<< gyne gynecologic >>

gynecium Meaning in Odia (Oriya). ( gynecium ଶବ୍ଦର ଓଡିଆ ଅର୍ଥ)



ସ୍ତ୍ରୀ,

Noun:

ସ୍ତ୍ରୀ ରୋଗ,

gynecium తెలుగు అర్థానికి ఉదాహరణ:

ଏହି ବେଳର ସ୍ମୃତି ସେ ପରବର୍ତ୍ତୀ କାଳରେ ତାଙ୍କର ସ୍ତ୍ରୀ-ଭକ୍ତମାନଙ୍କ ଆଗରେ ପ୍ରକାଶ କରି କହିଥିଲେ, ‘ସେତେବେଳେ ମୋର ମନେ ହେଉଥିଲା, ଅନ୍ତର ମଧ୍ୟରେ କେହି ଯେପରି ଗୋଟିଏ ପୂର୍ଣ୍ଣାନନ୍ଦର କଳସ ସ୍ଥାପନ କରି ରଖିଛି ।

| ନୃତ୍ୟଶିଳ୍ପୀମାନଙ୍କଦ୍ୱାରା |ଶାସ୍ତ୍ରୀୟ ନୃତ୍ୟ ଯେପପରିକି ଓଡ଼ିଶୀ, ଭରତନାଟ୍ୟମ, କଥକ, ମୋହିନୀନାଟ୍ୟମ, ମଣିପୁରୀ ଆଦି ନୃତ୍ୟଶୈଳୀରେ ନୃତ୍ୟଶିଳ୍ପୀମାନେ ଅଳତାକୁ ପ୍ରସାଧନରେ ବ୍ୟବହାର କରିଥାନ୍ତି ।

ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ନେଇଛନ୍ତି ଏବଂ ରବିନ୍ଦ୍ର ସଙ୍ଗୀତରେ ମଧ୍ୟ ଡିପ୍ଲୋମା କରିଛନ୍ତି ।

|ପଥୁରିଆ: ମିସ୍ତ୍ରୀ|ପନିକି ପଟା: ରୋଷଘରେ ପରିବା କାଟି ଯୋଗାଇବା|ପରୀକ୍ଷାବଡୁ: ପୂଜା ପଣ୍ଡାଙ୍କ ନିକଟରେ ପୂଜାବାସନ ରଖିବା ।

| ଶିକ୍ଷା ବ୍ୟବସ୍ଥା |ବିଶ୍ୱବିଦ୍ୟାଳୟରେ ନିମ୍ନ ବିଭାଗ ଗୁଡିକରେ ଶିକ୍ଷାଦାନ କରାଯାଏ :|ଧର୍ମଶାସ୍ତ୍ର|ନ୍ୟାୟ|ସାହିତ୍ୟ|ସର୍ବଦର୍ଶନ|ବେଦ|ବ୍ୟାକରଣ|ଅଦ୍ୱେତ ବେଦାନ୍ତ|ଜ୍ୟୋତିର୍ବିଜ୍ଞାନ|ଶାରିରିକ ଶିକ୍ଷା|କମ୍ପ୍ୟୁଟର ଶିକ୍ଷା|ଶିକ୍ଷା ଶାସ୍ତ୍ରୀ|ସଂସ୍କୃତରେ ଅଧିକ ଶୋଧ କରିବା ପାଇଁ, ବିଶ୍ୱବିଦ୍ୟାଳୟରେ କାର୍ସ ନାମକ ଏକ ଶୋଧ ସଂସ୍ଥାନ ରହିଛି ।

ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ଆଲୋଚନାରେ ନୀଳମାଧବ ପାଣିଗ୍ରାହୀ ଜଣେ ଅଗ୍ରଗଣ୍ୟ ପଣ୍ଡିତ ଥିଲେ ।

| ମର୍ତ୍ତ୍ୟରେ ଶାନ୍ତନୁ ଓ ଗଙ୍ଗା |ପୂର୍ବୋକ୍ତ ବ୍ରହ୍ମା ଅଭିଶାପ ଅନୁଯାୟୀ ଶାନ୍ତନୁ ମର୍ତ୍ତ୍ୟରେ କୁରୁ ରାଜା ପ୍ରତୀପଙ୍କ ପୁତ୍ର ଭାବେ ଜନ୍ମ ନେଇ ହସ୍ତିନାପୁର ରାଜା ହୋଇଥିଲେ | ଥରେ ଗଙ୍ଗା ନଦୀ କୂଳରେ ବୁଲୁ ବୁଲୁ ସେ ଜଣେ ସୁନ୍ଦରୀ ସ୍ତ୍ରୀଂକୁ ଦେଖି ରୂପରେ ମୋହିତ ହୋଇ ତାଙ୍କୁ ବିବାହ ପ୍ରସ୍ତାବ ଦେଲେ ।

୧୯୪୬ ମସିହାରେ, ଯଶରାଜ କଲିକତାକୁ ଯାଇ ସେଠାରେ ସେ ରେଡିଓ ପାଇଁ ଶାସ୍ତ୍ରୀୟ ସଙ୍ଗୀତ ଗାଇବା ଆରମ୍ଭ କରିଥିଲେ ।

ହରପ୍ରସାଦ ଶାସ୍ତ୍ରୀ, ଡ. ବିନୟତୋଷ ଭଟ୍ଟାଚାର୍ଯ୍ୟ ଆଦି ଗବେଷକ ମାନେ ଉଡ୍ଡୀୟାନପୀଠ ଓ ଓଡ଼ିଶାକୁ ଏକ ବୋଲି ପ୍ରମାଣ କରିଛନ୍ତି ।

|ଉତ୍ପାଦନ|ଭା (2010) ଫିଲ୍ମର ରିଲିଜ ପରେ, ସ୍ୱାମୀ-ସ୍ତ୍ରୀ ନିର୍ଦ୍ଦେଶକ ଜୋଡି ପୁଷ୍କର ଓ ଗାୟତ୍ରୀ ଫିଲ୍ମ ନିର୍ମାଣରୁ ବ୍ରେକ ନେଇଯାଇଥିଲେ ।

ଐତିହାସିକ ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଓଡ଼ିଶୀକୁ ସର୍ବପୁରାତନ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦିଆଯାଇଥାଏ ।

ଏହି ପ୍ରଥାରେ ସ୍ତ୍ରୀ ବଞ୍ଚି ଥାଉ ଥାଉ ଯଦି ସ୍ୱାମୀର ମୃତ୍ୟୂ ହୁଏ ତେବେ ସ୍ତ୍ରୀକୁ ସ୍ୱାମୀର ଚିତାଗ୍ନୀରେ ଝାସ ଦେବାକୁ କୁହାଯାଉଥିଲା ।

|୧୯୮୯ ମସିହାରେ ସତ୍ୟବ୍ରତ ଶାସ୍ତ୍ରୀ ରାମାକିଅନକୁ ସଂସ୍କୃତରେ ଅନୁବାଦ କରିଥିଲେ ଓ ଏହାକୁ ରାମକୀର୍ତ୍ତି ମହାକାବ୍ୟମ୍ ନାମ ଦେଇଥିଲେ ।

gynecium's Meaning in Other Sites