gilbert Meaning in Odia (Oriya). ( gilbert ଶବ୍ଦର ଓଡିଆ ଅର୍ଥ)
ଗିଲବର୍ଟ,
ଚୁମ୍ବକୀୟ ଶକ୍ତିର ଏକ ଏକକ ହେଉଛି 0 |, 7958 ଆମ୍ପେର୍-ଟର୍ନ୍ ସହିତ ସମାନ |,
Noun:
ଗିଲବର୍ଟ |,
People Also Search:
gilbert and ellice islandsgilbertian
gilbertine
gilberts
gild
gild the lily
gilded
gilden
gilder
gilders
gilding
gildings
gilds
gilgamesh
gill
gilbert తెలుగు అర్థానికి ఉదాహరణ:
ଅତି କମ୍ରେ ତାଙ୍କର ସମ୍ପର୍କୀୟ ସୁସାନ ହଣ୍ଡିଙ୍ଗଟନ ଗିଲବର୍ଟ ଡିକିନସନଙ୍କୁ (Susan Huntington Gilbert Dickinson) ସମର୍ପିତ ଏଗାରଟି କବିତାର ସୁସାନ ନାମ ଟଡଙ୍କଦ୍ୱାରା ବାଦ ଦିଆଯାଇଥିଲେ ।
| ଟେଲିଗ୍ରାଫି ||୧୮୨୫ରେ ସେ ନିଉୟର୍କ ସହର ପରିଚାଳନା (Gilbert du Motier, marquis de Lafayette ) ୱାସିଂଟନରେ ଗିଲବର୍ଟଙ୍କର ପ୍ରତିକୃତି ତିଆରି କରିବାପାଇଁ $୧୦୦୦ ଦେଇ ମୋର୍ସଙ୍କୁ ନିଯୁକ୍ତ କଲା।
|ଗିଲବର୍ଟ ସିଣ୍ଡ୍ରୋମରେ ୟୁଜିଟି୧ଏ୧ (UGT1A1 gene) ଜିନର ମ୍ୟୁଟେସନ (mutation) ହେବା ଫଳରେ ବିଲିରୁନିବିନ ଯୁରିଡିନ ଡାଇଫସଫେଟ ଗ୍ଲୂରୋନୋସିଲଟ୍ରନ୍ସଫରେଜ (bilirubin uridine diphosphate glucuronosyltransferase) ଏଞ୍ଜାଇମର କ୍ରିୟାଶୀଳତା କମିଯାଏ ।
| ପାରମ୍ପରିକ ପରିଭାଷା |୧୬୦୦ ମସିହାରେ ୱିଲିୟମ୍ ଗିଲବର୍ଟ୍ ପ୍ରଥମେ ପ୍ରସ୍ତାବ ଦେଇଥିଲେ ଯେ ଉଭୟ ବୈଦ୍ୟୁତିକ ଶକ୍ତି ଓ ଚୁମ୍ବକୀୟ ଶକ୍ତି ଯୋଗୁଁ ପଦାର୍ଥମାନଙ୍କ ମଧ୍ୟରେ ଆକର୍ଷଣ ଓ ବିକର୍ଷଣ ହୋଇଥାଏ ।
|ଆକୋରାଉଙ୍କ ସ୍ୱାମୀ ଗିଲବର୍ଟ ଦ୍ୱିପରେ (Gilbert Islands) ପ୍ରଥମ ଜିଲ୍ଲା ଅଫିସର ହେଲେ ଓ ଗିଲାବର୍ଟ ତଥା ଏଲିସ ଦ୍ୱିପରେ କ୍ଲବ Ellice Islands ସ୍ଥାପନ ଜାରିରଖିଥିଲେ ।
|ମେରୀ ଓଲସ୍ଟୋନକ୍ରାଫ୍ଟ ପ୍ରଥମେ ହେନରୀ ଫୁସେଲି ଓ ତା'ପରେ ଗିଲବର୍ଟ ଇମଲେଙ୍କ ସହିତ ପ୍ରେମ କରିଥିଲେ ଓ ଗିଲବର୍ଟଙ୍କ ଔରଷରୁ ଏକ ଝିଅ ଜନ୍ମ ହୋଇଥିଲା, କିନ୍ତୁ ଏଇ ଦୁଇଟି ଯାକ ପ୍ରେମ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା ।
ସନ ୧୯୦୧ରେ ଅଗସ୍ଟ ଇନ ନିକୋଲାସ ଗିଲବର୍ଟ (Augustin Nicolas Gilbert) ଏହି ରୋଗର ବର୍ଣ୍ଣନା ପ୍ରଥମେ କରିଥିଲେ ।
ଗିଲବର୍ଟ ସିଣ୍ଡ୍ରୋମ ଓ କ୍ରଗଲର ନାଜ୍ଜର ସିଣ୍ଡ୍ରୋମ ଟାଇପ ୧ ଓ ୨ ରୋଗରେ ଜେନେଟିକ ଅବ୍ୟବସ୍ଥା ଜୋଗୁ ବିଲିରୁବିନ ମେଟାବୋଲିଜ୍ମ ସଠିକ ହୋଇ ନପାରି ଜଣ୍ଡିସ ହୁଏ ।
