helpers Meaning in Odia (Oriya). ( helpers ଶବ୍ଦର ଓଡିଆ ଅର୍ଥ)
ସହକାରୀ, ସାହାଯ୍ୟ, ସାହାଯ୍ୟକାରୀ, ନାୟାର,
Noun:
ସହକାରୀ, ସାହାଯ୍ୟ, ସାହାଯ୍ୟକାରୀ, ନାୟାର |,
People Also Search:
helpfulhelpfully
helpfulness
helping
helping hand
helpings
helpless
helplessly
helplessness
helplessnesses
helpline
helplines
helpmann
helpmate
helpmates
helpers తెలుగు అర్థానికి ఉదాహరణ:
ଖୋର୍ଦ୍ଧା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଥିବା ତାଙ୍କ ବଡ଼ ଭାଇ ପଦ୍ମଚରଣ ପଟ୍ଟନାୟକଙ୍କ ପ୍ରେରଣାରେ ସେ ସୁପରିଚିତ ଇଂରାଜୀ କବିମାନଙ୍କର କବିତାକୁ ଓଡ଼ିଆରେ ଅନୁବାଦ କରିଥିଲେ ।
ଏକ ରସାୟନ ବିଜ୍ଞାନ ଲ୍ୟାବ ସହକାରୀ ଭାବରେ ମହର୍ଷି ମହାବିଦ୍ୟାଳୟରେ ୧୦ ବର୍ଷ ଧରି ସେ ଶିକ୍ଷାଦାନ କରିଥିଲେ ।
ସେ ଅଧୁନା ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରାଧ୍ୟାପକ ଅଛନ୍ତି।
|ବମ୍ବେ ବିଶ୍ୱବିଦ୍ୟାଳୟର ସର୍ବଶ୍ରେଷ୍ଠ ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଭାବେ ବିଶେଶ୍ୱରୟାଙ୍କୁ ସେହି ବର୍ଷ ୧୮୮୪ ମସିହାରେ ବମ୍ବେ ପ୍ରଦେଶର ପୂର୍ତ୍ତ ବିଭାଗରେ ସହକାରୀ ଯନ୍ତ୍ରୀ ଭାବରେ ନିଯୁକ୍ତି ମିଳିଥିଲା ।
|ଅଭିନୟ ଜୀବନ|ଆର୍ଯ୍ୟନ ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ ନାନା ପାଟେକରଙ୍କର ସହକାରୀ ଭାବରେ ଏକ କନ୍ନଡ ଚଳଚ୍ଚିତ୍ରରେ କାମ କରିଥିଲେ ।
ଚଳଚ୍ଚିତ୍ରରେ ନିଜ କ୍ୟାରିଅରର ସ୍ବପ୍ନ ରଖି, ସେ ଅନୁରାଗ କଶ୍ୟପଙ୍କ ଅପରାଧ ନାଟକ ଗ୍ୟାଙ୍ଗ୍ସ ଅଫ ୱାସେପୁର (୨୦୧୨) ମସିହାରେ ସହକାରୀ ନିର୍ଦ୍ଧେଶକ ଭାବରେ କାମ କରିଥିଲେ ଏବଂ କଶ୍ୟପଙ୍କ ଦୁଇ ଅନ୍ୟ ନିର୍ମାଣରେ ଛୋଟ ଭୂମିକାରେ ଅଭିନୟ କରିଥିଲେ ।
ପ୍ରତିଷ୍ଠା ବର୍ଷରୁ ଏ ଯାବତ ଯେତେ ସବୁ ଛାତ୍ର ଉଚ୍ଚ ପଦ ପଦବୀରେ ରହି ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଛନ୍ତି, ତନ୍ମଧ୍ୟରୁ ଡକ୍ଟର ପ୍ରଶାନ୍ତ କୁମାର ତ୍ରୀପାଠି (ଅଧୁନା Indian Institute of Technology Madrasରେ ସହକାରୀ ପ୍ରଫେସର୍ ଭାବେ କାର୍ଯ୍ୟରତ), ଅନ୍ୟତମ ।
ସହକାରୀ କ୍ଷେତ୍ର ନିର୍ଦ୍ଦେଶକ ଭାବେ ଫତେ ସିଂ ରନ୍ଥାମ୍ବୋରରେ ନିଯୁକ୍ତ ହେଲେ ଓ ଏହି ମହତ କାର୍ଯ୍ୟରେ ନିଜ ଉପରିସ୍ଥ ଅଧିକାରୀଙ୍କ ସମର୍ଥନ ପ୍ରାପ୍ତ କଲେ ।
ସେ ଗଣନା ଏବଂ ଗାଣିତିକ ବିଜ୍ଞାନର ଏକ ସହକାରୀ ପ୍ରଫେସର ଭାବରେ କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଜୁନ ୨୦୧୯ ମସିହାରେ ଯୋଗ ଦେଇପାରନ୍ତି ।
ପ୍ରଥମେ ସହକାରୀ ଶିକ୍ଷକ ଭାବରେ ଚାକିରି ଆରମ୍ଭ କରିଥିଲେ ମଧ୍ୟ ଚାକିରି ଛାଡି "କଟକ ଟ୍ରେଡିଂ କମ୍ପାନି"ରେ ଯୋଗ ଦେଇଥିଲେ ।
ଅଭିନେତା ଓ ସହକାରୀ/ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ ଓଡ଼ିଶାର ବିଶିଷ୍ଟ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ସହ ବହୁ ଓଡ଼ିଆ କଥାଚିତ୍ରରେ କାମ କରିଥିଲେ ।
helpers's Usage Examples:
In addition, the breeding female in a family group will stress the reproduction of female helpers.
categories are mourners, the anxious, returners, the curious, the helpers, the exploiters, and the supporters.
Incidents of abductions, maimings and even bestial killings by witchdoctors and their helpers, are regularly.
"We are God"s helpers [anṣāru llāhi]: We believe in God, and do thou bear witness that we are Muslims [wa-ishhad bi-"anna muslimuna].
Failed breeders that became helpers have a higher survivability than failed breeders.
were the refuge of those who were in need of it, the shelter for the expectants, the helpers of those who sought help and supporters of the weak.
The alloparent 'helpers' are most commonly the siblings of the new offspring, or siblings to the breeding pair.
The village was the home of Henri Pépin, a prosperous houseowner and cycling enthusiast who employed two helpers to pace him around the.
This upset Bunjil, who sent his two helpers, Djurt-djurt the nankeen kestrel and Thara the quail hawk, after Balayang.
The method was based on the abler pupils being used as "helpers" to the teacher, passing on the information.
Bankers or helpers were historically positioned at the rear of the train, in which case they also protected against wagons or coaches breaking away from the train and running back downhill.
As of 31 March 2005, there were 6,109 n:vestigate members, 7,534 n:gage members, 4,016 n:counta members, 1,913 n:spire, 405 young leaders, 124 helpers, 1,967 leaders in 707 Companies within England " Wales.
Synonyms:
offeror, liberator, do-gooder, bestower, sponsor, donor, fairy godmother, bondswoman, benefactress, obliger, accommodator, patron, good person, deliverer, savior, giver, benefactor, supporter, improver, offerer, saviour, rescuer, provider, conferrer, presenter, humanitarian, good Samaritan, uncle, sparer, bondsman,
Antonyms:
boy, male child, dominant, captor, bad person,