<< giving up gizmo >>

givings Meaning in Odia (Oriya). ( givings ଶବ୍ଦର ଓଡିଆ ଅର୍ଥ)



ଉପହାର,

Adjective:

ପ୍ରଦାନକାରୀ |, ଯୋଗଦାନ,

People Also Search:

gizmo
gizmology
gizmos
gizz
gizzard
gizzards
gju
gjus
glabella
glabellae
glabellar
glabrous
glace
glaceed
glaceing

givings తెలుగు అర్థానికి ఉదాహరణ:

| ରଚନାବଳୀ |ଭ୍ରମଣରୁ ଶିକ୍ଷା (୨୦୧୩)|ମା' ମୋ ମମତାମୟୀ|ସମୟ ସ୍ରୋତର ତରୀ|ବୋଉ|ବାଘନିଶ|ଦିଗ୍‌ବଳୟ ଆରପାରେ|କଥା ଓ କଥାକାର|ହୀରକ ତ୍ରିଭୁଜ|ରୋହିତର ଉପହାର|ସୁବର୍ଣ୍ଣ ତ୍ରିଭୁଜ|ମୋ ଦୃଷ୍ଟିରେ ଆମେରିକା| ପୁରସ୍କାର ଓ ସମ୍ମାନ |ପ୍ରଭାତୀ ମିଶ୍ରଙ୍କୁ ୨୦୧୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

| ଇତିହାସ |ବାହାଘର ବେଳରେ ବରକନିଆଁଙ୍କୁ ଜଉ କଣ୍ଢେଇ ଯୋଡ଼ା ଉପହାର ଦେବର ବିଧି ରହିଛି ଯାହା ସେମାନଙ୍କ ସୁଖୀ ଜୀବନ କାମନା କରି କରାଯାଇଥାଏ ।

ଆଧୁନିକ ଯୁଗରେ ବଡ଼ଦିନ ପାଳନ ସମୟରେ ଉପହାର ଦେଣନେଣ, ଆଗମନ କ୍ୟାଲେଣ୍ଡର୍‍ର (Advent calendar) ଦିନ ଗଣିବା, ବଡ଼ଦିନର ସଙ୍ଗୀତ ଓ ପ୍ରାର୍ଥନା, ବଡ଼ଦିନ ଗଛ, ଘରକୁ ଆଲୋକମାଳାରେ ସଜ୍ଜିତ କରିବା, ଗୀର୍ଜା ଘର ତରଫରୁ ସମାଜର ଉନ୍ନତିମୂଳକ କାର୍ଯ୍ୟରେ ଯୋଗଦାନ ଦେବା, ବଡ଼ଦିନ କାର୍ଡ୍ ଦେବାନେବା, କଣ୍ଢେଇ ମାଧ୍ୟମରେ ଯୀଶୁଙ୍କ ଜନ୍ମବୃତ୍ତାନ୍ତ ଦର୍ଶାଇବା ପରି ବିଭିନ୍ନ ପ୍ରଥା ପ୍ରଚଳିତ ହୁଏ ।

ଗାନ୍ଧୀଙ୍କର ୭୦ତମ ଜୟନ୍ତୀରେ ରାଧାକୃଷ୍ଣନ ଗାନ୍ଧୀଙ୍କ ଜୀବନୀ ଆଧାରିତ ପୁସ୍ତକ ରଚନା କରି ତାଙ୍କୁ ଉପହାର ଦେଇଥିଲେ ।

ଗଜପତି ତାଙ୍କୁ ‘ଜୟ ଗୋବିନ୍ଦ ଭଞ୍ଜ ମହାରାଜ’ ଉପାଧିରେ ଭୂଷିତ କରି ପୁରୀ ଅଧିନରେ ଥିବା ଆଠଗଡ଼ ଅଞ୍ଚଳ (ଅଧୁନା ଆନନ୍ଦପୁର ସବ୍‌ଡିଭିଜନ) ଉପହାର ସ୍ୱରୂପ ପ୍ରଦାନ କରିଥିଲେ।

"|ମିଳିତ ଜାତିସଂଘର ଘୋଷଣା|ବିଶେଷତ୍ୱ|"ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର

ଏପରି ଏକ ଉପହାର ମଧ୍ୟ ରଣଜିତଙ୍କର ଖୁବ୍ ପ୍ରିୟ ବ୍ୟବହାର୍ଯ୍ୟ ହୋଇଥିଲା।

ଥରେ ଋଷି ଚଣ୍ଡକୌଶିକ ତାଙ୍କ ରାଜ ଉଆସକୁ ଆସି ତାଙ୍କ ଅତିଥି ହେବା ଅବସରରେ ପୁତ୍ରାର୍ଥେ ରାଜାଙ୍କୁ ଏକ ଫଳ ଉପହାର ସ୍ୱରୂପ ଦେଲେ ।

