<< halftones halftruths >>

halftruth Meaning in Odia (Oriya). ( halftruth ଶବ୍ଦର ଓଡିଆ ଅର୍ଥ)



ଅଧା,

ଅଧା ସତ୍ୟ |,

People Also Search:

halftruths
halfway
halfway house
halibut
halibuts
halicarnassus
halide
halides
halieutic
halifax
halimot
haliotidae
haliotis
halite
halitoses

halftruth తెలుగు అర్థానికి ఉదాహరణ:

ଆଦୌ ଇମ୍ମ୍ୟୁନିଟି (immunity) ନଥିବାର ପ୍ରମାଣ ଥିବା, ଏଚଆଇଭି/ଏଡସ ନିୟନ୍ତ୍ରିତ ଲୋକ‌କୁ ଓ ମିଳିମିଳା ସଂସ୍ପର୍ଶରେ ଆସିବାର ୭୨ ଘଣ୍ଟା ମଧ୍ୟରେ ଅଧାପନ୍ତରିଆ ଇମ୍ମ୍ୟୁନିଟି ଦିଆଯାଇଥିବା ଲୋକ‌କୁ ଏହା ଦିଆଯାଏ ।

ବିକାଶଶୀଳ ରାଷ୍ଟ୍ରମାନଙ୍କରେ (less developed countries) ପ୍ରାୟ ୯୯ % ମାତୃ ମୃତ୍ୟୁ ହୁଏ; ଅଧାରୁ କମ୍ ସଂଖ୍ୟକ ମୃତ୍ୟୁ ସବ‌-ସାହାରାରେ ହୁଏ ଓ ଏକ ତୃତୀୟାଂଶ ଦକ୍ଷିଣ ଏସିଆରେ ମାତୃ ମୃତ୍ୟୁ ହୁଏ ।

ଡାକ୍ତରୀ ପାଠ ଅଧାରୁ ଛାଡି, ସେ ନିଜ ପସନ୍ଦର ବେଉସା, ଚଳଚ୍ଚିତ୍ର ନିର୍ମାଣକୁ ଆବୋରୀ ନେଇଥିଲେ।

ଏହା ୨୫ କିଲୋମିଟର (୧୬ ମାଇଲ) ଲମ୍ବ ରାଜା ଫାହଡ ସେତୁଦ୍ୱାରା ଆରବୀୟ ଉପଦ୍ୱୀପ ସହ ସଂଯୁକ୍ତ | ୨୦୧୦ ଜନଗଣନା ଅନୁଯାୟୀ, ବହାରେନର ଜନସଂଖ୍ୟା ୧.୨ ନିୟୁତରୁ ଅଧିକ, ଯେଉଁଥିରୁ ଅଧାଅଧି ଅଣ-ନାଗରିକ ।

ଅପରଟିଙ୍ଗ ସିଷ୍ଟମକୁ ନିର୍ଭର କରି ସ୍ପେସର ବ୍ୟବହାର ବଦଳକାରୀ କି ଭିନ୍ନ ଭିନ୍ନ ଫଳ ଦେଇଥାଏ ଯଥା ୱିଣ୍ଡୋକୁ ବନ୍ଦ କରିବା, ଅଧା ଜାଗା ଛାଡ଼ିବା, ପଛକୁ ଜାଗା ଛାଡ଼ିବା ଇତ୍ୟାଦି ଇତ୍ୟାଦି ।

ଅଧାରୁ ଛାଡିଥିବା ଉଚ୍ଚଶିକ୍ଷା ସମାପନ ପାଇଁ ସେ ଶାନ୍ତି ନିକେତନ ଯାଇ ସେଠାରେ ତାଙ୍କ ମାଳତୀ ସେନଙ୍କ ସହ ପରିଚୟ ହୋଇଥିଲା ।

‘ବରାହ’ ପରେ ‘ନୃସିଂହ’ (ଅଧା ପଶୁ ଓ ଅଧା ମନୁଷ୍ୟ ଓ ତାହାର ଅସ୍ତ୍ର ଦନ୍ତ ଓ ନଖ) ।

ଯାହା ବି ହେଉ ସମୁଦାୟ ରୋଗୀ ସଂଖ୍ୟାର ଅଧା କୌଣସି ସଙ୍କଟପ୍ରଦ ମାଧ୍ୟମରୁ ହୋଇ ନ ଥାଆନ୍ତି ।

ଦରିଦ୍ରତା ହେତୁ ଦ୍ରୋଣ ପ୍ରାୟତଃ ଅସନ୍ତୁଷ୍ଟ ଥିଲେ, ତେଣୁ ରାଜା ହେବାପରେ ଦ୍ରୁପଦ ତାଙ୍କୁ ଅଧା ରାଜ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଛୁଆମାନେ ମାଂସ ଖାଇବା ଯୋଗ୍ୟ ହେଲେ, ଦଳର ସଦସ୍ୟମାନେ ଅଧା ଜୀର୍ଣ୍ଣ କରିଥିବା ଖାଦ୍ୟ ବାହାର କରି ଛୁଆଙ୍କୁ ଖୁଆଇଥାନ୍ତି ।

| ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ |ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠକୁ ଅଧାରୁ ଛାଡି, ୧୯୬୮ ମସିହାରେ ସେ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁନେରେ ନିର୍ଦ୍ଦେଶନା ପାଠ୍ୟକ୍ରମରେ ଯୋଗଦାନ କରିଥିଲେ ଏବଂ ୧୯୭୧ ମସିହାରେ ସେ କୃତିତ୍ୱର ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହୋଇଥିଲେ ।

halftruth's Meaning in Other Sites