goodbye Meaning in Odia (Oriya). ( goodbye ଶବ୍ଦର ଓଡିଆ ଅର୍ଥ)
ବିଦାୟ, ଚାଲ ଯିବା, ବିଦାୟ ବାକ୍ୟ, ଚାଲ,
People Also Search:
goodbyesgooder
goodfornothing
goodfornothings
goodhope
goodhumoured
goodhumouredly
goodie
goodies
goodish
goodlier
goodliest
goodlike
goodliness
goodlooking
goodbye తెలుగు అర్థానికి ఉదాహరణ:
ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି କରିଥାନ୍ତି ।
| ଟେଲିଭିଜନ ଧାରାବାହିକ |ଅମ୍ବର ଧାରା (ଧରା)|ଦୋ ସହେଲିଆଁ (ମୈଥିଲୀ)|ବିଦାୟି (ସାକ୍ଷୀ ରାଜବଂଶ୍)| ଚଳଚ୍ଚିତ୍ର ଜଗତକୁ ଅବଦାନ |ମର୍ଡର ୨ (୨୦୧୧) - ରେଶମା| ଆଧାର | ବାହାର ଆଧାର |ଓଲିଉଡ଼|ଓଡ଼ିଆ ସିନେ ଅଭିନେତ୍ରୀ|ଜୀବିତ ବ୍ୟକ୍ତି ବୁଦ୍ଧିଆ ସିଂ ଭାରତର ଓଡ଼ିଶାରେ ରହୁଥିବା ଏକ ବାଳକ ।
ଅଧିକ ଶ୍ୱେତସାର ଥିବା ଖାଦ୍ୟ ଯେପରିକି ପାଉଁରୁଟି, ପାସ୍ତା, ଶସ୍ୟ, ଚିନି ଓ ସ୍ଟାର୍ଚ୍ଚ ଖାଦ୍ୟ ବିଦାୟ ଦେଇ ଚର୍ବି ଜାତୀୟ ଖାଦ୍ୟ ଯେପରିକି କ୍ରିମ, ଲହୁଣୀ ଓ ଅଖରୋଟ ଇତ୍ୟାଦି ଖାଇବାକୁ ଉପଦେଶ ଦିଆଯାଏ ।
ତେବେ ପୋଲିସକୁ ସାଙ୍ଗରେ ଧରି ନିଜ ଘରକୁ ଯାଇଥିଲେ ଓ ମା'ଠାରୁ ବିଦାୟ ନେଇ ଏକ ବିରାଟ ପଟୁଆରରେ ସେ ଆସିଥିଲେ ।
|୧୯୯୨ରେ ଅମଲା ନାଗାର୍ଜୁନଙ୍କୁ ବିବାହ କରିବା ପରେ ଅଭିନୟ ଜଗତରୁ ବିଦାୟ ନେଇଥିଲେ ।
|୨ୟ ଟେଷ୍ଟର ସମାପ୍ତି ପରେ ସାଙ୍ଗାଙ୍କ ବିଦାୟୀ ସଭା ଅନୁଷ୍ଠିତ ହୋଇଥିଲା ।
ଏହା ପରେ ସେ ୧୯୮୮ରେ କମଲ ହାସନଙ୍କୁ ବିବାହ କରିବା ପରେ ଅଭିନୟ ଜଗତରୁ ବିଦାୟ ନେଇ ଚେନ୍ନାଇ ଚାଲିଯାଇଥିଲେ ।
ସାଙ୍ଗାଙ୍କର ଦଳର ପୁରୁଣା ସାଥୀ ଜୟବର୍ଦ୍ଧନ, ତିଲନ୍ ତୁସାର, ସନତ ଜୟସୁରିୟା, ମୁରଲିଧରନ ପ୍ରମୁଖ ସାଙ୍ଗାଙ୍କୁ ବିଦାୟୀ ସେହିଦିନ ସେହି ଖେଳ ପଡ଼ିଆକୁ ଆସିଥିଲେ ।
ଯେଉଁମାନେ କନ୍ୟାପିତାମାତା ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ସେମାନେ କନ୍ୟା ପାର୍ବତୀଙ୍କୁ ତାଙ୍କ ଘରକୁ ନେଇ ବିବାହ ପରେ ଯାନିଯୌତୁକ ଦେଇ ବିଦାୟ ଦେଇଥାନ୍ତି ।
ଏହି ଦଳର କେତେକ ସଭ୍ୟ କକଲିଆର ଇମ୍ପ୍ଲାଣ୍ଟକୁ ସନ୍ଦିଗ୍ଧ ଆଖିରେ ଦେଖନ୍ତି ଯେହେତୁ ସେମାନଙ୍କର ତାଙ୍କ ଦଳରୁ ବିଦାୟ ହେବାର ସମ୍ଭାବନା ଥାଏ ।
| ଗ୍ରୁପ A |ଏହି ଗ୍ରୁପରେ ୱେଷ୍ଟ ଇଣ୍ଡିଜର କ୍ରିଷ୍ଟ ଗେଲଙ୍କ ଦକ୍ଷିଣ ଆଫ୍ରିକା ସହ ମେଚରେ ରେକର୍ଡ ୧୧୭ ରନ ର ପାରି ସତ୍ତ୍ୱେ , ୱେଷ୍ଟ ଇଣ୍ଡିଜ ଉଭୟ ମେଚରେ ପରାଜିତ ହେଇ ଟୂର୍ଣାମେଣ୍ଟରୁ ବିଦାୟ ନେଇଥିଲା ।
୨୦୦୧ରେ ଅକ୍ଷୟ କୁମାରଙ୍କୁ ବିବାହ କରିବା ପରେ ଟ୍ୱିଙ୍କଲ ଅଭିନୀୟ ଜଗତରୁ ବିଦାୟ ନେଇଥିଲା ।
ପରେ କ୍ରାଫ୍ ବାର୍ସେଲୋନାକୁ କୌଣସି ଟ୍ରଫି ଜିତାଇ ନପାରିବାରୁ ଓ ନୁନ୍ୟେଜଙ୍କ ସହିତ ମତାନ୍ତର ହେବାରୁ ବାର୍ସେଲୋନା ଦଳର ପରିଚାଳକ ପଦବୀରୁ ବିଦାୟ ନେଇଥିଲେ ।
