<< granddads granddaughters >>

granddaughter Meaning in Odia (Oriya). ( granddaughter ଶବ୍ଦର ଓଡିଆ ଅର୍ଥ)



ନାତୁଣୀ,

Noun:

ନାତୁଣୀ,

granddaughter తెలుగు అర్థానికి ఉదాహరణ:

ରୁଦ୍ର ବାବୁଙ୍କର ସବୁ ପୁଅ, ଝିଅ ଏବଂ ନାତି ନାତୁଣୀମାନଙ୍କ ଘର ଠିକଣା ଖୋଜି ମହେଶ୍ ଯାଇ ସେଠାରେ ବିଭିନ୍ନ ଉପାୟରେ ରୁଦ୍ର ବାବୁଙ୍କ ଦୁଖଃ ଏବଂ ନିଶାଭ୍ୟାସ କଥା କ‌ହି ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ ମନେଇଲା ।

ଜାବାଳି ଓ ପଦମ ଭଳି ସଂଯୋଜନା ଗୁଡ଼ିକର ସୁରକ୍ଷା, ଶିକ୍ଷା ଓ ପ୍ରକାଶ କରିବା ଦାୟିତ୍ୱ ତାଙ୍କରଟି ସଙ୍କରନ, ନର୍ତକଟି ବାଲାସରସ୍ୱତୀ (T. Balasaraswati),ଟି ମୁକ୍ତା (T. Muktha),ଟି ବ୍ରୁନ୍ଦା (T. Brinda) ଓଟି ବିଶ୍ୱନାଥନ (T. Viswanathan) ଭଳି ନାତି ନାତୁଣୀମାନେ ବିର୍ବାହ କରୁଛନ୍ତି ।

ଏହା ତାଙ୍କ ପୁତ୍ର ଶ୍ରୀ ବସନ୍ତ ଦାସ ଓ ନାତୁଣୀ ପଲ୍ଲବୀ ଦାସଙ୍କଦ୍ୱାରା କରାଯାଉଛି ।

ଡ: ନିତ୍ୟଶ୍ର ମହାଦେବନ|(Nithyasree Mahadevan) ଓ ତାଙ୍କର ନାତୁଣୀ ଲାବଣ୍ୟ ସୁନ୍ଦରରମନ (Lavanya Sundararaman), ଡ: ନିରଞ୍ଜନ ଶ୍ରୀନିବାସନ, Pallavi Prasanna, ବ୍ୟତୀତ ନଳିନୀ କୃଷ୍ଣନ, ମହାରାଜପୁରମ ଶ୍ରୀନିବାସନ, ଡ: ପେରିସ୍ୱାମୀ ଇତ୍ୟାଦି ମଧ୍ୟ ତାଙ୍କର ଶିଷ୍ୟ ଥିଲେ ।

ତାପରେ ସେ ନିଜ ପୁଅ ସୁଶାନ୍ତ, ବୋହୁ ନୂପୁର ଓ ନାତୁଣୀ ଶତରୂପାଙ୍କ ସହ "ଗୋଲପାର୍କ"ରେ ରହିବା ଆରମ୍ଭ କରିଥିଲେ ।

ଶାନ୍ତି ଦେବୀଙ୍କର ନାତୁଣୀ ଗୀତାଞ୍ଜଳୀ ଦେବୀ ତାଙ୍କ ପିତା କିଶୋର ଚନ୍ଦ୍ର ସିଂହଦେଓଙ୍କର ମୃତ୍ୟପରେ ଧରାକୋଟ ରାଜବାଟୀର ରାଜ ସିଂହାସନରେ ବସିଥିଲେ ଏବଂ ସେ ମାତ୍ର ୨୧ ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରିଛନ୍ତି ।

ତାଙ୍କର ଦୁଇ ନାତୁଣୀ ରାଜ ପରିବାରର ପୋଷ୍ୟ ହୋଇଥିଲେ ଓ ସେହି ନାତୁଣୀଙ୍କର ପିଲାମାନେ ସମ୍ପୁର୍ଣ୍ଣ ରାଜ ପରିବାରର ସଦସ୍ୟ ହୋଇଗଲେ ।

