handicraftsman Meaning in Odia (Oriya). ( handicraftsman ଶବ୍ଦର ଓଡିଆ ଅର୍ଥ)
କାରିଗର, ତାହା ହାତରେ କାମ କରେ, ହସ୍ତଶିଳ୍ପୀ,
People Also Search:
handierhandiest
handily
handiness
handing
handing over
handiwork
handiworks
handkercher
handkerchief
handkerchiefs
handkerchieves
handle
handle with kid gloves
handlebar
handicraftsman తెలుగు అర్థానికి ఉదాహరణ:
ଏହା ପରେ କାରିଗରମାନେ ମୂର୍ତ୍ତି ଗଠନରେ ବ୍ୟସ୍ତ ରହନ୍ତି ।
ସେ ୧୨୦୦ କାରିଗରଙ୍କ ଜୀବନ ବଞ୍ଚାଇବାକୁ ନିଜର ପ୍ରାଣବଳି ଦେଇ ଇତିହାସରେ ଅମର ହେଇ ରହିଲେ ।
ଏଣୁ ସମସ୍ତ ଶ୍ରେଣୀର ଶିଳ୍ପୀ ଓ କାରିଗର ଜାତି ବିଶ୍ୱକର୍ମାଙ୍କ ବଂଶଧର ଅଟନ୍ତି ।
|କଟକର ବିକଳାନନ୍ଦ କର (ଜଣାଶୁଣା ନାମ ବିକଳ କର) ଓ ଅନେକ ଜଣାଶୁଣା ମିଠା କାରିଗର ରସଗୋଲା ଓ ନାନାଦି ଓଡ଼ିଆ ମିଠାକୁ ଦେଶ ବିଦେଶରେ ଲୋକପ୍ରିୟ କରାଇବାରେ ସାହାଯ୍ୟ କରିଛନ୍ତି ।
୨/୩ଟି ଉନ୍ନତ ବିଶ୍ରାମାଗର, ସ୍ନାନାଗାର ସହ ସ୍ଥାନୀୟ କାରିଗର ଏବଂ ଲୋକଙ୍କ ପାଇଁ ଏହି ପ୍ରକଳ୍ପ ଉପାର୍ଜନର ମାଧ୍ୟମ ପାଇଁ ଜିଲ୍ଲାର ହସ୍ତଶିଳ୍ପ ଏବଂ ଖାଦ୍ୟସାମଗ୍ରୀ ବିକ୍ରି ପାଇଁ ଦୋକାନ ଗୃହ ଆଦି ଅଛି ।
ଏଠାରେ ପ୍ରଶ୍ନ ଉଠିପାରେ ଯେ ଇଂରାଜୀ ଭାଷାରେ ଅନେକ ବିଜ୍ଞାନ ଓ କାରିଗରୀ ଶବ୍ଦ ରହିଛି ।
ତାଙ୍କ ପ୍ରତି ସ୍ୱାମୀ ଦୟାନନ୍ଦ କହିଥିଲେ- ଆପଣ ଏପରି ପୋଷାକ ପିନ୍ଧିଲେ ଆମ ଦେଶର କାରିଗରମାନଙ୍କର ଜୀବିକା ବୁଡ଼ିଯିବ ।
ବିଶୁ ମହାରଣା ସମସ୍ତ କାରିଗରଙ୍କୁ ରାଜାଙ୍କ ଆଦେଶ ଜଣାଏଦେଲେ ।
ରାଜାଙ୍କ ଆଦେଶରେ ରାଜ୍ୟର ଅନେକ କାରିଗରଙ୍କ ମଧ୍ୟରୁ ୧୨୦୦ ଭଲ ଭଲ କାରିଗରଙ୍କୁ ବଛାହେଇ ମନ୍ଦିରର କାମ ଆରମ୍ଭ ହୋଇଥିଲା ।
୧୦ ମଇ ୨୦୧୧ରେ ସେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଯୋଜନା ଓ ସମନ୍ୱୟ, ମହିଳା ଓ ଶିଶୁ ବିକାଶ କଲ୍ୟାଣ, ଦକ୍ଷତା ଓ କାରିଗରି ବିକାଶ ଆଦି ବିଭାଗର ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଏହାପରେ ବିଶିଷ୍ଟ କାରିଗରଙ୍କୁ ଡକାଇ ବିଧି ଅନୁସାରେ ଅକ୍ଷୟତୃତୀୟା ଦିନ ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ କରିଥିଲେ ।
ଗୁମ୍ଫା-୪ର ଛାତ କୌଣସି ପ୍ରାକୃତିକ କାରଣରୁ ଭୁଷୁଡ଼ି ପଡ଼ିଥିବାର ଅନୁମାନ କରାଯାଉଛି ଏବଂ କାରିଗରମାନେ ଗୁମ୍ଫାକୁ ସୁଦୃଢ଼ କରିବା ପାଇଁ ଗୁମ୍ଫାର ଉଚ୍ଚତାକୁ ଆହୁରି ବଢ଼ାଇଥିବା ଜଣାପଡ଼େ ।
handicraftsman's Usage Examples:
According to Plano Carpini, the Russian handicraftsman, Kozma, made a seal for Güyük Khan.
Originally a low-born handicraftsman, he secured the favour of Emperor Alexios III Angelos and rose to the.
Paul Horst-Schulze (1876-1937), German painter, graphic artist and handicraftsman In red a continuous seven zinnige silver wall with open passage and.
In 1920 he also passed his handicraftsman tests and became a partner in his father"s workshop.
12 9 In what way do proletarians differ from handicraftsmen? The handicraftsman is poised to rise or fall, and may enter either the bourgeoisie or the.
, the life of the tiller of the soil and the handicraftsman is the life worth living.
Excited about his job, he soon shows his talent as a handicraftsman by building a wooden printing machine which he uses to publish Belo.
Amiran - "Chkheidze"s handicraftsman" Gia Mujiri .
the Renaissance era the artist had to be first of all the talented handicraftsman who skillfully imitated the nature, as the idea of fine art was based.