିଲେ ।
heroize's Usage Examples:
used as: as the name of a distinct mythical figure, Soter (daimon) any heroized or deified leaders of Hellenistic dynasties, see Hellenistic ruler cult:.
outstanding fictionalization of memory resists the tendency to aestheticize and heroize the figure of the farm worker; which was a common practice of social realism.
Beethoven-Fest of the Hitlerjugend in Bad Wildbad in the Black Forest and heroized the composer there.
therefore, solidified images of "Chinese savagery" and the victimized and heroized Western states.
Romulus, the legendary founder of Rome, was heroized into Quirinus, the "undefeated god", with whom the later Caesars identified.
Earlier Turkish cartoon depictions that heroized Huns were Atilla Geliyor and Atilla"nın Ölümü, created collectively by.
observation concerning that "blameless" (άμύμων) was an epithet of the heroized dead, who were venerated and appeased at shrines.
Old Norse religion in long-term perspectives; The heroized dead.
classical era range from primordial powers and an Olympian on the one hand, to heroized mortals, chthonic nymphs, trickster-figures, and monsters on the other.
Ellen Harrison pointed out that "blameless" (άμύμων) was an epithet of the heroized dead, who were venerated and appeased at shrines.
the script, but the nature and aspect of the hoodlum are outrageously heroized.
of the classical era range from primordial powers and an Olympian on the one hand, to heroized mortals, chthonic nymphs, trickster-figures, and monsters.
Molossians was not to Hellenize the ethnic origin of their people, but to heroize their house.