ଅମୃତାଙ୍କ ପରିବାରରେ ପୁଅ ନବରାଜ, ଝିଅ କନ୍ଦଳା, ବୋହୁ ଅଳକା ଓ ତୌରସ, ନୁର, ଅମନ ଓ ଶିଳ୍ପୀ ଆଦି ନାତିନାତୁଣୀ ରହିଛନ୍ତି ।

|ସାଂସଦ ଚନ୍ଦ୍ରାଣି ମୁର୍ମୁ ତାଙ୍କର ନାତୁଣୀ ଅଟନ୍ତି ।

ତାପରେ ନିଜର ଛାପାଖାନା ‘Indian Thought Publications’ ନାମରେ ଖୋଲିଲେ ଯାହାକି ଏବେ ମଧ୍ୟ ଅଛି ଏବଂ ତାଙ୍କ ନାତୁଣୀ ପରିଚାଳନା କରୁଛନ୍ତି ।

|ସାହିତ୍ୟ କୃତି|ସରୀସୃପ - ୧୯୭୦|ହୈମନ୍ତୀ- ୧୯୩୩|ଚନ୍ଦ୍ର ଓ ତାରା - ୧୯୫୧|ଇଲାବୃତ୍ତ - ୧୯୬୦|ନନ୍ଦାଦେବୀ - ୧୯୬୨|ଶତ ତାରାର ଦ୍ୱୀପ - ୧୯୬୨|ନୀଳ ଚନ୍ଦ୍ରର ଉପତ୍ୟକା- ୧୯୫୧|ପୋହଳା ଦ୍ୱୀପର ଉପତ୍ୟକା- ୧୯୭୦|ତାଙ୍କର କବିତା ଗ୍ରାମପଥର ଏକ ଉଦ୍ଧୃତି ;|“ଏ ପଥରେ ଗ୍ରାମେ ପ୍ରବେଶ ହୁଅଇ ବଧୁ|ବିତରି ବୁକୁର ମମତା ମୁଖର ମଧୁ|ପୁଅ ଝିଅ ନାତି ନାତୁଣୀରେ ରଖି|ମଶାଣି ଏ ପଥେ ଫେରେ|ଆସିବା ଜନର ସାକ୍ଷୀ ଏ ପଥ|ଫେରିବା ଜନର ବନ୍ଧୁ ।

ଫତେ ସିଂଙ୍କ ପରିବାରରେ ତାଙ୍କ ପତ୍ନୀ ଖେନ୍, ପୁତ୍ର ଗୋବର୍ଦ୍ଧନ, ଦୁଇ ଝିଅ ପଦ୍ମିନୀ ଓ ଜୟା, ଚାରିଜଣ ଭାଇ, ଚାରୋଟି ଭଉଣୀ ଓ ଚାରିଜଣ ନାତିନାତୁଣୀ ଅଛନ୍ତି ।

ନିଜ ନାତୁଣୀ ବିଦ୍ୟାଳୟ ପୁସ୍ତକରେ ପଢିବାପୂର୍ବରୁ ସୁବାରାଓ ନିଜେ ମଧ୍ୟ ଜାଣିନଥିଲେ ଯେ ରାଷ୍ଟ୍ରୀୟ ପ୍ରତିଜ୍ଞାର ରାଷ୍ଟ୍ରୀୟ ସଂଗୀତ ଏବଂ ରାଷ୍ଟ୍ରୀୟ ଗାନ ସଦୃଶ ମହତ୍ତ୍ୱ ରହିଛି ।

granddaughter's Usage Examples:

Ichi-kun Ichinohei: The granddaughter of the head of the Ichinohei clan.


Forest MacNee, granddaughter of Lieutenant Commander Breck; and commissioned 1 December 1919, Lieutenant Commander C.


He has two sons and 2 granddaughters.


She was the granddaughter of Khalilullah Khan.


In the final scene, this Peter is now an old man, retelling the story of his adventure to his granddaughter.


Maria is a witch and the granddaughter of Erimiya.


She was a great-granddaughter of William Quinn, a native of Tyrone who settled in Tuam to build St.


Her only daughter Lorelai (Lauren Graham) had run away from home as a teenager to raise her daughter Rory (Alexis Bledel) on her own, forcing Emily to remain estranged from both her daughter and granddaughter for several years until Lorelai desperately asks her parents to help pay for Rory's admission into Chilton Preparatory School.


In 1896, Feodora's grandson, another Prince Ernst, married Victoria's granddaughter, Princess Alexandra of Edinburgh and Saxe-Coburg-Gotha.


Early lifeTadazane was the son of (1569–1615) with Toku-hime, daughter of Matsudaira Nobuyasu and granddaughter of Tokugawa Ieyasu.


Ian Mladjov inferred that Agatha, the wife of Edward the Exile, was granddaughter of Agatha Cryselia, daughter of Gavril Radomir, by his short-lived first marriage to a Hungarian princess thought to have been the daughter of Duke Géza of Hungary.


MarriagesTowards the end of 1913 Lunn married Mabel Northcote, the granddaughter of Stafford Northcote, 1st Earl of Iddesleigh.



Synonyms:

grandchild,

granddaughter's Meaning in Other Sites