hawkey Meaning in Odia (Oriya). ( hawkey ଶବ୍ଦର ଓଡିଆ ଅର୍ଥ)
ହକି,
Noun:
ହାନକାଇ |,
People Also Search:
hawkiehawking
hawkings
hawkins
hawkish
hawkishness
hawks
hawksbill
hawksbills
hawkweed
hawkweeds
haworth
haws
hawse
hawsed
hawkey తెలుగు అర్థానికి ఉదాహరణ:
|ଅକ୍ଟୋବର ୧, ୨୦୧୪ରେ ଇଞ୍ଚିଅନ୍ (ଦକ୍ଷିଣ କୋରିଆ)ରେ ଅନୁଷ୍ଠିତ ୧୭ତମ ଏସୀୟ କ୍ରୀଡାରେ କାଂସ୍ୟ ପକ ଜିତିଥିବା ଭାରତୀୟ ମହିଳା ହକି ଦଳର ସେ ସଦସ୍ୟ ଥିଲେ ।
ବିରେନ୍ଦ୍ରଙ୍କ ବଡ଼ ଭାଇ ବିମଳ ମଧ୍ୟ ଭାରତୀୟ ହକି ଦଳର ଜଣେ ମିଡ଼ଫିଲ୍ଡର ଖେଳାଳି ।
ସେ ନିଜ କ୍ଲବ ତରଫରୁ ହକି ମଧ୍ୟ ଖେଳିଥିଲେ ।
ଏହା ସହ ସେ ୨୦୦୬ ମସିହାରେ ଦୋହାଠାରେ ହେଇଥିବା ଏସିଆ କପ ଓ ୨୦୦୨ ମସିହାରେ ଜୋହାନ୍ସବର୍ଗଠାରେ ହେଇଥିବା ଚମ୍ପିୟାନ ଚେଲେଞ୍ଜ ହକି ପ୍ରତିଯୋଗୀତାରେ ଭାରତୀୟ ମହିଳା ଦଳରେ ସାମିଲ ଥିଲେ ।
ପରେ ସେ ଏକ ହିନ୍ଦୀ ପୁରାଣ ନାଟକ ଚକ୍ରଭ୍ୟୁରେ ଅବଭିନୟ କରିଥିଲେ, ଯେଉଁଥିରେ ସେ ପ୍ରଭୁ କୃଷ୍ଣ ଭାବରେ କରିଥିଲେ, ଯାହକି ପରବର୍ତ୍ତୀ ସମୟରେ ମହାଭାରତରେ କୃଷ୍ଣ ଭୂମିକାରେ ଅଭିନୟ କରିବାର ବାଟ ଫିଟେଇଥିଲା ।
ହକିରୁ ସନ୍ୟାସ ନେବା ପରେ ସେ ୨୦୨୨ ମସିହାରେ ଓଡ଼ିଶା ପୁଲିସରେ ଯୋଗ ଦେଇଥିଲେ ।
ସେହି ସମୟରେ ତା'ଙ୍କ ଘନିଷ୍ଠ ବନ୍ଧୁ ଓ ଅକ୍ସ୍-ଫୋର୍ଡ୍ ପ୍ରେସ୍ର ଭାରତୀୟ ଶାଖାର ପ୍ରବନ୍ଧକ ଆର୍. ଇ. ହକିନ୍ସ୍ଙ୍କ ଅନୁରୋଧକ୍ରମେ, ୧୯୩୫ର ଜଙ୍ଗଲ କାହାଣୀମାନଙ୍କୁ ଆଧାର କରି କର୍ବେଟ୍ ଏହି ପୁସ୍ତକଟିକୁ ଲେଖିଥିଲେ ।
ଏଠାରେ ଶେଷ ଟେଷ୍ଟ ଭାରତ ଓ ନିଉଜିଲାଣ୍ଡ ମଧ୍ୟରେ (୧୯୯୫-୯୬)ରେ ଖେଳାଯାଇଥିଲା ଯାହକି ବର୍ଷାଦ୍ୱାରା ବାଧା-ପ୍ରାପ୍ତ ହୋଇଥିଲା ।
ତାଙ୍କର କ୍ରିଡ଼ାନୈପୁଣ୍ୟ, ଏକାଗ୍ରତା ଓ ଖେଳରେ ଗୋଲସଂଖ୍ୟାକୁ ଦେଖି କ୍ରିକେଟ କିମ୍ବଦନ୍ତୀ ଡନ ବ୍ରାଡ଼ମ୍ୟାନ ଥରେ ଟିପ୍ପଣୀ ଦେଇଥିଲେ ଯେ, କ୍ରିକେଟରେ ରନ ସଂଗ୍ରହ କରିବା ଭଳି ଧ୍ୟାନଚାନ୍ଦ ହକିରେ ଗୋଲସ୍କୋର କରନ୍ତି ।
ତାଙ୍କ ଦୁଇ ଭଉଣୀ ପୁନମ ଓ ସୁଷମା ମଧ୍ୟ ଜାତୀୟ ସ୍ତରରେ ହକି ଖେଳିଛନ୍ତି ।
| ଆଧାର | ବାହ୍ୟ ଲିଙ୍କ |ଚିକିତ୍ସା ବିଜ୍ଞାନ ପୁନମ ବାର୍ଲା (ଜନ୍ମ ଫେବୃଆରୀ ୧୦,୧୯୯୫) ଭାରତୀୟ ମହିଳା ଜାତୀୟ ଫିଲ୍ଡ ହକି ଦଳର ସଦସ୍ୟ, ଯେ ଦଳରେ ଫର୍ୱାର୍ଡ ଭାବେ ଖେଳନ୍ତି ।
hawkey's Usage Examples:
Notable people with the surname include: Raymond Hawkey Renn Hawkey Christian Hawkey Eric Hawkey hawkey, a high-level API for the.
Wesdome Gold Mines' Val d'Or assets include 7,500 hectares of wholly owned property on the Kiena, Wesdome, Shawkey and Siscoe properties, as well as a 920-metre shaft, 2000 tpd CIP mill and extensive surface and underground infrastructure.