gps Meaning in Odia (Oriya). ( gps ଶବ୍ଦର ଓଡିଆ ଅର୍ଥ)
ଜିପିଏସ,
Noun:
ଜିପିଏସ,
People Also Search:
graalgraals
grab
grab all
grab bag
grab sample
grabbed
grabber
grabbers
grabbing
grabble
grabbler
grabbles
grabby
grabs
gps తెలుగు అర్థానికి ఉదాహరణ:
| ସଂରକ୍ଷଣ |ଆଧୁନିକ ଦିଗବାରେଣୀ ବ୍ୟବସ୍ଥା ତଥା ଜିପିଏସ୍ ଜ୍ଞାନ କୌଶଳର ବ୍ୟବହାର ପରେ ନାବିକମାନଙ୍କ ପାଇଁ ବତିଘରର ମହତ୍ତ୍ୱ ହ୍ରାସ ପାଇଛି ।
ଅବଲୋହିତ ଦୂରତା ସନ୍ଧାନକାରୀ ଓ ଜିପିଏସ୍ ଉପକରଣମାନଙ୍କ ସହାୟତାରେ ଏହା କରାଯାଇପାରିଲା ।
|ଗୀତ|ଆଧାର|ବାହାର ଆଧାର|୨୦୨୧ର ଓଡ଼ିଆ କଥାଚିତ୍ର|ଓଟିଟିରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଗୁଡପାଷ୍ଟର ସିଣ୍ଡ୍ରୋମ (Goodpasture syndrome/ GPS/ ଜିପିଏସ୍ ), ଅନ୍ୟ ନାମ ଆଣ୍ଟି-ଗ୍ଲୋମେରୁଲାର ବେସମେଣ୍ଟ ମେମ୍ବ୍ରେନ ରୋଗ, ଏପରି ଏକ ରୋଗ ଯେଉଁଥିରେ ବୃକ୍କ ଏବଂ ଫୁସଫୁସ ପ୍ରଭାବିତ ହୋଇଥାଏ | ଲକ୍ଷଣ: ରକ୍ତମେହ, ପରିସ୍ରାରେ ପୁଷ୍ଟିସାର ବା ପ୍ରୋଟିନ ଏବଂ କାଶରେ ରକ୍ତ ପଡ଼ିଥାଏ ।
ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ (ଜିପିଏସ୍) ବ୍ୟବସ୍ଥା ଆସିବା ପରେ ଅଣ-ଯାନ୍ତ୍ରିକ ବତିଘର ସବୁ ବନ୍ଦ ହୋଇଯାଇଛି ଅଥବା ସେମାନଙ୍କ ନବୀକରଣ କରାଯାଉଛି ।
ବ୍ଲୁଟୁଥ୍ ଏବଂ ଜିପିଏସ ଟେକ୍ନୋଲୋଜି ବ୍ୟବହାର କରି, ଆରୋଗ୍ୟ ସେତୁ ଆପ୍ ବିପଦ ସଂକେତ ନିର୍ଣ୍ଣୟ କରିବାକୁ ଚେଷ୍ଟା କରେ, ଯଦି ଜଣେ କୋଭିଡ-୧୯ ସଂକ୍ରମିତ ବ୍ୟକ୍ତି (ଛଅ ଫୁଟ ଦୂରତା ମଧ୍ୟରେ) ପାଖାପାଖି ଆସନ୍ତି ଏହା ବିପଦ ସଙ୍କେତ ଦର୍ଶାଇଥାଏ ।
|ଦିଗସୂଚକ ପ୍ରଣାଳୀ ଭାରତ ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକା (ଜିପିଏସ୍), ଋଷ୍ (ଗ୍ଲୋନାସ୍), ଇଉରୋପୀୟ ସଂଘ (ଗାଲିଲିଓ) ଓ ଚୀନ (ବାଇଡୁ)ଦ୍ୱାରା ପୁର୍ବରୁ ବିକାଶ କରାଯାଇଛି ।
| ଇତିହାସ |୧୯୯୯ କାରଗିଲ ଯୁଦ୍ଧ ସମୟରେ ପାକିସ୍ତାନ ସେନାର ଉପସ୍ଥିତି ଜାଣିବା ଲାଗି ଆମେରିକାକୁ ତା'ର 'ଜିପିଏସ' ସେବା ଯୋଗାଇଦେବାକୁ ଭାରତର ଅନୁରୋଧକୁ ଯୁକ୍ତରାଷ୍ଟ୍ର ଆମେରିକା ମନା କରିଦେଇଥିଲା।
ଏହି ସାଇକେଲ ବ୍ୟବହାର କରିବା ପାଇଁ ମୋବାଇଲ ଆପଦ୍ୱାରା ବୁକିଂ କରିବାକୁ ପଡ଼େ ଓ ସାଇକେଲଗୁଡ଼ିକ ଜିପିଏସଦ୍ୱାରା ନିରିକ୍ଷଣ କରାଯାଏ ।
ଜିପିଏସ୍ ଓ ବାଇଡୁ ସାରା ବିଶ୍ୱରେ ବ୍ୟବହାରକାରୀଙ୍କୁ ସେବା ପ୍ରଦାନ କରୁଥିବାବେଳେ ଗ୍ଲୋନାସ୍, ଗାଲିଲିଓ ପରି ନାବିକର ସୀମିତ ପରିସର କାର୍ଯ୍ୟରେ ଉପଲବ୍ଧ ହେବ ।
ଏହା ଏକ ଟ୍ରାକିଂ ଆପ୍ ଯାହା କରୋନାଭାଇରସ୍ ସଂକ୍ରମଣକୁ ଟ୍ରାକ୍ କରିବା ପାଇଁ ସ୍ମାର୍ଟଫୋନର ଜିପିଏସ୍ ଏବଂ ବ୍ଲୁଟୁଥ୍ ବୈଶିଷ୍ଟ୍ୟ ବ୍ୟବହାର କରେ ।
gps's Usage Examples:
7–8 December 2561 http://gps.
Journal of Bodhi Research [Bodhi Vijjalai Collage] Srinakharinwiwot University http://gps.
All 85 city buses are world class international level bus which have gps, CCTV camera and digital naming board.
multi-beam swath echo sounding system, differential gps, motion sensors, sea gravimeter, magnetometer, oceanographic sensors, side scan sonars, automated data.