germany Meaning in Odia (Oriya). ( germany ଶବ୍ଦର ଓଡିଆ ଅର୍ଥ)
ଜର୍ମାନୀ,
People Also Search:
germengermicidal
germicide
germicides
germin
germinable
germinal
germinal area
germinal disc
germinant
germinate
germinated
germinates
germinating
germination
germany తెలుగు అర్థానికి ఉదాహరణ:
ଗତ ଅଲିମ୍ପିକ ଭଳି ଏଥର ମଧ୍ୟ ୧୨ଟି ସ୍ୱର୍ଣ୍ଣପଦକ ସହିତ ଜର୍ମାନୀ ପଦକ ତାଲିକାର ଶୀର୍ଷସ୍ଥାନ ମଣ୍ଡନ କରିଥିବା ବେଳେ,ଗତଥର ଭଳି ଏଥର ମଧ୍ୟ ନରୱେ ଦ୍ୱିତୀୟ ସ୍ଥାନ ।
ଜର୍ମାନୀ ମଧ୍ୟ ୧୯୩୬ ଶୀତ ଅଲମ୍ପିକର ଆଯୋଜନକର୍ତ୍ତା ଥିଲା ।
ତଥାପି ସବୁଜଗୃହ ଗ୍ୟାସ ଉତ୍ସର୍ଜନରେ ଜର୍ମାନୀ, ଇ.ସଂରେ ସର୍ବାଗ୍ରେ ଯାହାକି ଏହାର ଜନବହୁଳତା ଓ ଉତ୍ପାଦନର ପ୍ରତିଫଳନ ମାତ୍ର ।
ସେମାନେ ହେଲେ – ପଶ୍ଚିମ ଜର୍ମାନୀର ବେକେନ୍ବାଉଅର୍ (୧୯୬୬-୧୯୭୪), ୟୁର୍ଗେନ୍ ଗ୍ରାବୋସ୍କି, ହୋର୍ଷ୍ଟ୍-ଡିଟର୍ ହୋଟ୍ଗେସ୍, ସେପ୍ ମାୟର୍ ଓ ୱୁଲ୍ଫ୍ଗାଂଗ୍ ଓଭେରାଥ୍ (୧୯୬୬-୧୯୭୪), ଇଟାଲୀର ଫ୍ରାଂକୋ ବାରେସି (୧୯୮୨, ୧୯୯୦, ୧୯୯୪) ଓ ଜର୍ମାନୀର ମିରୋସ୍ଲାଭ୍ କ୍ଲୋଜା (୨୦୦୨-୨୦୧୪) ।
|ଆର୍କିଓପ୍ଟେରିକ୍ସ ପ୍ରାୟ ୧୫କୋଟି ବର୍ଷ ପୂର୍ବେ ଜୁରାସିକ ଯୁଗର ଶେଷଆଡେ ବର୍ତ୍ତମାନର ଦକ୍ଷିଣ ଜର୍ମାନୀ ଅଞ୍ଚଳରେ ବସବାସ କରୁଥିଲେ ।
ଆଞ୍ଜେଲା ମର୍କେଲ ୨୦୦୫ରୁ ଜର୍ମାନୀର ଚାନ୍ସେଲର ଅଛନ୍ତି ।
ଏଫ୍ସିବି, ବାଏର୍ଣ୍ଣ ମ୍ୟୁନିକ୍ ବା ଏଫ୍ସି ବାଏର୍ଣ୍ଣ ନାମରେ ଜଣାଶୁଣା ଏହି କ୍ଲବ୍ ଜର୍ମାନୀର ଜାତୀୟ ବୁଣ୍ଡେସ୍ ଲିଗା ପ୍ରତିଯୋଗିତାରେ ଖେଳିଥାଏ ।
ଜର୍ମାନୀର BMW ଓ ମର୍ସିଡିଜ ଭଳି ମୋଟର କ୍ରୀଡା ନିର୍ମାତା ବିଶ୍ୱରେ ପ୍ରମୁଖ ।
|୧୯୧୮-୧୯ର ଜର୍ମାନ ଆନ୍ଦୋଳନ ଓ ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀର ଆତ୍ମସମର୍ପଣ ପରେ ଜର୍ମାନ ସାମ୍ରାଜ୍ୟ ବଦଳରେ ସଂସଦୀୟ ୱାଇମାର ଗଣତନ୍ତ୍ର ପ୍ରତିଷ୍ଠା ହେଲା ।
ଜର୍ମାନୀର ପଦାର୍ଥ ବିଜ୍ଞାନୀ ଡାନିଏଲ୍ ଗାବ୍ରିଏଲ ଫାରେନହାଇଟ ୧୭୨୪ ମସିହାରେ ଗୋଟିଏ ଥର୍ମୋମିଟର ଉଦ୍ଭାବନ କରିଥିଲେ ।
| ଶେଷ ସମୟ|ଯେତେବେଳେ ସେ ବ୍ୟବସାୟ ପାଇଁ ଯାତ୍ରା କରିଥିଲେ ଜର୍ମାନୀକୁ ୧୯୦୦ମସିହାରେ, ଟାଟାଙ୍କ ବହୁତ ଜୋରେ ଦେହ ଖରାପ ହେଲା।
ସନ ୧୮୪୪ରେ କ୍ୟାନାଡ଼ା ଓ ଜର୍ମାନୀର ଉଦ୍ଭାବକ ଯଥାକ୍ରମେ ଚାର୍ଲସ୍ ଫେନେର୍ଟି ଓ ଏଫ୍ ଜି କେଲର ସ୍ୱତନ୍ତ୍ର ଭାବେ କାଠ ମଣ୍ଡରୁ ତନ୍ତୁ ତିଆରି କରିବା ଉପାୟ ପ୍ରସ୍ତୁତ କରିଥିଲେ ।
germany's Usage Examples:
php?authormarshall"bookgermany"story_contents].
pitch-in-lille-already-familiar-to-germany-2872012/ Euro 2016: New pitch in Lille already familiar to Germany Whaling, James (23 June 2016).
com/articles/from-nazi-germany-a-tale-of-redemption-1431576062]References External links http://www.
Synonyms:
Nuremberg, Braunschweig, Halle, Pfalz, Neckar River, Solingen, Buchenwald, Wurzburg, Siegfried line, Nurnberg, Frisian Islands, Hameln, Preussen, Bremerhaven, Danube, Rhine River, Leipzig, Frankfurt on the Main, Lubeck, Saale River, Sorbian, European Community, Cologne, Thuringia, Chemnitz, Ruhr, Dortmund, Aachen, Dusseldorf, Bremen, Europe, Deutschland, Halle-an-der-Saale, Oder River, Frankfort, EEC, Ruhr River, Danau, Weser, Aix-la-Chapelle, Hanover, European Economic Community, Karl-Marx-Stadt, Lower Saxony, Brunswick, German, Bavaria, FRG, Hamelin, Neckar, Frankfurt, Weimar, Wuerzburg, Dresden, Palatinate, Stuttgart, Dachau, Oder, European Union, Prussia, EC, Aken, Rhine, Hamburg, Rostock, Rheinland, Potsdam, NATO, Weser River, Rhineland, Mannheim, Bonn, Essen, Hannover, Saale, Constance, North Atlantic Treaty Organization, Federal Republic of Germany, Rhein, Koln, Danube River, Berlin, Bodensee, German capital, Common Market, EU, Ruhr Valley, Lake Constance,