grandmamma Meaning in Odia (Oriya). ( grandmamma ଶବ୍ଦର ଓଡିଆ ଅର୍ଥ)
ଜେଜେମା,
Noun:
ଜେଜେମା,
People Also Search:
grandmammasgrandmas
grandmaster
grandmasters
grandmother
grandmotherly
grandmothers
grandnephew
grandnephews
grandness
grandniece
grandnieces
grandpa
grandpapa
grandpapas
grandmamma తెలుగు అర్థానికి ఉదాహరణ:
|ମହାଯଜ୍ଞ ଧାରାବାହିକ ପରେ ଅକ୍ଷୟ ତାସ୍ର ଘର, ରାଜନୀତି, ବଧୂ, ମୋ ଜେଜେମା ଆଦି ଧାରାବାହିକରେ ଅଭିନୟ କରିଥିଲେ ।
|ଖୁସୱନ୍ତ ଜନ୍ମ ହେଲାବେଳକୁ, ଜେଜେମା ତାଙ୍କ ନାଁ ରଖିଥିଲେ ଖୁସହାଲ ସିଂହ ଅର୍ଥାତ ସମୃଦ୍ଧ ସିଂହ ।
ବାଲ୍ୟକାଳରେ ମା' ଓ ଜେଜେମା'ଙ୍କଠାରୁ ଗୀତା, ପୁରାଣ ଆଦି ଶୁଣି ସେ ଓଡ଼ିଆ ସାହିତ୍ୟ ଆଡକୁ ଆଗ୍ରହୀ ହୋଇଥିଲେ ।
| ବ୍ୟକ୍ତିଗତ ଜୀବନ |ସେ ହବିବ୍ ରହମାନ (୧୯୧୫-୧୯୯୫), ଜଣେ ସୁପରିଚିତ ସ୍ଥପତିଙ୍କୁ ସନ ୧୯୪୫ରେ ବିବାହ କରିଥିଲେ, ତାଙ୍କର ଗୋଟିଏ ପୁଅ ରାମ ରହମାନ(କଳାକାର) ଓ ଗୋଟିଏ ଝିଅ ସୁକନ୍ୟା ରହମାନ ଥିଲେ, ଯିଏ ତାଙ୍କ ମାତା ଓ ଜେଜେମାଆଙ୍କ ସହିତ ମଧ୍ୟ ନୃତ୍ୟ କରିଥିଲେ ।
ମାଆ ଚାଲିଯିବା ପରେ ଫୃଟିର ଜେଜେମା ହିଁ ଆଉ ଜଣେ ଭଲ ସାଥୀ ଥିଲେ ।
ବୁଢ଼ୀ ଜେଜେମା ଏହାର ଘୋର ବିରୋଧ କରିଥିଲେ ମଧ୍ୟ ପିତ ଶ୍ୟାମବନ୍ଧୁ ବହୁ କଷ୍ଟରେ ରେବତୀକୁ ଗାଆଁ ମାଇନର ସ୍କୁଲକୁ ପଠାଇବାକୁ ରାଜି ହୋଇଥିଲେ ।
ବାପା ରାହୁଲ ଓ ଜେଜେମାଙ୍କ ତତ୍ତ୍ୱାବଧାନରେ ଅଞ୍ଜଳୀ (ସାନା ସୟୀଦ ଅଭିନୀତ) ବଡ଼ ହୁଏ ।
|ରାଜେଶର ଘରେ ତା'ର ବାପା ରତ୍ନାକର ରାଉତରାୟ , ମାଆ (ଅନୀତା ଦାସ), ଗୋଟିଏ ସାନ ଭଉଣୀ ଏବଂ ତା'ର ଜେଜେମା (ଗ୍ଲୋରିଆ ମହାନ୍ତି) ରହୁଥିଲେ ।
ତେବେ ରେବତୀର ଜେଜେମା ତଥା ସାଇ ପଡୋଶୀ ଏକଥାର ଘୋର ବିରୋଧ କରିଥିଲେ ।
|୨୦୧୬ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ଅସ୍ତିତ୍ୱ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ନାୟିକା ପରୀର ଜେଜେମା ଭୂମିକାରେ ଅଭିନୟ କରିଥିଲେ ।
ରଣବୀରଙ୍କ ଜେଜେବାପା ସୁନ୍ଦର ସିଂ ଭବନାନୀ ଓ ଜେଜେମା ଚାନ୍ଦ ବୁର୍କେ ଭାରତ ବିଭାଜନ ବେଳେ କରାଚୀରୁ(ବର୍ତ୍ତମାନର ପାକିସ୍ଥାନ) ଆସି ମୁମ୍ବାଇରେ ବସବାସ କଲେ ।
grandmamma's Usage Examples:
visited, they described it as "suitable for Little Red Riding Hood"s grandmamma to live in", noting its almost complete state.
daughter, who is free to marry Dick, and all ends happily with grandpapa and grandmamma having a cosy chat over the fire.
Lilith was her very-great-grandmamma, and that was before the days of Eve as every one knows.
to the current location that was told by great-grandfather and great grandmamma of village inhabitant Mr.
net/192351/filipinos-grandmamma-could-be-russias-anastasia.
needs her daughter, who is free to marry Dick, and all ends happily with grandpapa and grandmamma having a cosy chat over the fire.