<< grassing grasslands >>

grassland Meaning in Odia (Oriya). ( grassland ଶବ୍ଦର ଓଡିଆ ଅର୍ଥ)



ତୃଣଭୂମି, କେଦାର,

Noun:

କେଦାର |,

grassland తెలుగు అర్థానికి ఉదాహరణ:

ତୃଣଭୂମି, ଅଘଞ୍ଚ ଜଙ୍ଗଲ, ମରୁଭୂମି, ଶୁଷ୍କ ଭୂମି ଓ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ବଜ୍ରକାପ୍ତା ଦେଖିବାକୁ ମିଳନ୍ତି ।

ସେହିପରି ଗୋରୁମାରା ଉଦ୍ୟାନର ବନ୍ୟ ଗୟଳଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଯିବାରୁ ଅଧିକ ଚରିବା ଫଳରେ ତୃଣଭୂମି ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି ।

ଏହି ପକ୍ଷୀ ସମୁଦ୍ର ପତନରୁ ଉଚ୍ଚ ସ୍ଥାନରେ ଥିବା ତୃଣଭୂମି (ଆଧୁନିକ ସମୟରେ ମୁର୍ ବା ମୁର୍‍ଲ୍ୟାଣ୍ଡ୍ ବୋଲାଉଥିବା) ଅଞ୍ଚଳରେ ଦେଖାଯାନ୍ତି ନାହିଁ ।

ପ୍ରାଗୈତିହାସିକ ସମୟରୁ ନଦୀର ଗତିପଥରେ ବାରମ୍ବାର ପରିବର୍ତ୍ତନ ହେବାର ପ୍ରମାଣ ରହିଛି – ଯଥା : ୧୮୧୬ ମସିହାରେ ଏକ ଭୂମିକମ୍ପ ପରେ ବନ୍ନି ତୃଣଭୂମିକୁ ଲାଗି କଚ୍ଛର ଲବଣମରୁକୁ ପ୍ରବାହିତ ହେଉଥିବା ସିନ୍ଧୁ ନଦୀ ସାମାନ୍ୟ ପଶ୍ଚିମାଭିମୁଖୀ ହୋଇ ପ୍ରବାହିତ ହେବାକୁ ଲାଗିଲା ।

ଚାଓଚାଂଗ୍‍ର ଅର୍ଥ ହେଲା ତୃଣଭୂମି ବା ଚରାଭୂଈଁ ।

| ପରିବାସ |ଆର୍ଦ୍ର ତୃଣଭୂମି କଳାମୁଣ୍ଡିଆ ବାରମାସୀଙ୍କ ପ୍ରିୟ ପରିବାସ ।

|Kanha-NP.jpg|କାହ୍ନା ଜଙ୍ଗଲର ତୃଣଭୂମି|Morning-in-kanha-park.jpg|କାହ୍ନାର ଖୋଲା ଜଙ୍ଗଲ|Tiger-in-kanha.jpg|ବାଉଁଶ ବୁଦାରେ ବାଘଟିଏ ଲୁଚି ରହିଛି|Axis axis Kanha 1.jpg|କାହ୍ନାର ଚିତଲ୍ ହରିଣ|ବନ୍ୟଜନ୍ତୁ|କାହ୍ନା ବ୍ୟାଘ୍ର ଅଭୟାରଣ୍ୟରେ ମହାବଳ ବାଘ, କଲରାପତରିଆ ବାଘ, ବଳିଆ କୁକୁର, କଟାସ, ବିଲୁଆ, ଶିଆଳ ଆଦି ମାଂସାସୀ ସ୍ତନ୍ୟପାୟୀ ଜୀବ ଦେଖିବାକୁ ମିଳେ ।

ସେରେଙ୍ଗେଟି ତୃଣଭୂମିରେ ସିଂହ, କଲରାପତରିଆ ବାଘ ଓ ହେଟାବାଘ ଇତ୍ୟାଦି ଦିନବେଳା ସକ୍ରିୟ ରହୁନଥିବାରୁ ଚିତାବାଘମାନେ ଅଧିକାଂଶରେ ଦିନବେଳା ଶିକାର କରନ୍ତି ।

|ସାରା ଅଭୟାରଣ୍ୟରେ ସ୍ଥାନେ ସ୍ଥାନେ ତୃଣଭୂମି ରହିଛି ।

|ପରିବାସ ଓ ଆହାର|ବବୁନ୍‍ମାନେ ମୁଖ୍ୟତଃ ସ୍ଥଳଚର ଜୀବ ଏବଂ ଏମାନେ ଆଫ୍ରିକାର ସାଭାନ୍ନା ତୃଣଭୂମି, ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଦେଖାଯାନ୍ତି ।

ତୃଣଭୂମି, ଜଙ୍ଗଲ ଇତ୍ୟାଦିରେ ଗୋରୁମାରା ଅଭୟାରଣ୍ୟ ଶୋଭିତ ।

ଶୁଷ୍କ ତୃଣଭୂମି ଅଞ୍ଚଳରେ ବସବାସ କରୁଥିବା ମାଈ ଗୟଳ ଓ ବାଛୁରିମାନଙ୍କ ରଙ୍ଗ ଅତି ଫିକା ।

grassland's Usage Examples:

A multimillion-pound redevelopment of the park was completed in May 2012, just before the Diamond Jubilee of Elizabeth II and the 2012 Summer Olympics, in order to transform it from a state of grassland to a mature looking park with trees and hills.


The parkland has old oak pollards on acid or neutral grassland.


Conservation of Wild Birds Grazing by rabbits and sheep helps to keep the sward on parts of this site as open grassland, but some parts have been invaded.


Now incorporating an area of protected limestone grassland home to many uncommon and endangered species, the ridge previously supported small-scale commercial limestone quarries, evidence of which remains.


It is surrounded by grasslands and pindan woodland.


This very dry grassland has four nationally rare plants, Breckland wild thyme, Spanish catchfly, grape hyacinth and sickle medick.


The site has marshy areas and fens next to the river, damp grassland and drier, more acidic areas.


Montane grasslands and shrublands is a biome defined by the World Wildlife Fund.


section under the Juniper, and this is made up of a greater amount of fescues and herbs typical of the unimproved limestone grassland of the Cotswolds.


They inhabited a wide range of habitat types: from grassy woodland and grassland plains to the spinifex country and arid flats of central Australia.


Past K-111, the landscape around the highway begins to transition to rolling hills covered by grasslands.


It is found in a wide variety of habitats, from shrublands and grasslands through eucalypt, sheoak and Acacia woodlands, to dense tropical rainforests.


Mountain is home to unique undisturbed grasslands and caves that attract spelunkers.



Synonyms:

hayfield, ley, veld, pastureland, biome, prairie, savannah, lea, parcel, piece of land, piece of ground, meadow, savanna, grazing land, pasture, parcel of land, bent, tract, veldt,

Antonyms:

erect, undamaged, irresolute, outfield, infield,

grassland's Meaning in Other Sites