ghazal Meaning in Odia (Oriya). ( ghazal ଶବ୍ଦର ଓଡିଆ ଅର୍ଥ)
ଗଜଲ,
Noun:
ହାଥର୍ନ୍ |,
People Also Search:
ghazigheber
ghebres
ghee
ghees
ghent
gherao
gheraoed
gheraos
gherkin
gherkins
ghetti
ghetto
ghetto blaster
ghettoes
ghazal తెలుగు అర్థానికి ఉదాహరణ:
ସେ ତାଙ୍କର ଭଜନ ଓ ଗଜଲ ପରିବେଷଣ ନିମନ୍ତେ ଜଣାଶୁଣା ।
ଗଜଲ ହେଉଛି ଏକ କାବ୍ୟାତ୍ମକ ଅନ୍ତ୍ୟାନୁପ୍ରାସ ଯୁକ୍ତ ସାୟରି ।
ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ (Hindustani) ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତରେ (Carnatic classical music) ସେ ପ୍ରଶିକ୍ଷଣ ପାଇଛନ୍ତି ଓ ଆଉ ମଧ୍ୟ ସେ ଜଣେ ଗଜଲ ଗାୟିକା ଭାବରେ ଜଣାଶୁଣା ।
ପାର୍ସୀ, ତୁର୍କୀ ଏବଂ ଉର୍ଦ୍ଦୁରେ ଗତ ହଜାର ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗଜଲର ବିଶାଳ ସଂଗ୍ରହ ରହିଛି ।
ଉସ୍ତାଦ ଅମାନତ ଅଲ୍ଲୀ ଖାଁ, ବେଗମ୍ ଅଖ୍ତର, ମେହେନ୍ଦି ହସନ, ଜଗଜିତ ସିଂହ, ଫରିଦା ଖାନମ୍ ଏବଂ ଗୁଲାମ ଅଲ୍ଲୀ ଲୋକପ୍ରିୟ ଶାସ୍ତ୍ରୀୟ ଗଜଲ ଗାୟକ ।
ଗଜଲର ଏଭଳି ସଂଗ୍ରହକୁ ଦିୱାନ କହନ୍ତି ।
ତାଙ୍କର ଗୀତ ଗାଇବାର ପରିବର୍ତ୍ତନ ଓ ସ୍ଟାଇଲ ଶୈଳୀ ଅତୁଳନିୟ ଥିଲା ଯେହେତୁ ସେ ହିନ୍ଦୁସ୍ଥାନୀ କ୍ଲାସିକାଲ ସଙ୍ଗୀତ ସାଥିରେ ଗଜଲର ମିଶ୍ରଣ କରିପାରୁଥିଲେ ଯାହା ଅନ୍ୟାନ୍ୟ ଗାୟକମାନେ କରିପାରୁନଥିଲେ ।
ଗଜଲର ଗାୟକୀ, ଗାୟନ ତଥା ଭାରତୀୟ ଶାସ୍ତ୍ରୀୟ ସଂଗୀତ ପରମ୍ପରାରେ ଗଜଲର ପ୍ରଦର୍ଶନ ବହୁତ ପୁରୁଣା ।
କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ସେ ମିର୍ଜା ଗାଲିବଙ୍କ ଗଜଲକୁ ଓଡ଼ିଆରେ ଅନୁବାଦ କରିଥିଲେ ।
|ପ୍ରତିବର୍ଷ ସ୍ଥାନୀୟ କାଳୀପୂଜା ଛକରେ କାଳୀପୂଜା, ନିୟୁ କଲୋନୀରେ ଗଜଲକ୍ଷ୍ମୀପୂଜା ଏବଂ ସହରର ବିଭିନ୍ନ ସ୍ଥାନରେ ଦୁର୍ଗା ପୂଜା ଧୁମ୍ଧାମ୍ରେ ପାଳିତ ହୁଏ ।
ତାଙ୍କୁ "ମଲ୍ଲିକା-ଏ-ଗଜଲ"ର ସମ୍ମାନରେ ବଛାଯାଇଥିଲା ।
ଗୋଟିଏ ଗଜଲରେ ୫ରୁ ୨୫ ପର୍ଯ୍ୟନ୍ତ ଶେର୍ ରହିପାରେ ।
ghazal's Usage Examples:
He was a connoisseur of ghazals, and a poet in Urdu and Persian, and would regularly attend the mushairas conducted in the old city of Hyderabad.
His works include ghazals, qasidas, robais (quatrains), and other types.
He psychoanalysed Shibli"s personality as reflected in his Persian ghazals and his letters.
interprets: "In this couplet of our ghazal, the speaker is complaining of the temporariness of his visit with the Beloved.
He was one of the principal poets of the Delhi School of the Urdu ghazal and is often remembered as one of the best poets of the Urdu language.
Urdu variationIn Urdu poetry diwan are also a collection of poems, but here they are mainly ghazals.
introduction to Stilt Jack in which he writes briefly about ghazals (or "guzzles" as he called them), Thompson could have been describing the essential.
Suraiya"s singing (of Mirza Ghalib"s ghazals) and her acting was specially applauded by the Prime Minister, Jawahar Lal Nehru, who remarked to her, "You have.
Hariharan (born 3 April 1955) is an Indian playback, bhajan and ghazal singer from Trivandrum, whose songs have been featured mainly in Tamil and Hindi.
There he joined the court of the Injuid ruler Abu Ishaq Inju (), to whom he wrote a considerable segment of his panegyrics, and also his acclaimed Oššāq-nāma (1350), a masnavi mixed with ghazals.
In style and content, due to its highly allusive nature, the ghazal has proved capable of an extraordinary variety of expression.
There has to be a minimum of five couplets to form a ghazal.
where a misra (couplet) is given, and poets compose their ghazals using that misra (couplet) the behar (rhythmic metre) of the misra (couplet).