hajjes Meaning in Odia (Oriya). ( hajjes ଶବ୍ଦର ଓଡିଆ ଅର୍ଥ)
ହଜ୍,
Noun:
ହେଜ୍,
People Also Search:
hajjihajjis
haka
hakam
hakams
hakas
hake
hakea
hakeem
hakeem's
hakenkreuz
hakes
hakim
hakims
hala
hajjes తెలుగు అర్థానికి ఉదాహరణ:
ବର୍ତ୍ତମାନ ମକ୍କା ନଗରୀର ଏହି ମନ୍ଦିର ବା ‘କବ୍ୱା’ ପ୍ରକାରାନ୍ତରେ ‘କାବା’ ମୁସଲମାନମାନଙ୍କର ଏକ ପ୍ରଧାନ ତୀର୍ଥ ଓ ଏଠାକୁ ଲକ୍ଷ ଲକ୍ଷ ମୁସଲମାନ ଯାତ୍ରୀ ପ୍ରତିବର୍ଷ ‘ହଜ୍’ (ଈଶ୍ୱରଙ୍କ ନାମରେ ଉତ୍ସର୍ଗୀକୃତ ପୂଜା) କରିବାକୁ ଯାଆନ୍ତି।
ମୂଖ୍ୟ କର୍କଟ ରୋଗ ମଧ୍ୟରେ ହଜ୍କିନ୍ସ୍ ଲିମ୍ପୋମା, ନନ୍-ହଜ୍କିନ୍ସ୍ ଲିମ୍ପୋମା, ଅଣ୍ଡକୋଷ କର୍କଟ, ଡିମ୍ବାଶୟ କର୍କଟ, ଓ ଗର୍ଭାଶୟ ଗ୍ରୀବା କର୍କଟ ନିମନ୍ତେ ବ୍ୟବହାର କରାଯାଏ ।
ଯେତେବେଳେ ‘ସୁଷୁମ୍ନା’ ଭିତର ଦେଇ ତାହାର ଗତି ସହସ୍ରାରରେ ପହଞ୍ଚିବ, ସେତେବେଳେ ଆମର ଦେହଜ୍ଞାନ ସଂପୂର୍ଣ୍ଣ ଭାବେ ଚାଲିଯିବ ।
|୧୮୬୩ ମସିହାରେ ବ୍ରାଏନ୍ ହଟ୍ଟନ୍ ହଜ୍ସନ୍ ନେପାଳରୁ ମିଳିଥିବା କଲରାପତରିଆ ବାଘ ଚମଡ଼ାକୁ ‘ଲେପର୍ଡସ୍ ପର୍ନିଗର୍’ ବୋଲି ବର୍ଣ୍ଣନା କରିଥିଲେ ।
୧୮୮୦ ଦଶକର ଶେଷ ଭାଗରେ ଏହି ଅଞ୍ଚଳର ସର୍ବେକ୍ଷକ ଥିବା ଫ୍ରାଂସିସ୍ ୟଂଗ୍ହଜ୍ବ୍ୟାଣ୍ଡଙ୍କ ମତାନୁସାରେ ସେହି ଅଞ୍ଚଳରେ କେବଳ ଏକ ପରିତ୍ୟକ୍ତ ଦୁର୍ଗ ରହିଥିଲା ଓ ସେ ଯାଇଥିବା ସମୟରେ ଶାହିଦୁଲ୍ଲାର କୌଣସି ଘରେ ଜନବସତି ନଥିଲା ।
ମୁସଲମାନମାନେ ଏହାକୁ ନନୀ ମନ୍ଦିର ବା ନନୀଙ୍କ ହଜ୍ ବୋଲି କୁହନ୍ତି ।
ଦିନେ ଗଭୀର ଧ୍ୟାନ କରୁଛନ୍ତି-ଧ୍ୟାନଭଙ୍ଗ ପରେ ସଙ୍ଗିନୀମାନଙ୍କୁ କହିଲେ, ‘ଆଲୋ ଯୋଗେନ୍, ମୋର ହାତ କାହିଁ ? ମୋର ଗୋଡ଼ କାହିଁ ?’ ସଂପୂର୍ଣ୍ଣ ଦେହଜ୍ଞାନବିରହିତ ଏହି ଉଚ୍ଚ ସମାଧି ପରେ ମଧ୍ୟ ଅନେକ ସମୟରେ ନାନାପ୍ରକାର ଜ୍ୟୋତି-ସମୁଦ୍ରରେ ତାଙ୍କର ମନ ବିଲୀନ ହୋଇ ରହୁଥାଏ ।
|ଅଗ୍ନିଶ୍ୱରଂ ମହାରୁଦ୍ରଂ ବିଷ୍ଣୁପାକ ବିଶୋଧକମ|ମହାଜ୍ୱାଳାମୟଂ ଶମ୍ଭୁ ନମାମି ଚନ୍ଦ୍ର ଶେଖରମ|ଅର୍ଥାତ, ହେ ଅଗ୍ନିଶ୍ୱର, ତୁମେ ରୁଦ୍ରମାନଙ୍କ ମଧ୍ୟରେ ମହାରୁଦ୍ର, ତୁମେ ବିଷ୍ଣୁଙ୍କ ଉଦେଶ୍ୟରେ ପ୍ରସ୍ତୁତ ପାକର ବିଶୋଧକ ,ତୁମେ ମହଜ୍ୱାଳାମୟ ଶମ୍ଭୁ , ତୁମେ ଚନ୍ଦ୍ରଶେଖର , ତୁମକୁ ନମସ୍କାର କରୁଅଛି ।
|ଆଧାର ଗୁଗଲ ନାଓ ଏକ ବୁଦ୍ଧିମାନ୍ ନିଜସ୍ୱ ସହଜ୍ୟକାରି ଆପ୍ ।
ପ୍ରସ୍ତାବକ ଏହା ଦାବୀ କରନ୍ତି ଯେ କ୍ଲାଉଡ କମ୍ପ୍ୟୁଟିଙ୍ଗ୍ ବଡ଼ ବଡ଼ ଅନୁଷ୍ଠାନ ମାନଙ୍କୁ ନିଜର ପରିକଳ୍ପନା ଉପରେ ନିଜର ଧ୍ୟାନ କନ୍ଦ୍ରିତ କରି ଇନ୍ଫାଷ୍ଟ୍ରକ୍ଚର ଖର୍ଚ କମ କରିବାରେ ସାହଜ୍ୟ କରିଥାଏ ।
ଯେଉଁମାନେ ମକ୍କାକୁ ଯାଇ ହଜ୍ କରନ୍ତି ସେମାନଙ୍କୁ ହାଜୀ କହନ୍ତି।