guerrillas Meaning in Odia (Oriya). ( guerrillas ଶବ୍ଦର ଓଡିଆ ଅର୍ଥ)
ଗରିଲା, ଗୋରିଲା,
Noun:
ଗୋରିଲା |,
People Also Search:
guessguessable
guessed
guesser
guessers
guesses
guessing
guessing game
guessingly
guessings
guesstimate
guesstimated
guesstimates
guesstimating
guesswork
guerrillas తెలుగు అర్థానికి ఉదాహరణ:
ସେଥିରେ ଅସଫଳ ହେଲେ ଗରିଲା ଯୁଦ୍ଧ କରିବାକୁ ପରାମର୍ଶ ଦିଆଯାଇଥିଲା ।
କଲରାପତରିଆ ବିଭିନ୍ନ ପ୍ରକାରର ମାଙ୍କଡ଼, ବିଲୁଆ, କୋକିଶିଆଳୀ, ଶାଳିଆପତିନି, ଗରିଲା, ବବୁନ୍, ଠେକୁଆ, ଝିଙ୍କ ଇତ୍ୟାଦିଙ୍କୁ ମଧ୍ୟ ଶିକାର କରି ଖାଏ ।
ଇଂରେଜମାନଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଗରେ ସମ୍ବଲପୁରବାସୀଙ୍କ ଧନୁତୀର, ବର୍ଚ୍ଛା, ଖଣ୍ଡା, ନିଆଁଧରା ବନ୍ଧୁକ ଆଦି ବିଶେଷ କିଛି କାମ ଦେବ ନାହଁ ବୋଲି ସେ ଗରିଲା ଯୁଦ୍ଧର ଆଶ୍ରୟ ନେଇଥିଲେ ।
ଇଥିଓପିଆକୁ ଫେରିବା ପରେ ସ୍ୱତନ୍ତ୍ର ଭାବେ ଛଅ ମାସ ଗରିଲା ଯୁଦ୍ଧ କୌଶଳ ଶିଖିବାକୁ ଚାହିଁଥିଲେ ମଧ୍ୟ ଦୁଇ ମାସ ପରେ ଦକ୍ଷିଣ ଆଫ୍ରିକାରୁ ଡାକରା ଆସିବା ଫଳରେ ଫେରିଯାଇଥିଲେ ।
ଚିନ୍ନାମାଲାଇ ଗରିଲା ଯୁଦ୍ଧରେ ନିୟୋଜିତ ହୋଇଥିଲେ ଏବଂ ୧୮୦୧ ମସିହାରେ କାଭେରୀ ଯୁଦ୍ଧରେ ବ୍ରିଟିଶମାନଙ୍କୁ, ୧୮୦୨ ମସିହାରେ ଓଡାନାଇଲାଇ ଏବଂ ୧୮୦୪ରେ ଆରାଚାଲୁରରେ ପରାସ୍ତ ହୋଇଥିଲେ ।
କୁହାଯାଏ ସେ ହିଁ ପ୍ରଥମେ ଇଂରେଜମାନଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ କୌଶଳ ଆରମ୍ଭ କରିଥିଲେ।
ସୁରେନ୍ଦ୍ର ସାଏଙ୍କ ପକ୍ଷରୁ ତାଙ୍କ ଅନୁଗାମୀମାନେ ଧନୁଶର ଧରି ଗରିଲା ଯୁଦ୍ଧ କରିଥିବାରୁ ଇଂରେଜ ସୈନ୍ୟମାନେ ତାର ମୁକାବିଲା କରିପାରି ନଥିଲେ ।
|ଜେମ୍ସ କାଣ୍ଟୋରଙ୍କୁ ଛାଡ଼ି (ଯିଏ ସଂପୂର୍ଣ୍ଣ ନିର୍ଦ୍ଦୋଷ ଥିଲେ), ମଣ୍ଡେଲା ଓ ଅନ୍ୟ ସହଯୋଗୀ ମାନେ ଅନ୍ତର୍ଘାତୀ କାର୍ଯ୍ୟ କରିଥିବା ସ୍ୱୀକାର କରିଥିଲେ ମଧ୍ୟ ସରକାରଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ ଆରମ୍ଭ କରିବା ଦାବୀକୁ ମାନି ନଥିଲେ ।
| ଇତିହାସ |ଯେତେବେଳେ ଭାରତରେ ଦାଲଚିନି ପ୍ରଥମ ଫସଲଭାବେ ସରକାରୀ ପ୍ରାୟୋଜକତା ଗ୍ରହଣ କରିଥିଲା ସେତେବେଳକୁ ଶ୍ରୀଲଙ୍କା ଡଚ୍ ଗରିଲାଙ୍କ ନିୟନ୍ତ୍ରଣରେ ଥିଲା ।
ଚକରାଙ୍କର ଗରିଲା ଯୁଦ୍ଧରେ ବ୍ରିଟିଶସେନା ସମ୍ମୁଖୀନ ହୋଇନପାରି ତାଙ୍କୁ ସନ୍ଧି କରିବାକୁ ଅନେକ ପ୍ରଲୋଭନ ଦେଖାଇଥିଲା, ମାତ୍ର ସେତେବେଳେ ଚକରା ପ୍ରତ୍ୟୁତ୍ତର ରଖିଥିଲେ, "ମୁଁ ଆଉ କିଛି ଚାହେଁନା, ମୁଁ ଚାହେଁ ମୋର ଜନ୍ମମାଟିର ମୁକ୍ତି ।
guerrillas's Usage Examples:
The militias include guerrillas.
Many residents joined the guerrillas, who had put up camps in San Cristobal.
The guerrillas ambushed policemen responding to the incident and injured four of them.
In years that followed, the movement's guerrillas, Jangalis, fought against foreign invaders.
Liberation Army of Bolivia; ELN) was a group of mainly Bolivian and Cuban guerrillas led by the guerrilla leader Che Guevara which was active in the Cordillera.
The Japanese army claimed that there were guerrillas in the Safety Zone due to the fact that anyone not wearing a uniform could enter.
The guerrillas of the General Marking Units defeated the Japanese forces and it ended World War II.
Many of the civilian deaths occurred when the guerrillas and supporting militants burned 15 city buses near the arsenal to hamper military reinforcements.
in the 1970s, writing: Palestinian became synonymous with terrorists, skyjackers, commandos, and guerrillas.
After the Summer of Love of 1967, hippies wore tie dye and paisley bandanas as headbands in imitation of Leftist activists and guerrillas.
Although they raised three additional battalions and three artillery batteries, they insisted that the guerrillas be given due attention and Osmani did not object.
Osmani's differed with the Indian Army on the size of the Mukti Bahini; the Bangladesh government had hoped to raise a regular force of 30,000 soldiers and 100,000 guerrillas in 1971, which the Indians thought unrealistic.
Opposing these guerrillas were a Japanese-formed.
Synonyms:
irregular, insurgent, guerilla, warrior, Maquisard, guerrilla force, Maquis, urban guerrilla, guerilla force,
Antonyms:
symmetrical, legal, smooth, regular, loyal,