<< greataunt greatcoat >>

greataunts Meaning in Odia (Oriya). ( greataunts ଶବ୍ଦର ଓଡିଆ ଅର୍ଥ)



ମହାନ,

ଉଦାରତା,

greataunts తెలుగు అర్థానికి ఉదాహరణ:

|ପ୍ରାରମ୍ଭିକ ଜୀବନ|୧୯୫୩ ଡିସେମ୍ବର ୧୯ରେ ସଚ୍ଚିଦାନନ୍ଦ ମହାନ୍ତି କଟକଠାରେ ଜନ୍ମଗ୍ରହଣ କରିଥଲେ ।

| ଜନ୍ମ ଓ ଜୀବନ |ବୌଦ୍ଧଧର୍ମର ସହଜଯାନ ମାର୍ଗର ପ୍ରବର୍ତ୍ତିକା ମହାସିଦ୍ଧ ଲକ୍ଷ୍ମୀଙ୍କରଙ୍କ ମାର୍ଗରେ ବିଶ୍ୱାସ ରଖିଥିବା ଉତ୍କଳର ସାତ ଭଉଣୀ ବା ସପ୍ତସାଧିକା ମହାନ ତନ୍ତ୍ରସାଧିକା ଥିଲେ ।

|ଭୁବନେଶ୍ୱର ଯଥାକ୍ରମେ ଏନଏସି ୧୯୪୮ରୁ, ମୁନିସିପଲିଟି ୧୯୭୯ରୁ, ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧିନରେ ୧୯୯୪ରୁ ପରିଚାଳିତ ହେଉଛି ।

|ବୈଶାଖ ଶୁକ୍ଳନବମୀ: ସୀତା ନବମୀ - ସୀତାଜନ୍ମ|ଭାଦ୍ରବ କୃଷ୍ଣନବମୀ: ନନ୍ଦୋତ୍ସବ - କୃଷ୍ଣ ଜନ୍ମାଷ୍ଟମୀର ପରଦିନ କୃତ ଉତ୍ସବ|ଆଶ୍ୱିନ ଶୁକ୍ଳନବମୀ: ମହାନବମୀ - ଶାରଦୀୟା ଦୁର୍ଗା ପୂଜାର ତୃତୀୟ ବା ଶେଷ ଦିବସ ।

| ଆଧାର |ଅଧିକ ତଥ୍ୟ|୧୯୭୯ର ଓଡ଼ିଆ କଥାଚିତ୍ର ରମେଶ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ବତାସୀ ଝଡ଼ ୧୯୮୧ ମସିହାରେ ମୁକ୍ତିଲାଭ କରିଥିଲା ।

|ଅଭିନୟରେ|ଓଡ଼ିଆଚଳଚ୍ଚିତ୍ର 'ଡାଡି'ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:|ମିହିର ଦାସ|ହରିହର ମହାପାତ୍ର|ଅପରାଜିତା ମହାନ୍ତି|ଲିପି ପରିଡ଼ା|ଅରିନ୍ଦମ ରାୟ|ଗୀତ ଓ ସଙ୍ଗୀତ|ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।

ଶ୍ରୀକାନ୍ତଙ୍କ ସ‌ହ ସ୍ମିତା ମହାନ୍ତି, ହରିହର ମହାପାତ୍ର, ଅଶ୍ରୁମୋଚନ, ହର ରଥ ପ୍ରମୁଖ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଥିଲେ ।

ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଦୃଷ୍ଟିରୁ ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ତାଙ୍କୁ ଶିଶୁ ସାହିତ୍ୟର ଆଦ୍ୟସ୍ରଷ୍ଟା ବୋଲି କହିଛନ୍ତି ।

ଏଠାରେ ମହାନ ଯୋଦ୍ଧାଗଣ, ବିଦୂଷୀ ଓ ମହାନ ବ୍ୟକ୍ତିଗଣଙ୍କ ପାଇଁ ଆସ୍ଥାନ ରହିଥିଲା ।

|ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ସୁଜାତା ଆନନ୍ଦ, ହର ପଟ୍ଟନାୟକ, ମିହିର ଦାସ, ଦେବୁ ବୋଷ, ଜୟୀରାମ ସାମଲ, ଅନୁରାଧା, ରେଖା ଜୈନ, ବ୍ରଜ ସିଂହ, ଡିସ୍କୋ ଶାନ୍ତି, ଦୁଃଖିରାମ ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

| ଆଧାର |ମରୁଭୂମି ଭାଗବତ ପ୍ରସାଦ ମହାନ୍ତି (୨୭ ନଭେମ୍ବର ୧୯୨୯ - ୮ ଡିସେମ୍ବର ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ ।

| ଅଭିନୟରେ |ଓଡ଼ିଆ କଥାଚିତ୍ର ‘ବତାସୀ ଝଡ଼’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:|ଅକ୍ଷୟ ମହାନ୍ତି କାଶ୍ୟପ|ଜୟା|ଦୁଃଖୀରାମ ସ୍ୱାଇଁ|କାଶି ରଥ|ରାଧା ପଣ୍ଡା|ନରେନ୍ଦ୍ର କୁମାର ବେହେରା (ନରୀ)| ଆଧାର | ଅଧିକ ତଥ୍ୟ |୧୯୮୧ର ଓଡ଼ିଆ କଥାଚିତ୍ର ରମେଶ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସତ କେବେ ଲୁଚି ରହେନା ୧୯୮୫ ମସିହାରେ ମୁକ୍ତିଲାଭ କରିଥିଲା ।

greataunts's Meaning in Other Sites