harshens Meaning in Odia (Oriya). ( harshens ଶବ୍ଦର ଓଡିଆ ଅର୍ଥ)
କଠୋର,
କଠିନ,
People Also Search:
harsherharshest
harshly
harshness
harshnesses
harslet
harslets
hart
hartal
hartals
hartebeest
hartebeests
harten
hartford
hartford fern
harshens తెలుగు అర్థానికి ఉదాహరణ:
ଇଂରେଜମାନଙ୍କର କଠୋର ଦମନ ନୀତି ସତ୍ତ୍ୱେ, ବକ୍ସିଙ୍କ ବୀରତ୍ୱ ଓ ପାଇକମାନଙ୍କର ମିଳିତ ସଂଘର୍ଷ ଯୋଗୁଁ ବିଦ୍ରୋହ ଦମନ କରିବା ସହଜ ହୋଇନଥିଲା ।
|ଉପାଦାନ|ଜଳରେ ଅଧିକ ପରିମାଣର କ୍ୟାଲସିଅମ ଓ ମ୍ୟାଗନେସିଅମ ଦ୍ରବୀଭୁତ ହୋଇଥିଲେ ତାହାକୁ ଭାରୀ ଜଳ ବା ହାର୍ଡ଼ ୱାଟର, (ହିନ୍ଦୀ ଭାଷାରେ କଠୋର ଜଳ) କୁହାଯାଏ ।
|ଏହିଭଳି ଉଦାର, ମାନବିକତା ଧର୍ମର ମନୋଭାବ ଯୋଗୁଁ ବାହାଈପନ୍ଥୀମାନେ କଠୋରପନ୍ଥୀମାନଙ୍କଦ୍ୱାରା ନିର୍ଯାତିତ ଓ ନିହତ ହେଉଥିବାରୁ ହଜାର ହଜାର ସଂଖ୍ୟାରେ ଇରାନ୍ରୁ ପଳାଇଯାଇ ଅନ୍ୟ ଦେଶରେ ବସବାସ କରୁଛନ୍ତି ।
ଏଥି ନିମନ୍ତେ ତାଙ୍କୁ ଶକ୍ତି କେନ୍ଦ୍ରମାନଙ୍କଠାରୁ ଉଭୟ ସ୍ୱାଧୀନତା ଆଗରୁ ଓ ପରେ କଠୋର ବିରୋଧାଭାସ ମିଳିଥିଲା ।
ଜିତେନ୍ଦ୍ରିୟ ରୂପେ ଅନନ୍ତ ଅନେକ ତୀର୍ଥ ଭ୍ରମଣ ପୂର୍ବକ କଠୋର ତପସ୍ୟା କରିଥିଲେ ।
ଜିତେନ୍ଦ୍ରିୟ ମୁନି ଚିରକାଳ ପର୍ଯ୍ୟନ୍ତ କଠୋର ତପସ୍ୟା କରି ଯେଉଁ ଫଳ ଲାଭ କରେ, ତାହା ସେଦିନ ଭଗବାନ୍ ବିଷ୍ଣୁଙ୍କୁ ପ୍ରଣାମ କଲେ ପ୍ରାପ୍ତ ହୋଇଥାଏ ।
ଏହାର ଏକ ବଡ଼ ମୁଣ୍ଡ, ଲମ୍ବା ଗୋଡ ଓ ହଳଦିଆ ଆଖି ଅଛି ଓ ଏହାର ଧଳା ଆଖି ପତା ଏହାକୁ ଏକ କଠୋର ମୁଖଭଙ୍ଗୀ ଦିଏ ।
ଶାରିଆର ଏକ ପ୍ରକାରର କଠୋରପନ୍ଥୀ ମତବାଦ, ଯାହା ଅନୁସାରେ ମୂର୍ତ୍ତି, ଚିତ୍ର, ସଙ୍ଗୀତ, କ୍ରୀଡ଼ା, ଟେଲିଭିଜନ୍ ପ୍ରଭୃତି ଅଣ-ଇସ୍ଲାମୀୟ, ତାହା ଅବଲମ୍ବନ କରାଯାଇ କଳା ଶୈଳୀମାନଙ୍କ ଉପରେ ନିଷେଧାଦେଶ ଜାରୀ କରାଯାଇଥିଲା ।
|ରାଜ୍ୟ ରାଜନୀତି (୧୯୪୭-୧୯୭୧)|୧୯୪୭ ମସିହାରେ ଫରିଦାକୋଟର ତତ୍କାଳୀନ ଶାସକ ହରିନ୍ଦର ସିଂହଙ୍କୁ ରାଜ୍ୟ ପୁନର୍ଗଠନ ଅଧିନିୟମରେ ବିରୋଧ କରିଥିଲେ, ସେଥିପାଇଁ କଠୋର ଦଣ୍ଡାଦେଶ ସହ ୫ ବର୍ଷ ଜେଲ ଦଣ୍ଡ ଭୋଗ କରିଥିଲେ।
ଆମ ମନର କଠୋରତାକୁ ଦେବୀ ବିଦାୟ କରିଦିଅନ୍ତି ବୋଲି ବିଶ୍ୱାସ କରାଯାଏ; ଗଭୀର ଭକ୍ତି ଓ ଧ୍ୟାନମଗ୍ନ ଭକ୍ତମାନେ ଚକ୍ଷୁ ଓ ମନରେ ଲୋତକ ପ୍ଲାବନ ହେବା ଅନୁଭବ କରନ୍ତି ।
ସନ୍ଧ୍ୟା ମଧ୍ୟ ତା କଠୋର ଶାଶୁଙ୍କ ସମସ୍ତ ପରୀକ୍ଷାରେ ସଫଳ ହେଇଛି ।
|ଏହାପରେ ଶ୍ରୀରାମକୃଷ୍ଣ ବହୁ କଠୋର ସାଧନାରେ ବ୍ରତୀ ହେଲେ ।
ମଣ୍ଟୋ ନିଜ ରଚନାର ସମାଜର କଠୋର ସତ୍ୟକୁ ପରିବେଷଣ କରିଥିଲେ ।
Synonyms:
modify, alter, change,
Antonyms:
dissimilate, tune, decrease, stiffen,