<< headmistress headmistressship >>

headmistresses Meaning in Odia (Oriya). ( headmistresses ଶବ୍ଦର ଓଡିଆ ଅର୍ଥ)



ପ୍ରଧାନଶିକ୍ଷକ,

Noun:

ବିଦ୍ୟାଳୟର ପ୍ରଧାନଶିକ୍ଷକ,

headmistresses తెలుగు అర్థానికి ఉదాహరణ:

ଇଂରେଜ ସରକାର ତାଙ୍କୁ ରେଭେନ୍‌ସା କଲିଜିଏଟ ସ୍କୁଲର ପ୍ରଧାନଶିକ୍ଷକ ଭାବରେ ନିଯୁକ୍ତି ଦେଲେ ।

ସୁଶିଲ କୁମାର ବ୍ରହ୍ମା ଏହି ଅନୁଷ୍ଠାନର ପ୍ରଧାନଶିକ୍ଷକ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।

ସେ କିନ୍ତୁ ସେଥିରେ ଅରାଜି ହୋଇ ଖଣ୍ଡସାହି ସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିଲେ ।

ତା’ ପର ଦିନ ପ୍ରାର୍ଥନା ସଭାରେ ସ୍କୁଲର ପ୍ରଧାନଶିକ୍ଷକ ଜର୍ଜ ସେଣ୍ଟ ଜନ ସେଇ ସିଟକୁ ପ୍ରଦର୍ଶନ କରି କହିଲେ କିଛି ଅଣାୟତ୍ତ (muckers) ପିଲାଙ୍କୁ ପରିହାସ କଲେ ।

ସରକାରୀ ହେବାପରେ ପ୍ରଥମ ପ୍ରଧାନଶିକ୍ଷକ ଥିଲେ ଶ୍ୟାମସୁନ୍ଦର ପଟ୍ଟନାୟକ ।

ସେ ବାଲିଚନ୍ଦ୍ରପୁରଠାରେ ଥିବାବେଳେ ବାଲିଚନ୍ଦ୍ରପୁର ହାଇସ୍କୁଲ ପ୍ରତିଷ୍ଠାରେ ସହଯୋଗ କରିବା ସହ ସେ ଏହି ହାଇସ୍କୁଲର ପ୍ରଥମ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ ।

କଟକ ଏଲିମେଣ୍ଟାରୀ ଟ୍ରେନିଂ ସ୍କୁଲରୁ ପାସ୍ କଲା ପରେ ସେ ପ୍ରଥମେ ଖଣ୍ଡପଡ଼ା ମାଇନର ସ୍କୁଲରେ ହେଡ଼ ପଣ୍ଡିତ ଓ କବିରପୁର, ଦଶରଥପୁର, ଜଗତସିଂହପୁରରେ ବିଭିନ୍ନ ସ୍କୁଲମାନଙ୍କରେ ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଇଥିଲେ ।

| ଚାକିରି |୧୮୮୬ରେ ବିରୋଳ ଗ୍ରାମ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିଲେ ।

ଫଳରେ ମାର୍ଟିନ ସାହେବ ବାଧ୍ୟହୋଇ ଯାଜପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଧାନଶିକ୍ଷକ ପଦବୀରେ ନିଯୁକ୍ତି ପ୍ରଦାନ କଲେ ।

ଏଠାରେ ସେ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଡବ୍ଳୁ.ଡବ୍ଳୁ.ହଣ୍ଡରସନ ଓ ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ।

ତା ପୁର୍ବରୁ ସେ ୧୮୯୯ ମସିହା ନଭେମ୍ବର ପହିଲାରୁ ପ୍ରଧାନଶିକ୍ଷକ ପଦ ତ୍ୟାଗ କରିଦେଇଥିଲେ ।

୧୮୩୦ ପର୍ଯ୍ୟନ୍ତ ସେ ସେ ଗରୋଇ ଶିକ୍ଷା ଗ୍ରହଣ କଇଥିଲେ, ଏବଂ ସେହି ବର୍ଷ ତ୍ରିଏର ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ ଯାହାର ପ୍ରଧାନଶିକ୍ଷକ ହ୍ୟୁଗୋ ୱେଟେନବାକ ଥିଲେ ।

headmistresses's Usage Examples:

The Finishing Touch is set in a girls" boarding school on the French Riviera where the headmistresses are two lesbians who put the "finishing touch" to.



Synonyms:

head teacher, head, principal, school principal,

Antonyms:

follow, natural depression, follower, undock, unimportant,

headmistresses's Meaning in Other Sites