goldarn Meaning in Odia (Oriya). ( goldarn ଶବ୍ଦର ଓଡିଆ ଅର୍ଥ)
ସୁନା,
Adjective:
ସୁନାରେ ନିର୍ମିତ |, ବହୁତ ମୂଲ୍ୟବାନ |, ସୁବର୍ଣ୍ଣ |, ଉଜ୍ଜ୍ୱଳ |, ସଂକୋଚନ |, ସୋନାଲି |, କନକ |, ରଙ୍ଗୀନ, ସୁନା |, କାଞ୍ଚନ |,
People Also Search:
goldbeatergoldberg
goldcrest
goldcrests
golde
golden
golden age
golden algae
golden aster
golden boy
golden brown
golden buttons
golden calf
golden clematis
golden club
goldarn తెలుగు అర్థానికి ఉదాహరణ:
| ଅଭିନୟରେ |ଓଡ଼ିଆ କଥାଚିତ୍ର ‘ଭିନ୍ନ ସମୟ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:|ସରୋଜ ପଟ୍ଟନାୟକ|ସଚ୍ଚିଦାନନ୍ଦ ରଥ| ଆଧାର |୧୯୯୨ର ଓଡ଼ିଆ କଥାଚିତ୍ର|ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର ସୁନା ପଞ୍ଜୁରୀ, ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।
ଏହି ବସଗୁଡ଼ିକ ସୁନାବେଡା, କୋରାପୁଟ୍, ଜୟପୁର, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ବିଜୟନଗରମ ଆଦି ସ୍ଥାନକୁ ଯାଇଥାଆଂତି ।
ତାହା ଉପରେ ସାଆନ୍ତ ବସି ଅବୋଲକରକୁ କାହାଣୀ ସୁନାନ୍ତି ।
ସେ କସ୍ତୁରୀ, ମମତାର ଡୋରୀ, ଜୀବନ ଧାରା, ଜୀବନ ମୃତ୍ୟୁ ଶାଶୁଘର ଚାଲିଯିବି, ଛାତି ଚିରିଦେଲେ ତୁ, ଆକାଶେ କି ରଙ୍ଗ ଲାଗିଲା, ମୁଁ କ'ଣ ଏତେ ଖରାପ, ମୁଁ ପ୍ରେମୀ ମୁଁ ପାଗଳ, ତୁ ମୋ ସୁନା ତୁ ମୋ ହୀରା, ବଧୂ ନୁହେଁ ମୁଁ ବନ୍ଧୁ, ନଈ ସେପାରୀ କନକ ଗୋରୀ, ସେଲଫିସ୍ ଦିଲ୍, କିଛି ଖଟା କିଛି ମିଠା, ପ୍ରେମ ଋତୁ ଆସିଲାରେ ଭଳି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।
ଶ୍ରୀଗୌରାଙ୍ଗଙ୍କ ଦେହର ବର୍ଣ୍ଣ ଗୌର ବା ସୁନାର ହୋଇଥିବାରୁ ତାଙ୍କ ନାମ ସୁନାର ଗୌରାଙ୍ଗ ହୋଇଛି ।
ଏହାପରେ ସେ ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ଜୀବନସାଥୀ, ସିଂହବାହିନୀ, ରାମ ଲକ୍ଷ୍ମଣ ଆଦି କଥାଚିତ୍ରର ପ୍ରଯୋଜନ କରିଥିଲେ ।
| ସମ୍ମାନ ଓ ପୁରସ୍କାର |ଓଡ଼ିଶା ଲଳିତ କଳା ଏକାଡେମୀ ସମ୍ମାନ - ୧୯୮୯|ଓଡ଼ିଶା ଆଇକନ ସମ୍ମାନ - ୨୦୧୧ ( ଟାଇମ୍ସ ଅଫ ଇଣ୍ଡିଆ ଗୃପଦ୍ୱାରା ପ୍ରଦତ୍ତ)|ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ - ୨୦୨୧ ( ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ)| ଆଧାର |ଓଡ଼ିଆ ବ୍ୟକ୍ତିତ୍ୱ|ଓଡ଼ିଶାର ଲୋକ|ଚିତ୍ରଶିଳ୍ପୀ ଯତୀନ ଦାସ (ଜନ୍ମ: ୦୨ ଡିସେମ୍ବର ୧୯୪୧) ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ଦେଉଳସାହିଠାରେ ଜନ୍ମିତ ଜଣେ ଚିତ୍ରଶିଳ୍ପୀ ।
|ବିଶେଷତା|ପ୍ରଶାନ୍ତ ନନ୍ଦଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ କଥାଚିତ୍ର|ପ୍ରଫୁଲ୍ଲ କରଙ୍କଦ୍ୱାରା ସଙ୍ଗୀତ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର|ସୁରେଶ ମିଶ୍ରଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର|ପି. ସୁଶୀଳା କଣ୍ଠଦାନ କରିଥିବା ଓଡ଼ିଆ କଥାଚିତ୍ର| ଆଧାର | ଅଧିକ ତଥ୍ୟ |୧୯୭୫ର ଓଡ଼ିଆ କଥାଚିତ୍ର ସୁନା ସଂସାର, ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।
|୩. ସୁନା-ପାତ ଇଲେକ୍ଟ୍ରୋସ୍କୋପ୍ (ଈଂରାଜୀରେ Gold-leaf Electroscope) ସ୍ଥିତ-ବିଦ୍ୟୁତ୍ ଚିହ୍ନଟ କରବାରେ ସାହାଯ୍ୟ କରେ ଏବଂ ଆଲୋକ-ବୈଦ୍ୟୁତିକ ନିୟମରେ କାମ କରେ।
ହେଲେ, ଏବେ ଆଉ ଏହି ବେହରଣରେ କଚେରି ବସୁନାହିଁ ।
କିନ୍ତୁ ସୁନା ବାହାର କରିବା ପାଇଁ ପାରଦ ଓ ଅନ୍ୟ ବିଷାକ୍ତ ପଦାର୍ଥର ବ୍ୟବହାର, ପରିବାସ ନଷ୍ଟ ଓ ବହୁ ସଂଖ୍ୟକ ଓଧଙ୍କ ଶିକାର କରାଯାଉଥିବାରୁ ଏମାନେ ବର୍ତ୍ତମାନ ଏକ ବିରଳ ପ୍ରଜାତି ପାଲଟିଯାଇଛନ୍ତି ।
ସାହିତ୍ୟିକ ନାୟକଙ୍କର ପ୍ରକାଶିତ ଜୟମା ମାର୍କମା ନାଟକକୁ ବାଦ୍ ଦେଲେ ଅନେକ ନାଟକ (ଜଗଜ୍ଜେତା ରାବଣ, ଅଭୁଲା ସ୍ମୃତି, ତାରା ତାରିଣୀ, ପରଦା ଉହାଡେ), ଗୀତି ନାଟ୍ୟ (ରୋଷ ବହ୍ନି, ଜୟମା ମାର୍କମା,ଅଭାଗିନୀ ସୀତା, କାଳଜୟୀ ପତିବ୍ରତା, ସୁନା ଚଢ଼େଇ, ଅଭିଶପ୍ତା ଶ୍ରୀରାଧା, ତପସ୍ୱିନୀ ସୀତା, କାନ୍ଦୁଛି ପଞ୍ଚବଟୀ ଇତ୍ୟାଦି) ତଥା ବହୁ କାବ୍ୟ କବିତା ବର୍ତ୍ତମାନ ପ୍ରକାଶନ ଅପେକ୍ଷାରେ ।