<< headachier headband >>

headachy Meaning in Odia (Oriya). ( headachy ଶବ୍ଦର ଓଡିଆ ଅର୍ଥ)



ମୁଣ୍ଡ, ମୁଣ୍ଡବିନ୍ଧା,

Noun:

ମୁଣ୍ଡବିନ୍ଧା |, ମୁଣ୍ଡ ଧରିବା |,

headachy తెలుగు అర్థానికి ఉదాహరణ:

|ଏହାର ଅନ୍ତଃଶୋସକ (inhaled) ଶ୍ରେଣୀର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସାଧାରଣଃ ଶ୍ୱାସ ସଂକ୍ରମଣ, କାଶ ଓ ମୁଣ୍ଡବଥା ହୁଏ ।

ପ୍ରତିଷେଧକ ରୂପେ ଅଧକପାଳୀ (migraines) ଓ କ୍ଲସ୍ଟର ମୁଣ୍ଡବଥା (cluster headaches) ରୋଗମାନଙ୍କରେ ଦିଆଯାଇପାରେ ।

|ନରସିଂହ/ନୃସିଂହ |(ନରସିଂହ: ମୁଣ୍ଡରୁ କଟି ଦେଶ ପର୍ଯ୍ୟନ୍ତ ସିଂହାକୃତି ଓ ଅବଶିଷ୍ଟ ଅର୍ଦ୍ଧାଙ୍ଗ ନରାକୃତି) ।

ଦେୱାନଙ୍କୁ କୌଣସି ଏକ ଘଟନା ଯୋଗୁଁ ରାଜଦଣ୍ଡ - ମୁଣ୍ଡକାଟ ଭୋଗିବାକୁ ପଡ଼ିଥିଲା ।

କିନ୍ତୁ ବିଜୁଳି ଶାଙ୍କୁଚଙ୍କ ମୁଣ୍ଡର ଦୁଇପଟେ ଗୋଟିଏ ଲେଖାଏଁ ବୈଦ୍ୟୁତିକ ଅଙ୍ଗ ରହିଥାଏ ।

ଏହା ଛଡ଼ା ଚାମୁଣ୍ଡା ଓ ଭୈରବ ମଧ୍ୟ ରହିଛନ୍ତି ।

|ଲାବେଟାଲୋଲର ପାର୍ଶ୍ୱ ପ୍ରତିକ୍ରିୟାରେ ଠିଆହେଲେ ଅଳ୍ପ ରକ୍ତଚାପ (low blood pressure with standing), ମୁଣ୍ଡ ଓଜନିଆ, ଥକ୍କାଣ ଅନୁଭବ ଓ ଅଇ ହୋଇପାରେ ।

କିଛି ଲୋକଙ୍କର ମୁଣ୍ଡ ରଙ୍ଗ କରିବା କାରଣରୁ ଚନ୍ଦା ହୋଇଯା'ନ୍ତି ।

|ଗୌଣ ମୁଣ୍ଡ ବିନ୍ଧାରେ ଲକ୍ଷଣ ହିସାବକୁ ନ ନେଇ କାରଣ ଅନୁସାରେ ବର୍ଗୀକରଣ କରାଯାଇଛି ।

ଶୀତଦିନରେ ଏମାନଙ୍କ ପୃଷ୍ଠଦେଶ କଳଙ୍କ ଲାଲ୍ ବା ଲାଲ୍ ରଙ୍ଗର ହୋଇଥାଏ ଓ ଶରୀରର ମୁଣ୍ଡ, ବେକ ଓ କାନ୍ଧପରି କେତେକ ସ୍ଥାନରେ ବାଦାମୀ ରଙ୍ଗର ଛାପ ମଧ୍ୟ ରହିଥାଏ ।

|ନରଏଥିସ୍ଟିରୋନ ଏନାନଥେଟର ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ତନ ଯନ୍ତ୍ରଣା, ମୁଣ୍ଡବଥା, ଅବସାଦ, ଅନିୟମିତ ଋତୁସ୍ରାବ ଓ ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ହୁଏ ।

ବଡ଼ ପିଲାଙ୍କର ମୁଣ୍ଡ ବଥାଏ, ବିରକ୍ତି ଭାବ ହୁଏ, ଥକ୍କା ଲାଗେ, ସଠିକ ଦେଖାଯାଏ ନାହିଁ, ନାକରୁ ରକ୍ତସ୍ରାବ ହୁଏ ଓ ମୁଖ ମାଂସପେଶୀମାନଙ୍କର ପାରାଲିସିସ ହୁଏ ।

|ଡେସଭେନଲାଫାକ୍ସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ନିଦ୍ରା ସମସ୍ୟା (trouble sleeping), ଅଧିକ ଝାଳ ବୋହିବା, କାଷ୍ଠକାଠିନ୍ୟ, ନିଦ୍ରାଳୁ ଭାବ, ଉଦ୍‌ବେଗ ଓ ଯୌନ ସମସ୍ୟା ହୋଇପାରେ ।

headachy's Usage Examples:

writes, "There we found a town that has the quality of a dream, a bad headachy dream.


wrote: The influenza has busted me a good deal; I have no spring, and am headachy.



headachy's Meaning in Other Sites