gestural Meaning in Odia (Oriya). ( gestural ଶବ୍ଦର ଓଡିଆ ଅର୍ଥ)
ଅଙ୍ଗଭଙ୍ଗୀ,
ଅଙ୍ଗଭଙ୍ଗୀ,
People Also Search:
gesturegestured
gestures
gesturing
get
get a line
get a load
get a look
get a move on
get a whiff
get about
get abroad
get across
get along
get along with
gestural తెలుగు అర్థానికి ఉదాహరణ:
|ଦଫା ୨୯୮- ଯେ କେହି ଅନ୍ୟର ଧର୍ମଭାବକୁ ଆଘାତ କରିବା ଅଭିପ୍ରାୟରେ ଜାଣିଶୁଣି କିଛି କଥା କହେ ବା ଶବ୍ଦ କରେ କିମ୍ବା ଏପରି କୌଣସି ଅଙ୍ଗଭଙ୍ଗୀ କରେ ବା ବସ୍ତୁର ପ୍ରଦର୍ଶନ କରେ ଯାହାକୁ ସେ ବ୍ୟକ୍ତି ଦେଖିପାରୁଥବ ତା’ହେଲେ ତାକୁ ଏକବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।
ଗୀତର ତାଳେ ତାଳେ କଣ୍ଢେଇମାନଙ୍କର ନୃତ୍ୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶିତ କରିବା ପାଇଁ, ନାଚ ଦଳର ଜଣେ ସଦସ୍ୟଦ୍ୱାରା କଣ୍ଢେଇଗୁଡ଼ିକୁ ସଂଯୋଗ କରାଯାଇଥିବା ତାରକୁ ଧରି ପରଦାର ନେପଥ୍ୟରେ ନିୟନ୍ତ୍ରିତ କରିଥାନ୍ତି ।
କୋଣାର୍କ ଓ ବ୍ରହ୍ମେଶ୍ୱର ମନ୍ଦିର କାନ୍ଥରେ ଖୋଦିତ ଚିତ୍ରରେ ବି ନାଚୁଥିବା ନର୍ତ୍ତକ ଓ ନର୍ତ୍ତକୀଙ୍କ ଅଙ୍ଗଭଙ୍ଗୀ ଓଡ଼ିଶୀ ସହ ସମ୍ବନ୍ଧିତ ।
ଓଡ଼ିଶୀ ନୃତ୍ୟର ବୈଶିଷ୍ଟ ହେଲା ଅଙ୍ଗଭଙ୍ଗୀ ଓ ଲାଳିତ୍ୟ ଓ ଏହାର ପାଞ୍ଚଗୋଟି ପର୍ଯ୍ୟାୟ ହେଲା : ମଙ୍ଗଳାଚରଣ,ବଟୁ,ପଲ୍ଲବୀ,ଅଭିନୟ ଓ ମୋକ୍ଷ ।
|ଇତିହାସ|ଏଠାରେ ଲୋକ-କଥା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଖାଦ୍ୟ ସାମଗ୍ରୀ ଏବଂ ଗାଈ/ଗୋରୁ ପାଇଁ ବେଲଗୁଣ୍ଠା ଏକ ପ୍ରମୁଖ ବଜାର ସ୍ଥାନ ଥିଲା | ଏହି ସ୍ଥାନଟି ଅଙ୍ଗଭଙ୍ଗୀ ପିତଳ ମାଛ ପାଇଁ ପ୍ରସିଦ୍ଧ | ନୃସିଂହନାଥ ମନ୍ଦିର ଏହି ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ମନ୍ଦିର, ଯାହା ପ୍ରଭୁ ଲକ୍ଷ୍ମୀ ନରସିଂହଙ୍କ ଦର୍ଶନ ପାଇଁ ହଜାର ହଜାର ତୀର୍ଥଯାତ୍ରୀଙ୍କୁ ଆକର୍ଷିତ କରିଥାଏ।
କେଳୁଚରଣଙ୍କ ଭାଷାରେ "ଓଡ଼ିଶୀ ନୃତ୍ୟ ମାହାରୀର ଭାବ ଓ ଗୋଟିପୁଅର ଅଙ୍ଗଭଙ୍ଗୀକୁ ନିଜର କରିଛି" ।
ଏଥିରେ କୌଣସି ଗୀତ ନଥିଲେ ମଧ୍ୟ ନର୍ତ୍ତକମାନେ ଭୟଙ୍କର ଓ ଭୟ ସୃଷ୍ଟିକାରୀ ଅଙ୍ଗଭଙ୍ଗୀ କରି ନାଚିଥାନ୍ତି ।
ଆକ୍ରମଣାତ୍ମକ ଅଙ୍ଗଭଙ୍ଗୀ ଦେଖାଇବା କିମ୍ବା ପ୍ରତିଦ୍ୱନ୍ଦୀକୁ ଡରାଇବା ପରିସ୍ଥିତି ଦେଖାଦେଲେ ତାହା ସାଧାରଣତଃ ସଂଘର୍ଷର ରୂପ ନେଇଥାଏ ।
ଶୀଘ୍ର ଆଖି ମିଟମିଟି କରିବା, ପାଟି ଆଁ କରି ନିଜର ଶ୍ୱାନଦାନ୍ତ ଦେଖାଇବା ଆକ୍ରମଣାତ୍ମକ ଅଙ୍ଗଭଙ୍ଗୀର କିଛି ଉଦାହରଣ ।
କିଛି ବ୍ୟକ୍ତି ଛୋଟ ଛୋଟ ବାକ୍ୟ ଶିଖନ୍ତି ଏବଂ ଅନ୍ୟମାନେ ଅଙ୍ଗଭଙ୍ଗୀ ସାହାଯ୍ୟରେ ନିଜକୁ ପ୍ରକାଶ କରନ୍ତି | ସାଧାରଣତ ସେମାନେ ଖୁସି ଏବଂ ବନ୍ଧୁତ୍ୱପୂର୍ଣ୍ଣ ରହନ୍ତି | ପ୍ରଭାବିତମାନ ଲୋକମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସାଧାରଣ ଆୟୁଷ ଥାଏ ।