ସେମାନଙ୍କ ପାଇଁ ଉପହାରର ମାନେ ବହୁ ମାନ୍ୟତା ରଖୁଥିଲା କାରଣ ସୀତାଙ୍କ ବାପାଙ୍କର ଅବସ୍ଥା ମଧ୍ୟ ବହୁ ଖରାପ ଥିଲା ଏବଂ ଏହି କାରଣରୁ ହିଁ ତାଙ୍କୁ ସ୍କୁଲ ପାଠପଢ଼ା ଛାଡ଼ିବାକୁ ପଡିଥିଲା ।

ରାଜ୍ୟସରକାର ସେହି ସମୟରେ ସୀତାଙ୍କ ପାଇଁ ୧ ଲକ୍ଷ ଟଙ୍କାର ଉପହାର ଦେବାପାଇଁ କଥା ଦେଇଥଲେ, କିନ୍ତୁ ଏହି କଥାକୁ ପୁରଣ କରିବାରେ ସରକାର ବିଫଳ ହେଲେ ଏବଂ ଯାହାକାରଣରୁ ତାଙ୍କ ମା' ତାଙ୍କୁ ଅନ୍ୟ କୌଶଳ ଶିଖେଇବା ପାଇଁ ମତଦେଲେ ଯାହାଦ୍ୱାରା କି ସେ କିଛି ଟଙ୍କା କମେଇ ପାରନ୍ତେ ।

ଗଛ ଦୁଇଟି ଚାରିପଟେ ସମସ୍ତ ଉପହାର ରହିଥିଲା ...|୧୮୪୧ ମସିହା ବେଳକୁ ଭିକ୍ଟୋରିଆ ଓ ଆଲବର୍ଟ୍‍ଙ୍କ ବିବାହ ହୋଇସାରିଥିଲା ଓ ସେ ସମୟ ବେଳକୁ ଏ ପ୍ରଥା ବହୁଳ ପ୍ରସାର ଲାଭ କରିଥିଲା ।

ଆଜିଠୁ ପ୍ରାୟ ତିନିହଜାର ବର୍ଷ ପୂର୍ବ ଫୋନେସୀୟମାନେ ଭାରତରୁ ମୟୁର ନେଇ ଇଜିପ୍ଟର ଫାରୋ ସୋଲୋମନଙ୍କୁ ଉପହାର ଦେଇଥିବାର ପ୍ରମାଣ ମିଳେ ।

କିନ୍ତୁ ୨୦୧୩ ମାଡିହରେ ହିଁ ସରକାର ତାଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ଏବଂ ତାଙ୍କୁ ୬ ଲକ୍ଷ ଟଙ୍କାର ଉପହାର ମଧ୍ୟ ଦେଲେ ଯାହା ସାହାଯ୍ୟରେ ସେ ଏବଂ ତାଙ୍କ ଭାଈ ଭଉଣୀ ମାନେ ସ୍କୁଲରେ ନିଜ ପାଠ ପଢ଼ା ସମ୍ପୂର୍ଣ୍ଣ କରୁଛନ୍ତି ।

givings's Usage Examples:

The King has misgivings over the deal since it would increase the regional power of Iran especially in the proxy conflicts in Syria, Yemen, and elsewhere.


they had delicate personalities, and so due to fear of the grudges and revenges of the era"s defeated ones, and due to misgivings about the future, fear.


Due to decreased givings and pledges over the next two years, the parishioners found themselves seated on temporary rough planks for pews, and the walls and ceiling were not completed for a number of years.


During these studies, English became disillusioned and encountered doubts about Christian theology; he went on to publish his misgivings in a book entitled The Grounds of Christianity Examined, which earned him excommunication from the Church of Christ in 1814, and many negative responses.


justified the official misgivings: an anonymous satire refers to "snarling, bridling, self-corroding French" and asked where his like for ignorance could be.


Idflieg was sufficiently impressed to want to order the type, but had misgivings about Junkers" ability to manufacture the aircraft in quantity and considered.


Although membership remained stable, attendance and givings fell.


When some members of the Republic board of directors expressed misgivings on the project, Welles had a contract drawn in which he agreed to personally pay any amount over "700,000.


He turned professional in 2016 after misgivings with the amateur sport, and had his first bout in 2017.


Mary returns after an absence, and she and Gabrielle rekindle their former relationship despite Gabrielle's misgivings that she is too old and Mary too young.


It had been Frost"s misgivings about the quality of his later poetry that had prevented.


In 1954, he testified in the Oppenheimer security hearing, recounting the misgivings that he had about Oppenheimer in 1943.


Thereafter, the British launched a commission led by Sir Henry Willink to look into the misgivings of these autochthons.



Synonyms:

yield, afford, grant, infect, award, deliver, drive home,

Antonyms:

recede, decertify, dematerialise, dematerialize, unconcealed,

givings's Meaning in Other Sites