|ଆଧାର|ବାହାର ଆଧାର|୧୨ଶ ଶତାବ୍ଦୀର ରାଜା|ଖେମର ସାମ୍ରାଜ୍ୟର ରାଜା|ଖେମର ସାମ୍ରାଜ୍ୟ|ଟାଇଗର ପ୍ରକଳ୍ପ ଗଣସମ୍ପାଦନା ୨୦୧୮ ଅନ୍ତର୍ଗତ ଗଢ଼ା ଯାଇଥିବା ପ୍ରସଙ୍ଗ ଗିଲବର୍ଟ ସିଣ୍ଡ୍ରୋମ ବା ଜିଏସ (Gilbert's syndrome or GS) ଏକ ସାମାନ୍ୟ ଯକୃତ ରୋଗ (liver disorder) ଯେଉଁଥିରେ ଯକୃତରୁ (liver) ବିଲିରୁବିନ (bilirubin) ସଠିକ ଭାବରେ ବିକଶିତ ହୁଏନି ।
|ଅଧିକ ଅନକଞ୍ଜୁଗେଟେଡ ବିଲିରୁବିନ ହେବାର କାରଣ: ହେମୋଲାଇଟିକ ଆନିମିଆ (excess red blood cell breakdown), ବିରାଟ ଅଧଃକ୍ଷତ (large bruise), ଗିଲବର୍ଟ୍ସ ସିଣ୍ଡ୍ରୋମ (Gilbert's syndrome), ଅନେକ ଦିନର ଉପବାସ, ନବଜାତ କାମଳ ବା ଥାଇରଏଡ ସମସ୍ୟା (thyroid problems) ।
|ଅନ୍ୟାନ୍ୟ କାର୍ଯ୍ୟ|୨୦୧୭ ଅକ୍ଟୋବର ମାସରୁ ୨୦୧୮ ଫେବୃଆରୀ ପର୍ଯ୍ୟନ୍ତ ଏକ ନିତିଦିନିଆ ଖେଳ କାର୍ଯ୍ୟକ୍ରମର ୟୁ-ଟ୍ୟୁବ୍ ଚେନାଲରେ ମିଆ ଖଲିଫା ଗିଲବର୍ଟ ଆରେନାସ୍ଙ୍କ ସହ ଉପସ୍ଥାପନା କାର୍ଯ୍ୟ କରିଥିଲେ ।
gilbert's Usage Examples:
The Carolina hammerhead (Sphyrna gilberti) is a species of hammerhead shark, and part of the family Sphyrnidae, found in the western Atlantic Ocean.
) and the CGS electromagnetic system ("CGS-EMU", with abampere, abcoulomb, oersted, maxwell, abhenry, gilbert, etc.
Mammals include the numbat (Myrmecobius fasciatus), Gilbert"s potoroo (Potorous gilbertii), western.
Gilbert"s potoroo or ngilkat (Potorous gilbertii) is Australia"s most endangered marsupial and one of the world"s rarest critically endangered mammals.
gilbertsonii is edible, although some people have reported experiencing upset stomach after consuming it.
gilberti) Scalloped hammerhead (S.
gilbertianus Berry, 1912 Octopus apollyon (Berry, 1913) Octopus madokai Berry, 1921 Paroctopus asper Akimushkin, 1963 Octopus dofleini martini Pickford, 1964.
Cercy-la-Tour Charrin Chiddes Fléty Fours Isenay Lanty Larochemillay Luzy Maux Millay Montambert Montaron Montigny-sur-Canne Moulins-Engilbert La Nocle-Maulaix.
Like his predecessor Anselm I, who counselled Bernard to rebel in 817, Angilbert counselled the King of Italy, this time Lothair I, to revolt.
Gilbert, 1890 (Gulf sanddab)Citharichthys gilberti O.