| ବୈଶିଷ୍ଟ୍ୟ |ଓଡ଼ିଶୀ ନୃତ୍ୟର ବୈଶିଷ୍ଟ୍ୟ ମଧ୍ୟରେ ଅଙ୍ଗଭଙ୍ଗୀ ଓ ଲାଳିତ୍ୟ ତଥା ଏହାର ପାଞ୍ଚଗୋଟି ପର୍ଯ୍ୟାୟ ଯଥା: ମଙ୍ଗଳାଚରଣ, ବଟୁ, ପଲ୍ଲବୀ, ଅଭିନୟ ଓ ମୋକ୍ଷ ଅନ୍ୟତମ ।
|ଭରତନାଟ୍ୟନ ଶୈଳୀ ନିଜ ଚେହେରାର ଅଙ୍ଗଭଙ୍ଗୀ ଉପରେ ଧ୍ୟାନ ଦେଇଥାଏ ।
gestural's Usage Examples:
Home sign (or kitchen sign) is a gestural communication system, often invented spontaneously by a deaf child who lacks accessible linguistic input.
include gestural spelling as well as constructed languages which directly interpolate the grammar and syntax of oral languages in a gestural-visual form -.
Runge’s gestural use and contortions of amaryllises and lilies in Times of Day have been described as a predecessor to similar.
These gestural units account for both spatial and temporal properties of speech and reflect the movement of the articulators.
In semiotic terms, they are the physical embodiment (signifiers) of speech signs, which are gestural by nature (see below).
all of his Brushstrokes works, it is in part a satirical response to the gestural painting of Abstract Expressionism.
A written language is the representation of a spoken or gestural language by means of a writing system.
Frishberg suggests that AdaSL may be related to the "gestural trade jargon used in the markets throughout West Africa".
However, an Aboriginal and Torres Strait Islander dialect of Auslan exists in Far North Queensland (extending from Yarrabah to Cape York), which is heavily influenced by the indigenous sign languages and gestural systems of the region.
More recent studies of deaf children's gestural systems show systematicity and productivity.
For the men the gestural themes can be chosen from warfare or sailing, and then they may use spears or paddles.
Complex gestural systems have also been reported in the southern, central, and western desert.
All the other forms are gestural, and yet their clear, crisp outlines would appear to belie the artist's ostensibly spontaneous mark-making.
Synonyms:
communicative, signed, sign, communicatory, sign-language,
Antonyms:
positivity, positiveness, negativity, negativeness, uncommunicative,