goodbye's Usage Examples:
He did not write a goodbye column for the magazine where he had worked for 29 years.
Alexandre-husband enters, without his beard, and says goodbye to Armande before leaving for the office.
Not knowing they have been spotted, Pearl returns to the drawing room to say goodbye to Bertha and mentions the pear tree.
The story ends with the citizens of Gotham ringing in the New Year and fireworks exploded, while Gordon says his last goodbyes to his wife.
Wired All Wrong's first full production, Hellogoodbye's Zombies! Aliens! Vampires! Dinosaurs! yielded the platinum single, Here (In Your Arms).
She is last seen with Goku, when he says goodbye to everyone and departs the mortal world with Shenron.
After saying his goodbyes, the Doctor is returned to Voyager and Zimmerman continues his hologram research.
An EastEnders insider told Digital Spy: It's only right that as we say goodbye to the iconic Pat Evans we pay tribute to such a character with a wonderfully touching special theme tune.
The song was covered in 2004 by Carmen Bradford in her Jazz album Home With YouIn the film called Robots, when Fender says goodbye to Loretta with a blowing kiss, he happily sings a parody called Singing in the Oil which is to the tune of this song and dances around until he gets caught by a Sweeper.
July 10, 1996 (1996-07-10) The roommates are at their respective homes saying goodbye to friends and family.
org/2009/10/09/the-passing-away-of-a-hero-goodbye-balagopal/ By Jinee Lokaneeta: http://kafila.
tries to convince Paul to tell Diane that he is leaving, but Paul cannot pluck up the courage to do it and says his goodbyes to everyone but her.
Synonyms:
adieu, good-bye, au revoir, so long, sayonara, auf wiedersehen, farewell, goodby, cheerio, bye-bye, word of farewell, good day, bye, arrivederci, good-by, adios,