groundwater Meaning in Odia (Oriya). ( groundwater ଶବ୍ଦର ଓଡିଆ ଅର୍ଥ)
ଭୂତଳ ଜଳ,
ଭୂତଳ ଜଳ,
People Also Search:
groundworkgroundworks
group
group captain
group insurance
group leader
group meeting
group test
group together
grouped
grouper
groupers
groupie
groupies
grouping
groundwater తెలుగు అర్థానికి ఉదాహరణ:
|ପାଇପଦ୍ୱାରା ଭୂତଳ ଜଳ ଯୋଗାଣର ବ୍ୟବସ୍ଥା ।
|ବର୍ଷସାରା ଜଳ ଗଚ୍ଛିତ ରଖିବା ପାଇଁ ବାମ୍ଫୀ ନିର୍ମାତାମାନେ ଭୂତଳ ଜଳସ୍ତର ପର୍ଯ୍ୟନ୍ତ ଗଭୀର ଗର୍ତ୍ତ ଖନନ କରୁଥିଲେ ।
ହ୍ରଦ, ନଦୀ, ନଳ, ସାଗର, ଏବଂ ଭୂତଳ ଜଳ ଇତ୍ୟାଦି ଦୂଷିତ ହୋଇପାରେ ।
ଏ ସବୁ ପ୍ରକଳ୍ପଦ୍ୱାରା ସହରର ଭୂତଳ ଜଳ, ଆବର୍ଜନା ନିଷ୍କାସନ, ବୈଦ୍ୟୁତିକ ବ୍ୟବସ୍ଥା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
|ସ୍ଥାନ ନିରୂପଣ|ବିଭିନ୍ନ ଦୃଷ୍ଟିକୋଣରୁ ସମଗୁଣ ପ୍ରକାରର ମୃତ୍ତିକା,ଖୁଦ୍ର ଆକାରର ଜମି,ନିଦ୍ଧିଷ୍ଟ ଜମି,ସହଜରେ ପ୍ରାପ୍ତ ଓ ଜାଗା, ଭୂତଳ ଜଳ ଇତ୍ୟାଦି ସବୁ ବିଚାରକୁ ନିଆଯାଏ ଯେତେବେଳେ ସ୍ଥାନ ନିରୂପଣ କରାଯାଏ।
ଭୂପୃଷ୍ଠରେ ଥିବା ଜଳ ମୃତ୍ତିକା ଶୋଷିନେଇ ଭୂତଳରେ ରଖିଲେ ତାକୁ ଭୂତଳ ଜଳ କୁହାଯାଏ ଏବଂ ଭୂତଳ ଜଳ ଜଳର ମୁଖ୍ୟ ଉତ୍ସରେ ପରିବତ୍ତିତ ହୁଏ ।
ଅକ୍ସିଡେସନ୍-ବିଘଟନର ସ୍ଥିତି ଆଗ୍ନେୟଗିରି ବାଷ୍ପ, ବୃଷ୍ଟିପାତର ସନ୍ତୁଳିତ ମାତ୍ରା ଉପରେ ନିର୍ଭର କରେ ଏବଂ ଆଗ୍ନେୟଗିରିର ଭୂତଳ ଜଳର ମଧ୍ୟ ଏହି ସନ୍ତୁଳନ ସ୍ଥିତି ବଦଳାଇବାରେ ଭୂମିକା ରହିଥାଏ ।
ଭାରତର ପ୍ରଥମ ଭୂତଳ ଜଳ ସୁଡଙ୍ଗ ମୁମ୍ବାଇରେ ହିଁ ତିଆରି ହବାର ଅଛି।
ଅନେକ ସ୍ଥାନରେ ଭୂତଳ ଜଳ (aquifers) ଥିବା ଯୋଗୁ ଝରଣା ଦେଖାଯାଏ ।
ପ୍ରାକୃତିକ ଉପୟରେ ଭୂତଳ ଜଳ Groundwater ଅଧିକାଂଶ କ୍ଷେତ୍ରରେ ଅପମିଶ୍ରିତ ହୁଏ ଓ ଖଣି (mining) ବା କୃଷି ଯୋଗୁ ମଧ୍ୟ ଅପମିଶ୍ରିତ ହୋଇପାରେ ।
groundwater's Usage Examples:
or rate of flow (discharge), versus time is more generally called a hydrograph (in both groundwater and surface water).
groundwater over the relevant long time scales and to isolate relevant degraders from such environments.
The main source of potable water supply is groundwater.
the Earth"s surface (recharge area), becoming part of the area groundwater.
Kettle ponds that are not affected by the groundwater table will usually become dry during.
"swales" that will help protect the water quality of Garrity creek and rehydrate the groundwater that supports the springs which feed the creek.
However, it is relatively mobile over the long term, and diffusion of neptunium-237 in groundwater.
Before it was exposed, groundwater weathered the granite along fracture joints creating corestones of relatively solid altered granite embedded within friable saprolite.
The remaining unfrozen freshwater is found mainly as groundwater, with only a small fraction present above ground or in the air.
Overdrafting is the process of extracting groundwater beyond the equilibrium yield of the aquifer.
groundwater at a frequency and duration sufficient to support a prevalence of hydrophytic vegetation typically adapted for life in saturated soil conditions and.
geothermal spring is a spring produced by the emergence of geothermally heated groundwater that rises from the Earth"s crust.
The introduction of borewells led to farmers changing their old agricultural patterns, shifting from dry land crops to more water-intense crops, causing the groundwater table to be further eroded.